Monthly Archives

March 2023

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୋର ଆଲୋଚନା ମୋତେ ସ୍ୱାସ୍ଥ୍ୟ, ବିକାଶ ଏବଂ ଜଳବାୟୁରେ ଭାରତର ଅଗ୍ରଗତି ବିଷୟରେ ଅଧିକ ଆଶାବାଦୀ କରିଛି : ବିଲ୍ ଗେଟ୍ସପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ କରନ୍ତି ଯେ କୋ-ୱିନ ବିଶ୍ୱ ପାଇଁ ଏକ ମଡେଲ, ଏବଂ ଏଥିରେ ମୁଁ ଏକମତ : ବିଲ୍ ଗେଟ୍ସଯେତେବେଳେ ଆମେ
Read More...

ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି (୪ ମାର୍ଚ୍ଚ, ୨୦୨୩)ରେ ନୂଆଦିଲ୍ଲୀ ଠାରେ ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କରିଛନ୍ତି ଏବଂ ଜଳ ଶକ୍ତି ଅଭିଯାନ : କ୍ୟାଚ ଦ ରେନ୍-୨୦୨୩ର ଶୁଭାରମ୍ଭ କରିଛି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ
Read More...

ଏତଲାକାରୀ ହିଁ ହତ୍ୟାକାରୀ : ବିପୁଲିଙ୍ଗୀ ଗ୍ରାମର ସୁପ୍ରଭା ଚୌଧୁରୀ ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମର ସୁପ୍ରଭା ଚୌଧୁରୀ ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ ଗିରଫ ହୋଇଛନ୍ତି ବୋଲି ଛତ୍ରପୁର ଆଦର୍ଶ ଥାନାରେ ସଂଗଠିତ ପ୍ରେସ-ମିଟ୍‌ରେ କୁହାଯାଇଛି । ଏସ୍‌ଡ଼ିପିଓ ଗୌତ୍ତମ କିଷାନ ଏବଂ ଥାନା
Read More...

ପଦ୍ମପୁର ଜେନିଥ ଲାୟନ୍ସ ଗୁରୁକୁଳ ଅଧ୍ୟକ୍ଷଙ୍କୁ ଡିଲିଟ୍ ଉପାଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୨ ଦଶନ୍ଧି ଧରି ଆଦିବାସୀ ଅଧ୍ୟୁଷିତ ଓଡିଶା ତଥା ଛତିଶଗଡରେ ଶିକ୍ଷାର ପ୍ରଚାର, ପ୍ରସାର ତଥା ପ୍ରୋତ୍ସାହନ, ଏକ ନ୍ୟାୟପୂର୍ଣ୍ଣ ସମାନ ସମାଜ ଗଠନରେ ବ୍ରତୀ, ଶିକ୍ଷାକୁ ସମାଜର ପ୍ରତ୍ୟେକ ଶ୍ରେଣୀକୁ ପହଞ୍ଚାଇବାର ପ୍ରୟାସ କରିଥିବାରୁ ୟୁନିଭର୍ସିଟି ଅଫ୍
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ଟ୍ରାଇସାଇକେଲ ଓ ବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ବଡମାଲ ସ୍ଥିତ ସାଇବାବା କୁଷ୍ଠାଶ୍ରମଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ୭ ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବଲାଙ୍ଗିର ସ୍ଥିତ ନିରତାରର ନିର୍ଦ୍ଦେଶକ ସୂର୍ଯ୍ୟମଣି ପ୍ରସାଦ, ଅର୍ଥୋଟିଷ୍ଟ ସୁରେନ୍ଦ୍ର କୁମାର ଭୋଇଙ୍କ
Read More...

କପିଲାଭଟା ହାଇସ୍କୁଲଠାରେ ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ଶିକ୍ଷକ ସଂଘର ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରିବାକୁ ଥିବା ଶିଶୁଙ୍କ ପିତାମାତାଙ୍କର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ବୁବେଲରେ ୭୬ତମ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ଚଳିତ ବର୍ଷର ଦୋଳ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂସ ଦରବାରର ସୁନାମଧନ୍ୟ କଳାକାର ଅନିଲ କୁମାର ନାଏକ ଓ ତାଙ୍କ ଦଳଙ୍କ ଦ୍ୱାରା ଆୟୋଜିତ ହୋଇଛି । ପ୍ରଥମ ଦିନରେ ମହାରାଜା
Read More...

ଡୁମ୍ବେରବାହାଲ ସ୍କୁଲର ବାର୍ଷିକୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଏହି ଉତ୍ସବରେ ସଭାପତିତ୍ୱ କରି ବିବରଣୀ ପାଠ କରିବା ସହ ସ୍କୁଲର
Read More...

ମା’ ବାପା ଛେଉଣ୍ଡ ତିନି ଅନାଥ ଶିଶୁଙ୍କୁ ଏବେ ସାହାରା ଦେବ କିଏ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ବାପାଙ୍କ ଦେହାନ୍ତ ପରେ ଏବେ ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି ତିନି ଜଣ ଅନାଥ ଶିଶୁ । ଆଖାସଖା କେହି ନାହିଁ । ଜମି ଭୂମି କିଛି ନାହିଁ । ଆଦିବାସୀ ସଂପ୍ରଦାୟର ଏହି ତିନି ଶିଶୁ ଏବେ ଚାହିଁ ବସିଛନ୍ତି, କିଏ ଦେବ ତାଙ୍କୁ ସାହାରା ! ଏଭଳି ଏକ କରୁଣ
Read More...