Yearly Archives

2022

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ -୨୦୨୨ ଉପଲକ୍ଷେ ସମ୍ମାନିତ ହେଲେ ବୁଦ୍ଧଦେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ ଠାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମ ପଞ୍ଚାୟତର ସାଲେଭଟା ଗାଁର ବୁଦ୍ଧଦେବ ସାହୁଙ୍କୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ -୨୦୨୨ ଉପଲକ୍ଷେ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସେ ଜଣେ ଆଗଧାଡିର ସମାଜସେବୀ ।
Read More...

ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବ୍ଲକ ଅଧ୍ୟକ୍ଷା ଓ ଜନ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡା ମହୋତ୍ସବ ବିଭିନ୍ନ ବ୍ଲକରେ ଆୟୋଜିତ ଯେପରି ହେଉଛି, ସେହିପରି ଗଞ୍ଜାମରେ ବ୍ଲକସ୍ତରୀୟ କ୍ରୀଡା ବିବାଦୀୟ
Read More...

ଷଷ୍ଠ ଗଡଜାତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସାଧୁଚରଣ ଖେଳ ପଡିଆ ଠାରେ ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀ ଓ ଜଗତର ନାଥ
Read More...

ଡେଲାଙ୍ଗରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସିଡିପିଓ ଜାପାନୀ କୁମାରୀ ମିତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଆୟୋଜିିତ ଏହି
Read More...

ପଦ୍ମପୁର ବ୍ଲକରେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁସ୍ତକ ବ୍ୟକ୍ତି ଭିତରେ ଥିବା ଜିଜ୍ଞାସା ପ୍ରବୃତ୍ତିକୁ ଜାଗ୍ରତ କରେ । ଅଜ୍ଞାନର ପରଦା ହଟାଇ ଜ୍ଞାନର ଗବାକ୍ଷ ଉନ୍ମୁକ୍ତ କରେ । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ 'ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର'ର ବ୍ଲକ ପରିକ୍ରମା
Read More...

ତୁଲାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ତୁଳାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ଅବସରରେ
Read More...

ସ୍ୱର୍ଗତ ପିତାଙ୍କ ସ୍ମୃତି ଅବସରରେ ପୁତ୍ରଙ୍କ ଭୂମିଦାନ

କଳାହାଣ୍ଡି, (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା କୁଲତା ସମାଜର ପୂର୍ବତନ ସଭାପତି ଦିବଂଗତ ତ୍ରିଲୋଚନ ପଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ସୁପୁତ୍ର ଅଶୋକ ପଧାନ ଏକ ଭବନ ନିର୍ମାଣ ନିମନ୍ତେ ଶୁକ୍ରବାର ଦିନ କୁଲତା ସମାଜର ଜିଲ୍ଲା, ଆଞ୍ଚଳିକ ତଥା ଗ୍ରାମ୍ୟ କମିଟି ଭାନପୁରର ଉପସ୍ଥିତିରେ
Read More...

ସଇଁତଲାରେ ବ୍ଲକସ୍ତରୀୟ କ୍ରୀଡା ଚୟନ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଘୁନସର ବଣାବିଜାର ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ୧୪ରୁ ୧୭ ବର୍ଷର ସବ୍‌ଜୁନିୟର ଓ ସିନିୟର ବାଳକ ଓ ବାଳିକାମାନଙ୍କୁ ନେଇ ଚୟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡାରେ ବ୍ଲକ ସମ୍ପାଦିକା
Read More...

ଭବାନୀପାଟଣା ଠାରେ ସ୍ଥାୟୀ ଜୀବିକା ଓ ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଯୋଜନା କାର୍ଯ୍ୟଳୟର ସଭାଗୃହରେ ସ୍ତାୟୀ ଜୀବିକା ଓ ଜଳବାୟୁ ଶୀର୍ଷକ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅଧିକାରୀ, ବେସରକାରୀ ସଂସ୍ଥା ଗୁଡ଼ିକର ପ୍ରତିନିଧି ପଞ୍ଚାଜୟତିରାଜ
Read More...

୪୨ ଦିନରେ ପଦ୍ମପୁର ଜିଲ୍ଲା ଦାବୀ ଆନ୍ଦୋଳନ

ପଦ୍ମପୁର ବିଧାୟିକା ନେଲେ ଜିଲ୍ଲା ଗଠନ ଦାୟିତ୍ଵ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀକୁ ଅଗ୍ରାଧିକାର ଦେଇ ଦାୟିତ୍ଵ ନେଲି ବୋଲି କହିଲେ ନବ ନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା । ଗତ ତିନି ଦଶଂଧି ଧରି ପଦ୍ମପୁର ଉପଖଣ୍ଡକୁ
Read More...