Monthly Archives

February 2023

ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ସେନାପତି

ବାଲେଶ୍ଵର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ୱାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡିଛି । ପୁରୀ, ବାଲେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ
Read More...

ହୁସିଆର୍‌ ହ’ ହୋ’ ଗାଁ ମାଁର୍‌ ଲୁକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ମାନ୍‌କେ ସାବାଡ୍‌ କର୍‌ବାର୍‌ ଲାଗି ଡେନାବାହାଁ ବର୍‌କସ୍‌ କରିଛେ ବଲାଙ୍ଗିର୍‌ ପୁଲିସ୍‌ । ଅପରାଧୀ ମାନ୍‌କେ ନୁରି ନୁରି ଜେଲ୍‌ ହାଜତ୍‌ କେ ପଠଉଛେ । ସେଥି ଫେର୍‌ ଘର୍‌ ଭଂଗା ଜେସିବି ଧରି ସହର ସାରା କିନ୍ଦ୍‌ରୁଛେ ବଲାଙ୍ଗିର୍‌ ପୁଲିସ୍‌ ।
Read More...

ସାଲେପାଲିରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ବୟସ୍କ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ବୟସ୍କ ବ୍ୟକ୍ତି ଜଣକ
Read More...

ତୁଷୁରାଠାରେ ସଡକ ଦୁର୍ଘଟଣାର ଶିକାର ହେଲେ ବାଇକ୍‌ ଆରୋହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରାଠାରେ ସଡକ ଦୁର୍ଘଟଣାର ଶିକାର ହୋଇ ଜଣେ ବ୍ୟକ୍ତିି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଡୁଙ୍ଗୁରୀର ଗୋପାଳ ରଣା । ସୂଚନା ଅନୁସାରେ
Read More...

ବିମାନବନ୍ଦରରୁ ୧୪ କିଲୋ ସୁନା ଜବତ

ହାଇଦ୍ରାବାଦ : ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୪ କିଲୋ ସୁନା ଜବତ ହୋଇଥିବା ଜଣାପଡିଛି । ୨୩ ସୁଦାନ ନାଗରୀକଙ୍କଠାରୁ ଏହି ସୁନା ଜବତ ହୋଇଥିବା ଜଣାପଡିଛି । ହାଇଦ୍ରାବାଦ କଷ୍ଟମ୍ସ ବିଭାଗ ସହାୟତାରେ ସୁନା ଜବତ କରାଯାଇଥିବା ଜଣାପଡିଛି ।
Read More...

ରାଧାମୋହନ ଦେବଙ୍କ ପୀଠରେ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍‌ଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର୍ ଘୋରଡିଆ ଗ୍ରାମର ରାଧାମୋହନ ଦେବ ପୀଠ ସ୍ଥଳୀରେ ନବମ ବାର୍ଷିକ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୫ଟି ନଦିଆ ସଙ୍କିର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ନଦିଆ
Read More...

ଘୋରଡିଆରେ ମାଙ୍କଡ଼ଙ୍କ ଉତ୍ପାତରେ ଲୋକେ ଲହୁଲୁହାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଦଳେ ମାଙ୍କଡ଼ କେଉଁ ଆଡୁ ଆସି ନାହିଁ ନଥିବା କ୍ଷତି କରିବା ସହ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହେଉଥିବା ଖବର ମିଳିଛି । ବାଡ଼ି ବଗିଚାରେ ପନିପରିବା, ଶାଗ, କଦଳୀ, ଅମୃତଭଣ୍ଡା, କଖାରୁ, ନଡ଼ିଆ ଗଛର ଫୁଲ ଓ
Read More...

କ୍ୟାବିନେଟ ମଞ୍ଜୁରି : ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳ ୩୧ ଅଗଷ୍ଟ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଭାରତ ସରକାର ବିଭିନ୍ନ ସମୟରେ ଏକ ଅଣ-ବୈଧାନିକ ସଂସ୍ଥା ଭାବେ ଭାରତର ଆଇନ
Read More...

ବେଙ୍ଗାଲୁରୁରେ ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି)ଙ୍କ ଦ୍ୱିତୀୟ ବୈଠକ ଓ ଉଦ୍‌ଘାଟନୀ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଉଦ୍‌ଘାଟନୀ ଭାଷଣ ସହିତ ଗତକାଲି ଜି-୨୦ ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି)ଙ୍କର ଦ୍ୱିତୀୟ ବୈଠକ ଶୁଭାରମ୍ଭ ହୋଇଛି । ଭାରତ ଦ୍ୱାରା ଜି-୨୦ର
Read More...

କେନ୍ଦୁମୁଣ୍ଡିରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ ବ୍ଲକର କେନ୍ଦୁମୁଣ୍ଡି ଗାଁରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ଗାଁର ୫୦୦ରୁ ଅଧିକ ମହିଳା ଗୋଟିଏ ରଙ୍ଗର ଶାଢୀ ପିନ୍ଧି ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିବା
Read More...