Monthly Archives

March 2023

ବିଶ୍ୱାତ୍ମ ଚେତନା ପରିଷଦ ବଲାଙ୍ଗିର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ଦିବ୍ୟ ପ୍ରବଚନ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ଚେତନା ପରିଷଦ ବଲାଙ୍ଗିର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ବ୍ୟାପି ପରମହଂସ ସ୍ୱାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ଦିବ୍ୟ ପ୍ରବଚନ ସ୍ଥାନୀୟ ଜୟଦେବ ଭବନ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଯାଇଛି ।
Read More...

ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନିଶିଗୁଡ଼ିଠାରେ ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ ହୋଇଯାଇଛି । ରୁଦ୍ରକଳା ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ଭାବେ ପର୍ଶୁରାମ ସେଠ, ସମ୍ପାଦକ ଭାବେ ପ୍ରଶାନ୍ତ ପତ୍ରୀମାଳୀ
Read More...

ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ
Read More...

ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜିପଥର ମେଳା ପାଇଁ ପ୍ରସ୍ତୁତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ୪୨ନଂ.ର ପାର୍ଶ୍ଵରେ ଥିବା ସର୍ଗିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜିପଥର ମେଳା ପାଇଁ ରବିବାର ଦିନ ଅପରାହ୍ନରେ ମନ୍ଦିର ପରିସର ପ୍ରହରୀ ମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାଗରପଡ଼ା ଏସ୍‌ସିଏ କ୍ଲବ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ପାଣ୍ଡପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ଶିବିରରେ ୨୫୦ରୁ ଅଧିକ ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ଏନେଇ
Read More...

ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଶିଷ୍ଟ କଳା ସାଂସ୍କୃତିକ ଅନୁଷ୍ଠାନ 'ମ୍ୟୁଜିକ ସର୍କଲ' ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ, ଅନୁଷ୍ଠାନ ଦ୍ଵାରା ପରିଚାଳିତ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ତଥା ସ୍ପ୍ରିଂ ଭେଲି ଶିଶୁ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବକୁ
Read More...

ବାପାର ମୃତ୍ୟୁ ପରେ ମାଆଙ୍କ ଉପରେ ୪ ଝିଅଙ୍କ ବୋଝ : ଭଗବାନ ହିଁ ସାହା ଭରସା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଜୋନ୍ ଝରିଆଲ ପଞ୍ଚାୟତ ବାହାବଲ ଗ୍ରାମର ନରହରି ବାଗଙ୍କ ପରିବାର ୮ ମାସ ତଳେ ବେଶ ହସଖୁସିରେ ଚଳୁଥିଲା । ପରିବାର କହିଲେ ନିଜ ଧର୍ମପତ୍ନୀ ପୁଷ୍ପାଞ୍ଜଳି(୩୨)ଙ୍କ ସହ ୪ ଝିଅ ସାଏବତୀ(୧୪),
Read More...

ଓଡିଶାକୁ କେନ୍ଦ୍ରୀୟ ଅବହେଳା : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

ପିଏମକେଏସୱାଇରେ କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା ପୂର୍ବାପେକ୍ଷା କମିଛି : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ) । ଏହି
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସହଯୋଗ ଫାଉଣ୍ଡେସନ ତରଫରୁ ଅନ୍ନଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଆହାରକେନ୍ଦ୍ର ଚାଲୁରହୁଛି । ରବିବାର ଦିନ ସରକାରୀ ଛୁଟି ରହୁଥିବାରୁ ସରକାରୀ ଆହାରକେନ୍ଦ୍ର ମଧ୍ୟ ବନ୍ଦ ରହୁଛି । ରବିବାର ଦିନ ହସପିଟାଲ୍‌ର ରୋଗୀମାନଙ୍କ ବନ୍ଧୁ ପରିଜନ
Read More...

ସିଆର୍‌ପିଏଫ୍‌ର କୁମ୍ବିଂ ଅପରେସନ୍‌ ବେଳେ ବହୁ ସାମଗ୍ରୀ ଜବତ : ୧୧ ଅଟକ, ପଚରାଉଚରା ଜାରି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ାପାହାଡ଼ରେ କୋଟଗଡ ସିଆର୍‌ପିଏଫ୍‌ ବାଟାଲିୟନ ଯବାନଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ଜବତ
Read More...