Monthly Archives

March 2023

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ମିରର ସୋସିଆଲ୍ ଫାଉଣ୍ଡେସନ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ସେକ୍ଟର ୧୬ ଶୁଭଦ୍ରାପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ମିରରର ଅଧ୍ୟକ୍ଷ ବିଶ୍ବଜିତ ରାଉତଙ୍କ ଆବାହକତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ଜେପି
Read More...

ଏକତ୍ରର ସ୍ୱାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ ରାଉରକେଲା, (ସସ୍ମିତା ପ୍ରଧାନ) : ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ । ନାଟକର ବାର୍ତ୍ତା ମାନବଧର୍ମୀ ହେବା ଆବଶ୍ୟକ ବୋଲି ଅତିଥିମାନେ ଏକତ୍ରର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମତ ରଖିଛନ୍ତି । ରାଉରକେଲାର ୨୪ ଗୋଟି
Read More...

ଟ୍ରେନ ଭିତରେ ଯାତ୍ରୀଙ୍କଠୁ ଲୁଟୁ ଥିଲେ ଦୁଇ ଲୁଟେରା, ଧରିଲା ଆର୍‌ପିଏଫ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଟ୍ରେନରେ ରାତ୍ରି ସମୟରେ ଯାତ୍ରା କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ରାତିରେ ଟ୍ରେନରେ ମାତିଛନ୍ତି ଲୁଟେରା । କେତେବେଳେ ଜୋରଜବରଦସ୍ତ ଯାତ୍ରୀଙ୍କଠାରୁ ଲୁଟୁଛନ୍ତି ତ ଆଉ କେତେ ବେଳେ ଯାତ୍ରୀଙ୍କଠାରୁ କରୁଛନ୍ତି ପକେଟ ମାର୍‌
Read More...

ପଶୁ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଦୟାବିହାର ସ୍ଥିତ ଏନ୍‌ଏସ୍‌ପି ଠାରେ ପଶୁ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀମାନଙ୍କୁ ଯେଉଁଭଳି ନିଷ୍ଠୁର ଭାବରେ ହତ୍ୟା କରାଯାଉଛି ସେମାନଙ୍କୁ କିପରି
Read More...

ଆଦିବାସୀ ମେଳାରେ ସମ୍ମାନିତ ସୁଦାମ ବିଶିଙ୍କୁ କଳାକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ତରଫରୁ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଆଦିବାସୀ ମେଳାର ଉଦ୍‌ଯାପନୀ ଉତ୍ସବରେ ଆଦିବାସୀ ଲୋକନାଚ ଓ ଗୀତ ପାଇଁ ସମ୍ମାନିତ ହୋଇଥିବା ଆଦିବାସୀ ଅଞ୍ଚଳର ଯୁବ ଲୋକ କଳାକାର ତଥା ଦେଓଗାଁ ବ୍ଲକ
Read More...

ଖାଉଟି ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ବୈଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏବଂ ମଧ୍ୟାହ୍ନ ସମୟରେ ପୁଇଁନ୍ତଲା ବ୍ଲକର ବୀଣାପାଣି ଶିକ୍ଷା ସୌଧ ଠାରେ ବଲାଙ୍ଗିର ଜିଲ୍ଲାର ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ଆନୁକୂଲ୍ୟରେ ତଥା ବଲାଙ୍ଗିର ମ୍ୟୁନିସିପାଲିଟି ସ୍ଥିତ
Read More...

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ : ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମିନିଭାଟିପଡ଼ାରେ ଚଢ଼ାଉ କରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିବା ସହ ଏହି ମାମଲାରେ ଜଣକୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ୍‌ । ଦିଜନ ଓରଫ ମନରଞ୍ଜନ ପଧାନ ନାମକ ଜଣେ ବ୍ୟକ୍ତି ଅବୈଧ ଭାବରେ କଫ ସିରପ ବିକ୍ରି କରୁଥିବା ବେଳେ
Read More...

ନେହେରୁ ଯୁବକେନ୍ଦ୍ର ସଂଗଠନ ତରଫରୁ ଯୁବା ସମ୍ବାଦ – ଭାରତ @୨୦୪୭

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନରେ ଭାରତ ‘ଆଜାଦି କା ଅମୃତ ମହୋତ୍ସବ’ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଥିବା ବେଳେ ୨୦୪୭ରେ ଆଗାମୀ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ପାଇଁ ଭାରତର ସ୍ବର୍ଣ୍ଣିମ ଇତିହାସ, ଲୋକ କଳା, ସଂସ୍କୃତି ଏବଂ ସଫଳତାର
Read More...

ଭାରତୀୟ କିଷାନ ସଂଘର ଜାମଗାଁଠାରେ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଜାମଗାଁଠାରେ ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ରାଧାକୃଷ୍ଣ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ପ୍ରରୋଚନାରେ ଶ୍ରୀକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତହିଁର ମୁଖ୍ୟ ଅତିଥି
Read More...

ବଲାଙ୍ଗିର ଟାଉନ ଥାନା ଏବଂ ସଦରଥାନାରେ ପୋଲିସ୍ ଡି.ଜିଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦେଲା ବଲାଙ୍ଗିର ବିଜେପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଏବଂ ସଦରଥାନାରେ ପୋଲିସ୍ ଡି.ଜିଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦେଇଛି ବଲାଙ୍ଗିର ବିଜେପି । ବଲାଙ୍ଗିର ବିଜେପି ତରଫରୁ କୁହାଯାଇଛି ଯେ, ଓଡ଼ିଶା ପୋଲିସର ମାତ୍ରାଧିକ ଓ ଅମାନବୀୟ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତଥା ଭୁବନେଶ୍ୱରରେ ବିଜେପି
Read More...