Daily Archives

ନଈ ନାଳରେ ଦେଖା ଯାଉଥିବା ମୂଲ୍ୟବାନ ଭତ୍ତା କନ୍ଦା ବା ମୁସନୀ କନ୍ଦା

ଖଡ଼ିଆଳ, (ନିରାକାର ମେହେର) : ନଈ ନାଳରେ ଦେଖା ଯାଉଥିବା ଏକ ପ୍ରକାର ଗୁଳ୍ମର ଚେର ହେଉଛି ଭତ୍ତା କନ୍ଦା ବା ମୁସନୀ କନ୍ଦା । ବିଶେଷ କରି ଏହା ଖଡ଼ିଆଳ ଅଞ୍ଚଳରେ ଦେଖାଯାଏ । ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଥିବାରୁ ଏହାର ଚାହିଦା ବେଶୀ । ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର ବିଭିନ୍ନ ଗ୍ରାମରେ
Read More...

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦାଣ୍ଡିଆପାଲି ସ୍ଥିତ ଜେପି ହସପିଟାଲ ତରଫରୁ ହସପିଟାଲ୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଲିଙ୍ଗଗତ ସମାନତା, ପ୍ରଜନନ ଅଧିକାର, ମହିଳାଙ୍କ ଉପରେ ହେଉଥିବା ହିଂସା, ତଥା ନିର୍ଯ୍ୟାତନା ଭଳି ପ୍ରସଙ୍ଗକୁ ନେଇ ଏହି ଦିବସ
Read More...

ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପଶ୍ଚିମ ପ୍ରାନ୍ତ ଉପସଭାପତି ତଥା ସୋନପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ମା’ ସରୋଜିନୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏହି କ୍ରମରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର
Read More...

ଲାଞ୍ଜିଠାରୁ ମହୁଲପଡା ଗ୍ରାମକୁ ପକ୍କା ରାସ୍ତା ତିଆରି ପାଇଁ ଦାବୀ

ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତର ଲାଞ୍ଜିଠାରୁ ମହୁଲପଡା ଗ୍ରାମରେ ରାସ୍ତାଟିଏ ନଥିବାରୁ ନାହିିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଜଙ୍ଗଲ ଭିତର ଦେଇ ଚାରି କିଲୋମିଟର ରାସ୍ତା । ଦୁଇ ବର୍ଷ ତଳେ ମନରେଗାରେ ମାଟି
Read More...

୨ କପ୍‌ ସିରଫ୍‌ ବିକ୍ରେତାଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ପାଟଣାଗଡ ପୋଲିସ

ପାଟଣାଗଡ, (କେପିଏନ୍‌ଏସ୍‌) : ୨ ଜଣ କପ୍‌ ସିରଫ୍‌ ବିକ୍ରେତାଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି ପାଟଣାଗଡ ପୋଲିସ ବୋଲି ସୂଚନା ମିଳିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗିରଫ୍‌ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଲରମ୍ଭା ଥାନା ଅଧିନସ୍ଥ ତମିଆଁ ଗାଁ ନିବାସୀ ଗଣେଶ ସାହୁ(୨୪)
Read More...

ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

ପୁରୀ : ପୁରୀ ରେଳ ଷ୍ଟେସନରେ ଅଘଟଣ । ୧୫୪୨୪୨ ନଂ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ମାଳତୀପାଟପୁରରୁ ପୁରୀ ଆସିବା ବେଳେ ଏହି ଅଘଟଣ ଘଟିଛି । ସଟିଂ କରୁଥିବା ବେଳେ ଦୁଇଟି କୋଚ ଲାଇନଚ୍ୟୁତ ହୋଇଥିଲା । ପୁରୀ-ଗୁଣୁପୁର
Read More...

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ

ଓଡ଼ିଶାରେ ‘ଉତ୍କଳ ଦିବସ’ରୁ ଜି-୨୦ ବୈଠକ ପର୍ଯ୍ୟନ୍ତ ଜନ ଭାଗିଦାରୀ କାର୍ଯ୍ୟକ୍ରମପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବଏପ୍ରିଲ ୨୩ରୁ ୨୯ ଯାଏଁ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ପ୍ରଦର୍ଶନୀର
Read More...

ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମା’ଙ୍କ ବାସନ୍ତୀକ ଦୁର୍ଗାପୁଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା' ଜଗତ ଜନନୀ ଦୁର୍ଗାଙ୍କ ଚୈତ୍ର ନବରାତ୍ର ଚାଲିଥିବା ସମୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବଲାଙ୍ଗିର ରୁଗୁଡିପଡା ଦୁର୍ଗାପୁଜା ଟ୍ରଷ୍ଟ ଆନୁକୂଲ୍ୟରେ ଷଷ୍ଠୀ ତିଥି ଅନୁଯାୟୀ ଗତକାଲି ମା'ଙ୍କ ବେଲ୍ୱବରଣ କରାଯାଇ ଆଜି ସପ୍ତମୀ ତିଥିରେ ସକାଳ ୬ ଘଣ୍ଟା
Read More...

ଛତ୍ରପୁରଠାରେ ରାଜଯୋଗିନୀ ଦାଦି ଜାନକୀଙ୍କର ତୃତୀୟ ସ୍ମୃତି ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ସେବାକେନ୍ଦ୍ର ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ସଂସ୍ଥାନର ପୂର୍ବତ୍ତନ ମୁଖ୍ୟ ପ୍ରଶାସିକା ତଥା ଅନ୍ତରାଷ୍ଟ୍ରୀୟ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ଆଦରଣୀୟ ରାଜଯୋଗିନୀ
Read More...