Monthly Archives

March 2023

ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ଆସନ୍ତା ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ୨୦୨୩ ଆସନ୍ତା ଏପ୍ରିଲ ମାସ ୨ ତାରିଖ ଦିନ ପୂର୍ବାହ୍ନ ସାଢେ ୯ଟାରେ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହେବ ବୋଲି ପାଠାଗାର ତରଫରୁ ସୂଚନା ଦିଆଯାଇଛି । ପ୍ରତିଯୋଗୀମାନଙ୍କୁ ୪ ଭାଗରେ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟଜନିତ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା
Read More...

ଛତ୍ରପୁର ମିନି ଷ୍ଟାଡିୟମରେ ଦୁଇଦିନିଆ ମିଲଟ ମିଶନ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ବ୍ରହ୍ମପୁର ଶାଖା ଆନୁକୂଲ୍ୟରେ ଛତ୍ରପୁର ଅନସ୍ଳୋ ପଡ଼ିଆ ତଥା ମିନି ଷ୍ଟାଡିୟମରେ ଠାରେ ଶନିବାର ସନ୍ଧ୍ୟାରେ ଆଜାଦି କା ଅମୃତ ମହୋତ୍ସବ, ମିଲଟ ମିଶନ ଜି-୨୦ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ
Read More...

ଦୁର୍ଗମ ଇସନଲା ଗାଁର କରୁଣ କାହାଣୀ : ସବୁ ଯୋଜନା ବାଟବଣା, ପୋଡ଼ୁ ଚାଷ ଓ ବାଲି ଚୁଆଁ ପାଣି ଭରସା

'କୋଶଳ ପ୍ରବାହ ' ଗ୍ରାଉଣ୍ଡ ଜିରୋ ରିପୋର୍ଟ କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେଡାଗାଁ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରହିଛି ଇସନଲା ଗାଁ । ଗାଁଟି ଲାଞ୍ଜିଗଡ଼ ବ୍ଲକ ମହକୁମାଠାରୁ ୧୭ କିମି ଦୂର ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ
Read More...

ବିଶ୍ୱ ପୁନଃ ଚକ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଗ୍ଲୋବାଲ୍ ରିସାଇକ୍ଲିଂ ଡେ' ବା ବିଶ୍ଵ ପୁନଃ ଚକ୍ରଣ ଦିବସ' ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ଯେ କୌଣସି ବର୍ଜ୍ୟବସ୍ତୁର ପୁନଃ ବ୍ୟବହାରର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବର୍ଜ୍ୟବସ୍ତୁ ହ୍ରାସ ତଥା ପରିବେଶର ସୁରକ୍ଷା ପାଇଁ
Read More...

ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ‘ଡିୟର ଜିନ୍ଦେଗୀ’ କାର୍ଯ୍ୟଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା 'ଡିୟର ଜିନ୍ଦେଗୀ' କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ସୃଷ୍ଟି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ଜେସି ଜାକିର ହୁସେନ୍ ତାଙ୍କ ପ୍ରଭାବଶାଳୀ ବକ୍ତବ୍ୟ ଦ୍ୱାରା ୧୦୦ରୁ
Read More...

ଏସ୍‌ପିଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମରେ ଇନଫୋ ସୋଲୁସନ ଦ୍ଵାରା ଆୟୋଜିତ ହୋଇଯାଇଛି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏସ୍‌ପିଏଲ୍ । ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ଦଳ ଅଂଶଗ୍ରହଣ କରିଥିଲେ । ରୋହିତ ସୁନାଙ୍କ ଦଳ ବ୍ଲାକ୍ ଟାଇଗର, ଉଦୟନାଥ ସୁନାଙ୍କ ଦଳ
Read More...

ଜାତୀୟ ଛାତ୍ର ଅନୁସନ୍ଧାନ ସମ୍ମିଳନୀ ୨୦୨୨-୨୩ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରର କମ୍ପ୍ୟୁଟର ସାଇନ୍ସ ବିଭାଗ ଗୁଜୁରାଟର ଗଣପତି ବିଶ୍ୱବିଦ୍ୟାଳୟ ଦ୍ୱାରା ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟି ମିଳିତ ସହଯୋଗରେ ଆୟୋଜିତ ଇଘଠଋଝଐଇଘ-୨୦୨୨-୨୩ ଜାତୀୟ ଛାତ୍ର ଅନୁସନ୍ଧାନ ସମ୍ମିଳନୀରେ ଉଲ୍ଲେଖନୀୟ
Read More...

ଗରିବସେନା ସଂଗଠନ ପକ୍ଷରୁ ମହୁଲ ଦରଦାମ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସୀମାନ୍ତ ଅଞ୍ଚଳରେ ଅନେକ ଆଦିବାସୀ ଲୋକେ ବସବାସ କରନ୍ତି । ଅନେକ ପରିବାର ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟକୁ ବିକ୍ରି କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି
Read More...

୧୪ତମ ଆଦିବାସୀ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର ତରଫରୁ ୧୪ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ଏକ ୨୦ ଜଣିଆ ଦଳ ମଧ୍ୟପ୍ରଦେଶର ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ବାଲିଗୁଡା ଟାଉନ ହଲ୍
Read More...