Monthly Archives

February 2023

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ସଂସ୍କୃତି ଭବନରେ ଅପରାହ୍ଣରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସାଧାରଣ
Read More...

ବାଇକ୍‌କୁ ଧକ୍କା ଦେଲା କାର୍‌, ୩ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ-୫୯ର ମୁରିବାହାଲ ଥାନା ଗୁରୁଣ୍ଡା ଗାଁ ନିକଟରେ ଶନିବାର ଏକ କାର୍‌(ସିଜି ୦୪ ଏମ୍‌ ୫୪୩୩) ଏକ ବାଇକ୍‌(ଓଡି ୦୩ ଏଲ୍‌ ୧୨୭୩)କୁ ଧକ୍କା ଦେବା ଫଳରେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛିି । ସୂଚନା ଅନୁସାରେ, ପତ୍ରାପାଲି(କ) ଗାଁର
Read More...

କୃଷିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କୃଷିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଧାନ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ଠାରୁ ଆରମ୍ଭ କରି କୃଷକ କଲ୍ୟାଣ କାର୍ୟ୍ୟକ୍ରମ, ଜଳସେଚନ, ସାର ଓ କୀଟନାଶକ ଯୋଗାଣ, ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଆଦି ପଦକ୍ଷେପ
Read More...

ଚୋରି କଲା ବେଳେ ଧରା ପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର

ସୋର : ଦୋକାନରେ ପଶି ଚୋରି କଲା ବେଳେ ଧରାପଡି ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର । ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଶିବ ପ୍ରସାଦ ସାହୁ ପାନ ଦୋକାନ
Read More...

ଫେବୃଆରୀ ଶେଷ ସୁଦ୍ଧା ତାପମାତ୍ରା ଆହୁରି ବଢ଼ିବ : ୩ରେ ଭୁବନେଶ୍ୱରରେ ୪୨ ଛୁଇଁପାରେ

ଭୁବନେଶ୍ୱର : ଫେବୃଆରୀ ଶେଷ ସୁଦ୍ଧା ଅର୍ଥାତ୍‌ ୨୮ ତାରିଖରୁ ତାତି ବଢ଼ିଯିବ । ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର୍‌ କରିବ । ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ଡିଗ୍ରୀ ଛୁଇଁପାରେ । ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି ସତର୍କ
Read More...

ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ନାଗସାପ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ୍‌ ଲମ୍ବର ନାଗସାପ । ଏହି ସାପଟି ବିମାନବନ୍ଦର ପରିସରରେ ପୁରୁଣା ଆପ୍ରନରୁ ବାହରି ନବ ନିର୍ମିତ ଆପ୍ରନରେ ପହଞ୍ଚି ଗୋଟିଏ ସ୍ଥାନରେ ସ୍ଥିର ହୋଇ ଶୋଇ ରହିଥିଲା । ସିଆଇଏସ୍‌ଏଫ୍ ଯବାନମାନେ ନାଗସାପଟିକୁ ଘେରି ରହିଥିଲେ ।
Read More...

ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା : ୧ ମୃତ, ୬ ଗୁରୁତର

ଟାଙ୍ଗୀ : ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଆଜି ସକାଳୁ ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ
Read More...

ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଇରୀ, ନୋଟ୍‌ ବୁକ୍‌

ଭୁବନେଶ୍ୱର : ସ୍କୁଲ ପିଲାଙ୍କ ପାଠପଢା ପାଇଁ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଷ୍ଟୁଡେଣ୍ଟ ଡାଏରୀ ସହିତ ନୋଟ୍‌ ବୁକ୍‌ ମଧ୍ୟ ମିଳିବ ବୋଲି ଶନିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ଶନିବାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ
Read More...

ହୁଗୁଳି ନଦୀରେ ବୁଡ଼ିଲା ବାଂଲାଦେଶ ମାଲବାହୀ ଜାହାଜ

କୋଲକାତା : ଫ୍ଲାଏ ଆଶ୍‌ ନେଇ ସ୍ୱଦେଶ ଫେରୁଥିବା ବାଂଲାଦେଶର ମାଲ ପରିବହନକାରୀ ଜାହାଜ ଅନ୍ୟ ଏକ ଜାହାଜ ସହିତ ମୁହାଁମୁହିଁ ହେବା ପରେ ହୁଗୁଳି ନଦୀରେ ବୁଡ଼ି ଯାଇଛି । ଶନିବାର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । କୋଲକାତା ଠାରୁ ପ୍ରାୟ ୬୦
Read More...

ଥରିଲା ଆଫଗାନିସ୍ତାନ

ଆଫଗାନିସ୍ତାନ : ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ୧୫ରେ ଆଫଗାନିସ୍ତାନର ଫୈଜାବାଦରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଏକ ଭୂକମ୍ପ ହୋଇଛି । ଏନ୍‌ସିଏସ ଟୁଇଟ କରିଛି ଯେ,
Read More...