Yearly Archives

2022

ପୁଣି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ମୋବାଇଲ୍ ଚୋରି, ଥାନାର ଦ୍ୱାରସ୍ଥ ହେଲେ ମାଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ କିଛି ଦିନ ତଳେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରି ହୋଇଥିବା ବେଳେ ଏହାକୁ ନେଇ ଥନାରେ ଏତଲା ହୋଇଥିଲା । ତେବେ ଆଜି ପୁଣି ଥରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡ଼ରେ ଜଣେ ରୋଗୀଙ୍କ
Read More...

ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡି କର୍ମଚାରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ଓାର୍କସ ଏସୋସିଏସନ୍‌ ଶାଖାର ପୁଇଁନ୍ତଲା ବ୍ଲକର ଅଙ୍ଗନୱାଡି କର୍ମଚାରୀ ମାନେ ଆଜି ଆଠ ଦଫା ଦାବୀକୁ ନେଇ ବ୍ଲକ ପରିସରରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ଧାରଣା ବସିଥିବା ପୁଇଁନ୍ତଲା ବ୍ଲକ ଅଙ୍ଗନୱାଡି ସଭାନେତ୍ରୀ କ୍ରିଷ୍ଣା
Read More...

ପୁରୀରୁ ଶୁଭାରମ୍ଭ ହେଲା ଟୁର ଡି କଳିଙ୍ଗର ସାଇକେଲ ଯାତ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ବ୍ଲୁ ଫ୍ଲାଗ ବିଚରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗ ସାଇକେଲ ଟିମ୍‌ର ଚତୁର୍ଥ ସଂସ୍କରଣର ଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହାର ଶୁଭାରମ୍ଭ କରିଛନ୍ତି । ଚଳିତ ମାସ ୧୧ ତାରିଖରୁ ଟୁର ଡି କଳିଙ୍ଗ ଟିମ୍‌ ଭୁବନେଶ୍ୱରରୁ ପୁରୀ
Read More...

ଜିଲ୍ଲା ଓକିଲ ସଂଘ ତରଫରୁ ସିଭିଲ କୋର୍ଟ ସମ୍ମୁଖରେ ଧାରଣା

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସିଭିଲ କୋର୍ଟ ସମ୍ମୁଖରେ ବିଭିନ୍ନ ଦାବୀକୁ ନେଇ ଧାରଣା ଦିଆଯାଇଥିବା ଜଣାପଡିଛି । ଦାବୀ ଗୁଡିକ ମଧ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ, ଓକିଲ ମାନଙ୍କ ଉପରେ ହେଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ମୁଖ୍ୟ
Read More...

ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ନେତ୍ରଭାନୁ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁଡ଼ଭେଲା ବ୍ଲକ ବର୍ଲା ନିକଟରେ ଥିବା ଗୋବର୍ଦ୍ଧନ ମଠରେ ଅନୁ‌ଷ୍ଠିତ ହୋଇଯାଇଛି । ପୂର୍ବତନ ସଇଁନ୍ତଲା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା
Read More...

ଜିଲ୍ଲା ଓକିଲ ସଂଘ ତରଫରୁ ସିଭିଲ କୋର୍ଟ ସମ୍ମୁଖରେ ଧାରଣାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସିଭିଲ କୋର୍ଟ ସମ୍ମୁଖରେ ବିଭିନ୍ନ ଦାବିକୁ ନେଇ ଧାରଣା ଦିଆଯିବାକୁ ଥିବା ବେଳେ ଯେମିତି କିଛି ଅପ୍ରୀତିକର ସମସ୍ୟା ସୃଷ୍ଠି ନ ହୁଏ ତାହାକୁ ଆଖି ଆଗରେ ରଖି ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
Read More...

ପୌରପାଳିକା, କାଉନସିଲ ଏବଂ ପ୍ରଶାସନ ଫଳସାପତ୍ରୀପଡ଼ାଠାରେ ମୁହାଁମୁହିଁ

ବଲାଙ୍ଗିର, (କେପିଏନ୍ଏସ୍‌) : ପୌରପାଳିକା କାଉନସିଲ ଏବଂ ପ୍ରଶାସନ ଫଳସାପତ୍ରୀପଡ଼ାଠାରେ ମୁହାଁମୁହିଁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଫଳସାପତ୍ରୀପଡ଼ାଠାରେ ପ୍ରଶାସନ ତରଫରୁ ୨୪ ଘଣ୍ଟାର ସମୟ ଦେଇ ଆଜି ଉଚ୍ଛେଦ କାମ ଚାଲୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ପଡ଼ାବାସୀ ମାନେ
Read More...

ଗୌଡଗୋଠ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : କୁଲିଆବାହାଲ ଚାମ୍ପିୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ହାଇସ୍କୁଲ ପଡ଼ିଆରେ ଓମ୍ ସାଇ ରାମ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୫ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ କୁଲିଆବାହାଲ ୭ ଓଭରରେ ୬୫ ରନ୍‌ କରିଥିବା ବେଳେ ବଡଙ୍ଗୋମୁଣ୍ଡା ୭ ଓଭରରେ ୬୨ ରନ୍‌
Read More...

୧ କୁଇଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ : ୧ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ରବିବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି । ଅବକାରୀ ବିଭାଗର ମୋବାଇଲ ଟିମ୍‌ ପାଟ୍ରୋଲିଂ କରୁଥିବା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳଥିଲା । ଏନେଇ ଅବକାରୀ ଟିମ୍‌ ଚଢାଉ କରି ଅଡାସିଂ ନିକଟରେ ଏକ
Read More...

ବାଲିଗୁଡ଼ାକୁ ଜିଲ୍ଲା ଘୋଷଣା ଦାବୀ ନେଇ ମିଳିତ ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲିଗୁଡ଼ାକୁ ଜିଲ୍ଲା ଘୋଷଣା ଦାବୀ ନେଇ ମିଳିତ ମଞ୍ଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ଏକ ହୋଟେଲରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକହୋଇ ବାଲିଗୁଡ଼ାକୁ ଜିଲ୍ଲା
Read More...