Monthly Archives

March 2023

ଓଡ଼ିଶାକୁ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶାକୁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ତୃତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ
Read More...

ରାଣୀପୁର ଝରିଆଲ ୬୪ ଯୋଗିନୀ ପୀଠକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ୬୪ ଯୋଗିନୀ ପୀଠକୁ ପୁଣି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ରାଜ୍ୟ ରାଜଧାନୀଠାରୁ ୪୫୦ କି.ମି. ଓ ଜିଲ୍ଲା ସଦର ମହକୁମାଠାରୁ ୧୦୫ କି.ମି. ଦୂରରେ
Read More...

୪ ଦଫା ଦାବୀ ନେଇ ଡୁମ୍ବେରପିଟା ପଞ୍ଚାୟତରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡୁମ୍ବେରପିଟା ପଞ୍ଚାୟତ ସମ୍ମୁଖରେ ୪ ଦଫା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ତରଫରୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରୁ ଅନିଶ୍ଚିତତା କାଳୀନ ଧାରଣା ଆରମ୍ଭ ହୋଇଯାଇଛି । ଏହି ଧାରଣାର ନେତୃତ୍ୱ ନେଇଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର
Read More...

ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡର ହୃଦ୍‌ରୋଗ ସଚେତନତା ଶିବିର ସହ ହୋଲି ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ରିଭରସାଇଡ ସଭ୍ୟମାନଙ୍କ ତରଫରୁ ଗୋପବନ୍ଧୁ ପାଠାଗାରରେ ଏକ ହୋଲି ମିଳନ କାର୍ଯ୍ୟକ୍ରମ ସହ ହୃଦ୍‌ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କ୍ଲବର ସଭାପତି ରୋଟାରୀଆନ ସିଦ୍ଧି ନାଥ ଜ୍ୟୋତିଶୀଙ୍କ ଅଧ୍ୟକ୍ଷତାରେ ତଥା ବିଶିଷ୍ଟ
Read More...

ବଲାଙ୍ଗିର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ (ଊଓଝଞଜଓଉଞ ଏଙଠଋଜଘଇଘଉଋ ଉଇଞଇଏଙଜଣ) ପାଇବାରେ ଗୌରବ ଲାଭ କରିଛି । ଆସନ୍ତା ୨୫
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ମହିଳା ଦିବସ ସମାରୋହ

ରାଷ୍ଟ୍ର ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳାମାନେ କେବେ ବି ଅବଳା ଆଉ ଦୁର୍ବଳା ନୁହନ୍ତି, ବରଂ ସେମାନେ ସର୍ବଂସହା ମାତା ଧରିତ୍ରୀ ପରି ଭୂମିକା ନେଇଥାନ୍ତି । ସେ ଅସାଧାରଣ, ସେ ଧୌର୍ଯ୍ୟ, ସାହସ ଓ ସୃଜନଶୀଳତାର ପ୍ରତିରୂପ ।
Read More...

ଯୁବା ପ୍ରତାପୀ ସେନା ପକ୍ଷରୁ ନୂତନ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ଭାବରେ ବିଶ୍ୱଜିତ ମନବୋଧ ଯୋଗଦାନ କରିଥିବା ବେଳେ ଆଜି ଯୁବା ପ୍ରତାପୀ ସେନା ପକ୍ଷରୁ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଯୁବା ପ୍ରତାପୀ ସେନାର ସଦସ୍ୟମାନେ ଆଇଆଇସିଙ୍କୁ ସାକ୍ଷାତ କରି
Read More...

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିର୍ସା ଛକରେ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ ସମେତ ବିର୍ସା
Read More...

କଣ୍ଟାବାଞ୍ଜି ତାଲୁକ ଲିଗାଲ୍ ସର୍ଭିସ୍ କମିଟି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ତାଲୁକ ଲିଗାଲ୍ ସର୍ଭିସ୍ କମିଟି ତରଫରୁ ଆଜି ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନ୍ୟାୟଧ୍ୟକ୍ଷା ଶ୍ରୀମତୀ ସ୍ୱସ୍ତି ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସବ୍ ନ୍ୟାୟଧିଶ ହରିପୋଡ ସେଠୀ କାର୍ଯ୍ୟକ୍ରମକୁ
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ବଲାଙ୍ଗିର ଦ୍ଵାରା ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି,
Read More...