Monthly Archives

February 2023

ଖପ୍ରାଖୋଲ ପୁଲିସ ଦ୍ୱାରା କଫସିରଫ ଜବତ : ଜଣେ ଗିରଫ, କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫସିରଫ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫସିରଫ ମାଫିଆମାନଙ୍କୁ ପୁଲିସ ଧରିବାରେ
Read More...

ପୁଣି ବୁଲିଲା ବଲାଙ୍ଗିର ପୁଲିସର ବହୁଚର୍ଚ୍ଚିତ ଜେସିବି : ଶାସ୍ତ୍ରୀନଗରପଡାରେ ଭାଙ୍ଗିିଲା ଅପରାଧୀଙ୍କ ଗଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢୁଥିବା କ୍ରାଇମ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା । କଥା କଥାରେ ଗୁଳି ଫୁଟୁଥିଲା । ବିଚ୍‌ ରାସ୍ତାରେ ଖଣ୍ଡା ତରୱାଲରେ ହାଣୁଥିଲେ ଅପରାଧୀ । ଦିନ୍‌ଦାହାଡ଼ା ଚୋରୀ ଡ଼କାୟତି, ଗୁଣ୍ଡାଗର୍ଦିରେ ସହରବାସୀ ଭୟଭୀତ ଅବସ୍ଥାରେ
Read More...

ବ୍ଲକ ପ୍ରଶାସନର ଗାଁକୁ ଚାଲ ଅଭିଯାନ ପୁନଃ ଆରମ୍ଭ

ବାରପୁଡୁଗିଆ, (କେପିଏନ୍‌ଏସ୍‌) : ଆଜି ବାରପୁଡୁଗିଆ ପଞ୍ଚାୟତର ସାରସପିଟା ଗ୍ରାମରେ ବ୍ଲକ ପ୍ରଶାସନର ଗାଁକୁ ଚାଲ ଅଭିଯାନ ପୁନଃ ଆରମ୍ଭ ହୋଇଯାଇଛି । ବିଗତ ଦିନରେ ଏହା କରୋନା ଓ ଅନ୍ୟାନ୍ୟ କାରଣରୁ ବନ୍ଦ ଥିଲା । ତେବେ ଏହି କ୍ରମରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗଙ୍କ ସହ ଅନ୍ୟ
Read More...

ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ଓବିସିଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଠାରେ ନିଜର ଦୁଃଖ ଦୁର୍ଦ୍ଦଶା ତଥା
Read More...

ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ବଲାଙ୍ଗିର ସଦର ପୋଲିସ । ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ରାସ୍ତାର ଭୀମଭୋଇ ମେଡିକାଲ କଲେଜ ଛକ ନିକଟରେ । ସୂଚନା ଅୂସାରେ ଜଣେ ଯୁବତୀ ବେହୋସ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ସଦର ପୋଲିସକୁ
Read More...

ଗୁଡ଼ଭେଲା ଗ୍ରାମ ପଞ୍ଚାୟତର ସମତି ସଭ୍ୟାଙ୍କ ସ୍ୱାମୀ ଗିରଫ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରମିଳା ରଣାଙ୍କ ସ୍ୱାମୀ ସୁନାଧର ରଣାଙ୍କୁ ବେଆଇନ ମଦ ରଖିଥିବା ଅଭିଯୋଗରେ ବୁଧବାର ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ
Read More...

ନଦୀରେ ବୁଡି ନାବାଳିକା ମୃତ

ସାଲେପୁର : ନଦୀରେ ବୁଡି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ । ମୃତ ନାବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସୂଚନା ଅନୁସାରେ ଜେଜେଙ୍କର ଏକାଦଶାହ ଦିନ ତିନି
Read More...

ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ଵର୍ଗତ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଛି । ତାଙ୍କର ଦେହାନ୍ତ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । କରୋନା ମହାମାରୀ ସମୟରେ ଉତ୍ତମ ପରିଚାଳନା
Read More...

୭ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂତନ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟର ୭ ଜିଲ୍ଲାର ୮ଟି ସହରାଞ୍ଚଳରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର, ମୟୂରଭଞ୍ଜ, ମାଲକାନଗରି, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଓ କଟକ ଜିଲ୍ଲାର
Read More...

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୟୁଥ ରେଡକ୍ରସ୍‌ ତରଫରୁ ଏକ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ୟୁଥ୍‌ ରେଡ୍‌କ୍ରସ କାଉନସେଲର
Read More...