ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ : ୫ ମୃତ
ୱାଶିଂଟନ : ଆମେରିକାର ଆର୍କାସସର ପୁଲାସ୍କି କାଉଣ୍ଟିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟୁଇନ-ଇଞ୍ଜିନ ବିମାନ ବିଲ ଏବଂ ହିଲାରୀ କ୍ଲିଣ୍ଟନ ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା!-->…
Read More...
Read More...