Monthly Archives

March 2023

ଜିଲ୍ଲା ମହିଳା କଂଗ୍ରେସର ନବ ନିଯୁକ୍ତ ସଭାନେତ୍ରୀଙ୍କୁ କଂଗ୍ରେସ ନେତୃମଣ୍ଡଳୀଙ୍କ ଶୁଭେଚ୍ଛା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବରେ ପଦ୍ମପୁର ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୌସୁମୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କର ଏହି ନିଯୁକ୍ତିକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବହୁ ବରିଷ୍ଠ ନେତୃମଣ୍ଡଳୀ ସ୍ଵାଗତ କରିଛନ୍ତି ।
Read More...

ପାର୍ବତୀ ଗିରିଙ୍କ ନାମରେ ମହିଳା କଲେଜର ନାମକରଣ କରିବାକୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଆୟୋଜିତ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବରଗଡ଼ ମହିଳା କଲେଜକୁ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ନାମରେ ନାମିତ କରିବାକୁ ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି କ୍ରମରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଆଗତ ହୋଇ ପାରିତ
Read More...

ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ) : ଆଜି ବରପଦର ପଞ୍ଚାୟତ ଅଫିସ ପରିସରରେ ପାଟଣାଗଡ଼ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ ଅରୁଣ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା ସହ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ଦିବସରେ
Read More...

ବେଆଇନ ଏସ୍‌କଫ କଫ ସିରପ୍‌ ବିକ୍ରେତାକୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ବେଆଇନ ଏସ୍‌କାଫ କଫ ସିରପ୍‌ ବିକ୍ରେତାକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଏ ସଂପର୍କରେ ବଲାଙ୍ଗିର ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟା ୭ଟା ୪୫ମିନିଟ୍‌ ସମୟରେ ବଲାଙ୍ଗିର ସହର କନ୍ଧପାଲିର ରକି ଓରଫ ରଙ୍କି
Read More...

ଆଜି ନୂଆଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମରେ ଏକ ମେଗା ଉଦଘାଟନୀ ସମାରୋହରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଏକ ଅଂଶ ଭାବେ…

"ହେ ଦମ୍ ତୋ ବଢାଓ କଦମ୍" ହେଉଛି ଖେଲୋ ଇଣ୍ଡିଆ ଦଶ୍ କା ଦମ୍ କାର୍ଯ୍ୟକ୍ରମର ଟ୍ୟାଗ୍ଲାଇନ୍, ଏହା କ୍ରୀଡା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମେ ନେଇଥିବା ଆଉ ଏକ ପ୍ରମୁଖ ପଦକ୍ଷେପ : ଅନୁରାଗ ସିଂହ ଠାକୁରଏକକାଳୀନ ୫୦ରୁ ଅଧିକ ସହରରେ ପ୍ରତିଯୋଗିତା ଆରମ୍ଭ ହୋଇଛି ଦିଲ୍ଲୀ,
Read More...

କେନ୍ଦ୍ର ସରକାର ହାଇ ପ୍ରାଇସ୍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ (ପିୟୁଏସଏଚପି)ର ଶୁଭାରମ୍ଭ କରିଛନ୍ତି

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ପର୍ଯ୍ୟାପ୍ତ ଶକ୍ତି ଉପଲବ୍ଧତା ନିଶ୍ଚିତ କରିବା ପିୟୁଏସଏଚପି ରଣନୀତିର ଏକ ଅଂଶ; ସୁଲଭ ଦରରେ କ୍ଷମତାର ଉତ୍ତମ ବ୍ୟବହାର ନିଶ୍ଚିତ କରିବକୌଣସି ବିଦ୍ୟୁତ୍ ଉତ୍ପାଦକଙ୍କୁ ଅତ୍ୟଧିକ ମୂଲ୍ୟ ଧାର୍ଯ୍ୟ କରିବାକୁ ଅନୁମତି
Read More...

ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟାତ୍ମିକ ଚେତନାରେ ପର୍ଯ୍ୟବେଶିତ ଏହି ଗଣପର୍ବ ହୋଲି ଓ ଦୋଳ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କ ଦୋଳ ଶୋଭାଯାତ୍ରା
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଦିବାସୀ ବିକାଶ ସମନ୍ୱୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦିକା ଦମୟନ୍ତୀ କୁମୁରା ସଭାପତିତ୍ୱ କରିଥିଲେ । ଭୁବନ ନାୟକ ମୁଖ୍ୟ
Read More...

କଂଟାବାଂଜି ସିଭିଲ କୋର୍ଟ ପରିସରରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଶୁକ୍ରବାର ଦିନ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଗତ ତା.୮.୦୩.୨୦୨୩ ବୁଧବାର ଓ ଗୁରୁବାର ଦୁଇ ଦିନ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ଥିବାରୁ ଶୁକ୍ରବାର ଦିନ ଏହି ଦିବସ ପାଳିତ ହୋଇଛି ।
Read More...

ଝାରମୁଣ୍ଡାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନିଷ୍ଟାଡ଼ିୟମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍‌ ଓ ସର୍ବୋଦୟ ୱେଲଫେୟାର ସୋସାଇଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସୋସିଏସନ୍‌ ସଭାପତି
Read More...