Monthly Archives

February 2023

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଭାତପଡା ଛକ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବାଇକ୍ ଆରୋହୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ତେନ୍ତୁଲିଢିହ ପଞ୍ଚାୟତ କମଳପୁର ଗାଁର ବିଶ୍ୱଜିତ ନାଥ । ଖବର
Read More...

ଗ୍ୟାସ ଟ୍ୟାଙ୍କର୍‌ ଓ ଟ୍ରେଲର ମଧ୍ୟରେ ଧକ୍କା : ୩ ଜୀବନ୍ତ ଦଗ୍ଧ

ଆଜମେର : ଆଜମେରର ରାନୀ ବାଗ ରିସର୍ଟ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଗ୍ୟାସ ଟ୍ୟାଙ୍କର୍‌ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗିବା ହେତୁ ରାସ୍ତା ଏବଂ ଏହାର ଆଖପାଖ ଅଞ୍ଚଳରେ
Read More...

ଆଜି ବଜେଟ୍‌ ଆଲୋଚନା କରିବେ ନିର୍ମଳା ସୀତାରମଣ

ଭୁବନେଶ୍ୱର : ଭୁବନେଶ୍ୱରରେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ
Read More...

ଜମ୍ମୁ କଶ୍ମୀରରେ ଭୂକମ୍ପ ଅନୁଭୂତ

ଶ୍ରୀନଗର : ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Read More...

ଜାତୀୟ ଦଳଗତ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ମହିଳା ଓ ପୁରୁଷ ଦଳ ୭ମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ।
Read More...

ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ‘ଶଲାବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ର ପାଇଁ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ । ବଲାଙ୍ଗିର ସହରର ଚୈତନ୍ୟ ଏହି ଆୱାଡର଼୍ ପାଇବା ପରେ ବଲାଙ୍ଗିର କଳାକାର ଜଗତରେ ଖୁସିର ଲହରି ଖେଳିଯାଇଛି । ଚୈତନ୍ୟଙ୍କ
Read More...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଛକ ଲେବଲ କ୍ରସିଂ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କାହ୍ନା ଗୌଡ଼ । ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାରରେ ରହୁଥିବା କାହ୍ନା ଗୌଡ଼ ବୁଧବାର ଠାରୁ ନିଖୋଜ
Read More...

ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୨ ଶିଶୁ ସମେତ ୫ ଯାତ୍ରୀ

ହରଭଙ୍ଗା : ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତିଲେ ୨ ଶିଶୁ ସମେତ ୫ ଜଣ ଯାତ୍ରୀ । ସୂଚନା ଅନୁଯାୟୀ, ଜାଗା ଦର୍ଶନ ପାଇଁ ଛତିଶଗଡରୁ ପୁରୀ ଯାଉଥିବା ସିଜି ୦୮-ୟୁ-୭୧୭୮ ନଂ ବିଶିଷ୍ଟ ଏକ ତୀର୍ଥଯାତ୍ରୀ କାର୍ ହରଭଙ୍ଗା ବ୍ଲକ ୫୭ନଂ
Read More...

କୋଇଲା ମନ୍ତ୍ରଣାଳୟ ପକ୍ଷରୁ “ପିଏମ ଗତିଶକ୍ତି : ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ” ଆୟୋଜିତ

ଭୁବନେଶ୍ୱର, (ପିଆଇବି) : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା
Read More...

ପଞ୍ଚାୟତରେ (ଏଲଏସଡିଜି) ଲୋକାଲାଇଜେସନ୍ ଉପରେ ତିନି ଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରରେ ଉଦ୍‌ଘାଟିତ ହେବ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କପିଲ ମୋରେଶ୍ୱର ପାଟିଲଙ୍କ ଉପସ୍ଥିତିରେ କର୍ମଶାଳାର ଉଦ୍‌ଘାଟନ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପଞ୍ଚାୟତରେ ଏସଡିଜିରେ ଲୋକାଲାଇଜେସନ୍ ଉପରେ ଓଡିଶା ରାଜ୍ୟ ରୋଡମ୍ୟାପ୍ ପ୍ରକାଶ ପାଇବ ଭୁବନେଶ୍ୱର, (ପିଆଇବି) : ପଞ୍ଚାୟତିରାଜ
Read More...