Monthly Archives

February 2023

କଣ୍ଟାମାଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବୌଦ୍ଧ (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ କଣ୍ଟାମାଲ କୋର୍ଟ ପରିସରରେ ଶନିବାର ସକାଳ ୧୦ ଘଣ୍ଟା ସମୟରେ ତାଲୁକ ଆଇନ ସେବା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଟାମାଲ ଜେଏମଏସି ବୁଥ୍‌ର ମାଜିଷ୍ଟ୍ରେଟ ସତ୍ୟନାରାୟଣ ସାହୁଙ୍କ
Read More...

ଦୁର୍ଘଟଣାଗ୍ରସ୍ତ କାର୍‌ ଉପରେ ଚଢ଼ିଗଲା ଆଉ ଏକ ଦୃତଗାମୀ ଗାଡ଼ି : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼- କ. ନୂଆଗାଁ ମୁଖ୍ୟ ସଡ଼କର ଡାମେରିକିଆ ବୁଲାଣିରେ ଶୁକ୍ରବାର ରାତି ଗୋଟିଏ ସ୍ଥାନରେ ଦୁଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ
Read More...

ତେନ୍ତୁଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଗଞ୍ଜେଇ ଗଛ ନଷ୍ଟ କଲା ଘଣ୍ଟାପଡା ପୋଲିସ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମା ପଞ୍ଚାୟତର ତେନ୍ତୁଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଗତକାଲି ସକାଳ ୯ ଘଣ୍ଟା ସମୟରେ ଘଣ୍ଟାପଡା ଥାନା ଅଧିକାରୀ ବି ଏନ ଲୋଇଙ୍କ ତତ୍ଵାବଧାନରେ ଘଣ୍ଟାପଡା ପୋଲିସ ଟିମ୍‌ ଚଢ଼ାଉ କରିଥିଲେ । ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ
Read More...

ଗଞ୍ଜାମ ସହରକୁ ନବକଳେବର କରିବାକୁ ପ୍ରୟାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତତ୍ୱାବଧାନରେ ଆସ୍ତେ ଆସ୍ତେ ସଜେଇ ହେଉଛି ଗଞ୍ଜାମ ସହର । ଶୁକ୍ରବାର ଗଞ୍ଜାମ ସହର ଦାମୋଦରପୁର ଠାରେ ପ୍ରଥମ ଥର ପାଇଁ ପଥରରେ ନିର୍ମିତ ଅଶୋକ ଚକ୍ର ଲଗାଯାଇଛି । ଏଥିସହ ଆକର୍ଷଣୀୟ ପଥରରେ ନିର୍ମିତ
Read More...

ବ୍ରାହ୍ମଣୀଡୁଙ୍ଗୁରୀ ଠାରେ ବନ ବିଭାଗ ପକ୍ଷରୁ ଚଢାଉ : କାଠ ବୋଝେଇ ଟ୍ରାକ୍ଟର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଓ ଏକ କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଡିଏଫଓ ନିତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର
Read More...

ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆଜି ଭବାନୀପାଟଣା ସ୍ଥିତ ଟାଉନ ହଲ୍‌ ଠାରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସାଂସଦ
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପାଇକମାଲ ନାଗରିକ କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନାଗରିକ କମିଟିର ଏକ ଜରୁରୀ ବୈଠକ ନୃସିଂହନାଥ ଧର୍ମଶାଳା ପରିସରରେ ମନୋଜ କୁମାର ତ୍ରିବେଦୀଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପାଇକମାଲ ନାଗରିକ କମିଟି, ବଣିକ ସଙ୍ଘ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତାମାନେ
Read More...

କ୍ଷୁଦ୍ର ଚଳଚ୍ଚିତ୍ର ‘ଭରସା’ର ଲୋକାପର୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ କ୍ଷୁଦ୍ର ଚଳଚ୍ଚିତ୍ର 'ଭରସା'ର ଲୋକାପର୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି
Read More...

ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହରଭଙ୍ଗା ବିଡିଓଙ୍କ ଅଧ୍ୟକ୍ଷତାରେ ହରଭଙ୍ଗା ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ
Read More...

ଖୁଣ୍ଟପାଲିର ଝିଅ କୋଶଲି କୁଇନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ଝିଅ କୋଶଲି କୁଇନ ମୀରାବାଈ ପାଣିଗ୍ରାହୀଙ୍କୁ ତାଙ୍କ ଗ୍ରାମରେ ନିୟୁଜ ଜୁଏହୁଲା ସାହିତ୍ୟ ଅନୁଷ୍ଠାନ ତରଫରୁ ଗତ ଫେବୃୟାରୀ ୯ ତାରିଖରେ ସାମ୍ବାଦିକ ଅରକ୍ଷିତ ମହାନନ୍ଦ ନିଜେ ତାଙ୍କ
Read More...