Yearly Archives

2022

ବଲାଙ୍ଗିର ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନୂତନ ସଭାପତି ହେଲେ ବରିଷ୍ଠ ବିଜେଡି ନେତା ଦୁର୍ଗା ଚରଣ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ବିଜେଡି ନେତା ଦୁର୍ଗା ଚରଣ ବେହେରା ବଲାଙ୍ଗିର ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନୂତନ ସଭାପତି ହୋଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୨୪ ତାରିଖ ଦିନ ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ନାମାଙ୍କନ ଦାଖଲ
Read More...

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ରାଉରକେଲା ଗସ୍ତ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷାଷ୍ଟାଡିଅମ ଓ ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ, ଆସନ୍ତା ୨୪ରୁ ନୂତନ ଅଭ୍ୟାସ
Read More...

ଇଜି ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ନାଗରିକ ମାନେ ଇଜି ବଲ ଖେଳ ମାଧ୍ୟମରେ ବିଶ୍ୱକପ ହକି ୨୦୨୩କୁ ସ୍ୱାଗତ କରିବା ପାଇଁ ବାସନ୍ତୀ ପାଠାଗାର ଓ ଇଜି ବଲ ସଂଘ ମିଳିତ ଆନୁକୂଲ୍ୟରେ ରାଉରକେଲାର ତିନୋଟି ଅଗ୍ରଣୀ ଅନୁଷ୍ଠାନ ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଂଘ ଏବଂ ଗୋପବନ୍ଧୁ ପାଠାଗାର
Read More...

୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି, ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ, ୬୦୦୦…

● ଅଧିକାଂଶ ସ୍ଥାନରୁ ଏଏଫଏସପିଏ ପ୍ରତ୍ୟାହାର, ଶାନ୍ତି ରାଜିନାମା ସ୍ୱାକ୍ଷରିତ : କେନ୍ଦ୍ର ମନ୍ତ୍ରୀ● ସଙ୍କଟରେ ପଡ଼ିଥିବା ଭାରତୀୟ ନାଗରିକଙ୍କ ପ୍ରତି ସରକାରଙ୍କ ପ୍ରାଥମିକତା, ବନ୍ଦେ ଭାରତ ଜରିଆରେ ୧.୮୩ କୋଟି ନାଗରିକଙ୍କୁ ଉଦ୍ଧାର : ଶ୍ରୀ ଠାକୁର● ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ
Read More...

ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ପାଳିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଆର୍‌ଏନ୍‌ ପଟ୍ଟନାୟକ (ସିନିୟର ଡାଇରେକ୍ଟର ଏବଂ ଆସୋସିଏଟ ପ୍ରଫେସର) ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ
Read More...

ଐତିହାସିକ ଯୋଗିନୀ ପୀଠକୁ ପରିଦର୍ଶନ କଲେ କର୍ଲାପଡା ଯୁକ୍ତ ତିନି ମହାବିଦ୍ୟାଳୟର ଇତିହାସ ବିଭାଗ ଛାତ୍ରଛାତ୍ରୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ଗବେଷଣା ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲା କର୍ଲାପଡା ଯୁକ୍ତ ତିନି ମହାବିଦ୍ୟାଳୟର ଇତିହାସ ବିଭାଗ ଛାତ୍ରଛାତ୍ରୀ (ପ୍ରଥମ ବର୍ଷ)ର ଅଧ୍ୟାପକ
Read More...

ଓଡିଶା ସାଇନିଂ ଆଇକନ ସିଜିନ ୫ର ସାଇନିଂ ରକର୍ସର ବିଜେତା ହେଲେ ଅମିଶା ଓ ପ୍ରତୀକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ସେକ୍ଟର ୫ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ସିଜିନରେ ବରିଷ୍ଠ ମହିଳା ଗୃପରେ ରାଉରକେଲାର ଅମିଶା ସିଂ ରାଜପୁତ, ପୁରୁଷ ବିଭାଗରେ କୁଆରମୁଣ୍ଡାର ପ୍ରତୀକ ଦାସ, ଜୁନିଅର
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧିନସ୍ଥ ସମଲେଇପଦର ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଜେପୁର ଷ୍ଟେଟ ବ୍ୟାଙ୍କ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରା ଗ୍ରାମର ମୂଳ ନିବାସୀ ଅଶୋକ ସାହୁଙ୍କ ପୁତ୍ର ବୈଭବଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ
Read More...

ଆଜିଠୁ କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ସହର ସ୍ଥିତ ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଠାରୁ ପୂର୍ଣ୍ଣ ମାତ୍ରାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି । ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା
Read More...

ବିନିକା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୯ ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ
Read More...