Monthly Archives

February 2023

ପ୍ରେମରେ ବିଫଳ ହେବାରୁ ପ୍ରେମିକାଙ୍କ ଚରମ ପଦକ୍ଷେପ

ନୀଳଗିରି : ପ୍ରେମରେ ବିଫଳ ହେବାରୁ ଜଣେ ପ୍ରେମିକା ଚରମ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ଅଥଚ ଅଳ୍ପକେ ବଂଚି ଯାଇଛି ପ୍ରେମିକାଙ୍କ ଜୀବନ । ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ନୀଳଗିରି ଅଞ୍ଚଳରେ । ଜଣେ କଲେଜରେ ପାଠ ପଢୁଥିବା ଝିଅ ଜଣେ ଯୁବକଙ୍କୁ ଭଲ ପାଉଥିଲେ । କିନ୍ତୁ ପ୍ରେମିକ
Read More...

ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେଲା ରାଣୀପୁର ଝରିଆଲ ମହାଶିବରାତ୍ରି ମେଳା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ସର୍ବ ପୁରାତନ ଐତିହ୍ୟ ସମ୍ପହ୍ନ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ଶୈବ ପୀଠରେ ଚାଲିଥିବା ମହାଶିବରାତ୍ରି ମେଳାର ପୂର୍ଣ୍ଣାହୁତି ହୋଇଛି । ଶୈବ, ଶାକ୍ତ, ବୌଦ୍ଧ, ଗାଣପତ୍ୟ ଓ ତନ୍ତ୍ର, ମନ୍ତ୍ରର ପୀଠରେ ଦୁଇ ବର୍ଷ ବ୍ୟବଧାନରେ
Read More...

ତାଳୁକ ଆଇନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

କୋକସରା : ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ ତାଳୁକ ଆଇନ ସେବା ପ୍ରାଧିକରଣ କୋକସରା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋକସରା ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ତଥା ତାଳୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ୍ୟା ଶ୍ରୀମତୀ ରିତିକା ଜେନାଙ୍କ
Read More...

ଟ୍ରକ୍-ବସ୍ ମୁହାଁ ମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

ବାରିପଦା : ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ପାଲବଣୀ ବାଇପାସଠାରେ ଟ୍ରକ ଏବଂ ବସ ମୁହାଁ ମୁଁହି ଧକ୍କା ହୋଇଛି । ବସ ଡ୍ରାଇଭର ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପିଆର୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

କୁନ୍ଦେର ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୩ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ମାଓବାଦୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଶନିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ବିଭାଗକୁ
Read More...

କାର୍ ସହ ୪୦ କେଜି ଗଞ୍ଜେଇ ଜବତ, ୧ ଗିରଫ

ସୋନପୁର : ସୋନପୁର ଅବକାରୀ ବିଭାଗ ଦ୍ଵାରା ଆଜି ସ୍ଥାନୀୟ ପଟାଭାଡ଼ି ଛକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ କାଳରେ କାର୍ ସହ ୪୦ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଏ ଘଟଣାରେ ବାହାର ରାଜ୍ୟର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଦୁଇ ଜଣ ବିହାର ଅଞ୍ଚଳର ରାଜ୍ ଯାଦବ ଓ
Read More...

ମେ’ ୮ରୁ ଆରମ୍ଭ ହେବ ଓଜେଇଇ

ସିବିଟି ମୋଡ୍‌ରେ ହେବ ପରୀକ୍ଷା ଭୁବନେଶ୍ୱର : ଆସନ୍ତା ମେ' ୮ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ଯାହା ମେ ମାସ ୧୨ ତାରିଖରେ ସରିବ । ଛାତ୍ରଛାତ୍ରୀମାନେ ଓଜେଇଇରେ ର‍୍ୟାଙ୍କ୍‌ ହାସଲ କରିବା ପରେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ
Read More...

ନବୀନଙ୍କୁ ଭେଟିଲେ ଗ୍ରାମୀ ଆୱାର୍ଡ ବିଜେତା ରିକି କେଜ୍‌

ଭୁବନେଶ୍ୱର : ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ପ୍ରାପ୍ତ ଭାରତୀୟ ସଙ୍ଗୀତକାର ତଥା ପରିବେଶବିତ୍‌ ଡ. ରିକି କେଜ୍‌ ଶୁକ୍ରବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ନିକଟ ଅତୀତରେ ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡ ପ୍ରାପ୍ତ ହୋଇଥିବାରୁ
Read More...

ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଗଉଡପାଲି ଗୋକୁଳ ତପୋବନରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସ୍ଥାନୀୟ ସୁକତେଲ ନଦୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ
Read More...

ବିବାହ କରିବାକୁ ଯାଉଥିବା ବରଗାଡ଼ି ବାଗଝରନ ଗ୍ରାମରେ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରନ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ବାଗଝରନ ଗ୍ରାମର ହୋତାସନ ବରିହାଙ୍କ ବାହାଘର ହିର୍ଲିଠାରେ ଠିକ୍‌ ହୋଇଥିଲା । ଶୁକ୍ରବାର ରାତିରେ
Read More...