Monthly Archives

February 2023

ବଲାଙ୍ଗିର ଦୁର୍ଗା ମନ୍ଦିର ସାମ୍ନାରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମା' ଦୁର୍ଗାଙ୍କ ମନ୍ଦିର ସାମ୍ନାରେ ଏକ କାର, ଏକ ପିକଅପ୍ ଗାଡ଼ି ଓ ଏକ ଏଟିଏମ୍ ଗାଡ଼ି ପଛକୁ ପଛ ଆସୁଥିବା ବେଳେ ୩ ଗାଡ଼ି ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ
Read More...

ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ରବିବାର ଦିନ ଚୟନ କରାଯାଇଛି । ସ୍ଥାନୀୟ ମଙ୍ଗଳ ଭବନରେ କ୍ରିିଷ୍ଣାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଏନପିଏସ ଶିକ୍ଷକମାନଙ୍କୁ ନେଇ ଗଠିତ ସଂଘରେ ସର୍ବସମ୍ମତି
Read More...

ଦେବୀ ରାମଚଣ୍ଡୀଙ୍କ ନବକଳେବର ସମ୍ପନ୍ନ

ଶେଷ ଦିବସ ସନ୍ଧ୍ୟାରେ ରାମଚଣ୍ଡୀଙ୍କ ନଗର ପରିକ୍ରମା ବେଳେ ଦାସୁଡୁଙ୍କ କୋହଲା ନୃତ୍ୟ ଏକ ନିଆରା ଧର୍ମ ପରି ପ୍ରତୀୟମାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀଙ୍କ ନୂତନ ମନ୍ଦିର, ପ୍ରାସାଦ ଏବଂ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀଙ୍କ ଅଭିଭାବିକା (ମାଆ) ମାନଙ୍କ ସାମୂହିକ ମାତୃ ସମ୍ମିଳନୀ କୁସୁନାପାଲି ସ୍ଥିତ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଡ଼ଃ
Read More...

ବେସରକାରୀ କଲେଜ ଶିକ୍ଷକ ସଂଘର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୪ରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ ଆସନ୍ତା ଫେବୃୟାରୀ ୧୪ ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦.୩୦ ଘ.ରେ ଜିଲ୍ଲାର ମେଲଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟରେ ହେବା ପାଇଁ ସ୍ଥିରୀକୃତ ହୋଇଅଛି । ଏହି ସମ୍ମିଳନୀରେ
Read More...

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ହାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ହାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଚାରିଦିନ ଧରି କ୍ୱେଷ୍ଟ ଆଲିଆନ୍ସ ଓ ମୋ ସ୍କୁଲ ଅଭିଯାନର ମିଳିତ ଉଦ୍ୟମରେ ହାକାଥନ ଓ କୋଡ଼ିଙ୍ଗର ପ୍ରଶିକ୍ଷକ ମନୋଜ କୁମାର ବୀରାଙ୍କ ପଥ
Read More...

ହାତୀ ଦାନ୍ତ ଜବତ, ୧ ଗିରଫ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ହାତୀ ଦାନ୍ତ ଜବତ କରିଥିବା ବେଳେ ସେଥିରୁ ଦୁଇଟି ପୂରା ଦାନ୍ତ ରହିଥିବା ବନ ବିଭାଗ ସୂଚନା
Read More...

କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା, ୨ ମୃତ ୧୩ ଗୁରୁତର

ପୁରୀ : କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । କାର, ବାଇକ୍‌ ଏବଂ ଅଟୋ ଆଗ ପଛ ହୋଇ ଧକ୍କା ହୋଇଛନ୍ତି । ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ ଏକ କାର୍‌ ଓ ବାଇକ୍‌ ପୁରୀରୁ କୋଣାର୍କ ଆଡକୁ ଯାଉଥିଲା । କୋଣାର୍କରୁ ଏକ ଅଟୋ ପୁରୀ ଆସୁଥିଲା । ଘନଶ୍ୟାମ ହେମଲତା
Read More...

ବନ୍ୟଜନ୍ତୁ ସୁରକ୍ଷା ନେଇ ମିନି ମାରାଥନ

କାଶୀପୁର : କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଶନିବାର ଜଙ୍ଗଲ ଏବଂ ବନ୍ୟଜନ୍ତୁ ସୁରକ୍ଷା ନେଇ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୧୬ କିମି ଦୂରର ଦୌଡ଼ ପ୍ରତିଯୋଗିତାକୁ ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ
Read More...

ବିଶ୍ଵବିଦ୍ୟାଳୟ ହେଲା ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ

କେନ୍ଦୁଝର : ବିଶ୍ଵବିଦ୍ୟାଳୟ ହେଲା କେନ୍ଦୁଝର ଜିଲ୍ଲାର ଧରଣୀଧର ସ୍ୱୟଂ ସାଶିତ ମହାବିଦ୍ୟାଳୟ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ପଦକ୍ଷେପ
Read More...