Monthly Archives

February 2023

ସହରରେ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସହରର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି । ପ୍ରଥମେ ୪.୫ କିଲୋ ମିଟର ପର୍ଯ୍ୟନ୍ତ ଲକ୍ଷ୍ମୀ ଜୋର ସଫା କରାଯାଉଥିବା ସ୍ଥାନକୁ ପରିଦର୍ଶନ କରି
Read More...

କବିତା : ଅତୃପ୍ତ କବନ୍ଧ

ଉମେଶ ବିଶ୍ୱାଳ ମୁଁ ଜାଣିଥିଲିଏଠି ଶୁଭେଚ୍ଛୁଙ୍କ ଭିଡରେଅଜସ୍ର ଶତୃ ବୋଲି..କିନ୍ତୁ, ଶେଷରେତୁମେ ହିଁମୋର ଶୁଖିଲା ଓଠରମୁଠାଏ ହସରଘାତକ ସାଜିବ,ଏଇ କଥାଟା ମୋରକଳ୍ପନା ବାହାରେ ! ଧୈର୍ଯ୍ୟର ବାଡ ଭାଙ୍ଗିଯାତନା ଧସେଇ ଆସିଲାଣି ଦେଖଚାରିଆଡେ ଖାଲି ମରିଚିକା…. ସାଉଁଟାପଣର ପାଣି
Read More...

ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମିଳିତ ଭାବେ ଏକ୍ସାଇଜ୍ ଟିମର ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମିଳିତ ଭାବେ ଏକ୍ସାଇଜ୍ ଟିମ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଚଢାଉ ବେଳେ ଗିରଫ ଅଭିଯୁକ୍ତମାନଙ୍କଠାରୁ ୮୫ ଲିଟର ଦେଶୀମଦ ଜବତ କରିଥିବା ଜଣାପଡିଛି ।
Read More...

ତହଁକ୍ ସାହିତ୍ୟ କୁଟୁମ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ଗତକାଲି ସନ୍ଧ୍ୟାରେ ତହଁକ୍ ସାହିତ୍ୟ କୁଟୁମ ତରଫରୁ ବିଶ୍ୱ ମାତୃଭାଷା ଦିବସ ଅବସରରେ ପ୍ରାଥମିକ 'ଶିକ୍ଷାରେ ମାତୃଭାଷାର ଆବଶ୍ୟକତା' ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କ
Read More...

ମହିମୁଣ୍ଡାର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା । ଜିଲ୍ଲାପାଳ ଶ୍ରୀ ରାଣା ସ୍କୁଲକୁ ପରିଦର୍ଶନ କରି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ଭାବେ ନିର୍ମିତ ବ୍ୟାଡ଼ମିଣ୍ଟନ କୋର୍ଟକୁ ଉଦ୍‌ଘାଟନ
Read More...

‘ପରିଚୟ’ ଅନୁଷ୍ଠାନ ତରଫରୁ ଯୁବ କଳାକାର ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ମଧୁମଣ୍ଡପ ଠାରେ 'ପରିଚୟ' ଅନୁଷ୍ଠାନ ତରଫରୁ ଏକ ଯୁବ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ପଞ୍ଚାନନ ପାତ୍ରଙ୍କ ଆବାହକତ୍ୱ ଓ ନାଟ୍ୟ ନିର୍ଦ୍ଦେଶକ ଡ. ସମର ମୁଦାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ

ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀଗୁଡିକୁ ପରିଦର୍ଶନ
Read More...

ବ୍ୟାସାୟ ବିଷ୍ଣୁ ରୂପାୟ ଆଲୋଚନାଚକ୍ର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ହେଉଛନ୍ତି ଭାରତୀୟ ଦର୍ଶନ, ଶାସ୍ତ୍ର ଓ ଆଧ୍ୟାତ୍ମିକତାର ମୂଳ ଉତ୍ସ । ତାଙ୍କର ସୃଷ୍ଟି ସମ୍ଭାରକୁ ବିଶ୍ଳେଷଣ କରିବା ନିମନ୍ତେ ବେଦବ୍ୟାସ ପୀଠ ବିକାଶ ମଞ୍ଚ ତରଫରୁ ଆଗାମୀ ଦିନମାନଙ୍କରେ ରାଉରକେଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା
Read More...

ଟିଟିଲାଗଡଠାରେ ଆୟୋଜିତ ଜାତୀୟ କୋସଲି ଭାଷା ସମ୍ମିଳନୀର ପ୍ରଥମ ଦିନରେ କୋସଲି ଭାଷାକୁ ସାମ୍ବିଧାନିକ ସ୍ଵୀକୃତି ପ୍ରଦାନ…

ଟିଟିଲାଗଡ, (କେପିଏନ୍‌ଏସ୍‌) : କୋସଲି ଭାଷା ସୁରକ୍ଷା ସମିତି ଓ କୋସଲି ସାଂସ୍କୃତିକ ମହାଯୋଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଡିଏନରିସର୍ଟଠାରେ ଜାତୀୟ କୋସଲି ଭାଷା ସମ୍ମିଳନୀ ଗତକାଲିଠାରୁ ଆୟୋଜିତ ହୋଇଯାଇଛି । ପ୍ରଥମେ ମା' ଘଣ୍ଟାଶୁଣି ମନ୍ଦିରରୁ ପ୍ରଥମେ ପୂଜାର୍ଚ୍ଚନା କରି ଏକ
Read More...

ବାବା ବଟେଶ୍ୱର ମନ୍ଦିରରେ ଜାଗର ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଜିଏମ ଏବଂ ଇଏମ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ବାବା ବଟେଶ୍ୱର ମହାଦେବ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ନଦୀ ପଣ୍ଡା ଓ
Read More...