Yearly Archives
2022
କଳିଙ୍ଗ ଉତ୍ସବ- ୨୦୨୨ ଉଦ୍ଘାଟିତ
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର ଠାରେ ଦୁଇ ଦିନିଆ କଳିଙ୍ଗ ଉତ୍ସବ ୨୦୨୨ ଉଦ୍ଘାଟିତ ହୋଇଯାଇଛି । କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍ଓଡି ପ୍ରଫେସର୍ ରମେଶ ଚନ୍ଦ୍ର ଗୌର, ସଂସ୍କୃତି ବିଭାଗର ଯୁଗ୍ମ!-->…
Read More...
Read More...
କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି : କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକ ପି.କେ ମହାପାତ୍ର ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରି କେନ୍ଦୁପତ୍ର ବିଭାଗର ଉନ୍ନୟନ କାର୍ଯ୍ୟ ଓ ତୋଳାଳିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି କେନ୍ଦୁପତ୍ର ରେଞ୍ଜ ଅଫିସ ଠାରେ ମୁଖ୍ୟ!-->…
Read More...
Read More...
ସୁବଳୟା ଜଗନ୍ନାଥ ସେନା ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ
ସୁବଳୟା, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଜଗନ୍ନାଥ ସେନାର ସଦସ୍ୟଙ୍କ ଦ୍ୱାରା ଦ୍ଵିତୀୟ ବର୍ଷ ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆରମ୍ଭରୁ ଜଗନ୍ନାଥ ସେନାର ସଦସ୍ୟ ଏବଂ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ୍ର!-->…
Read More...
Read More...
କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ରନର ଅପ୍ ହେଲେ ବିଜେପୁରର ଅମିତ ମେହେର
ବରଗଡ, (କେପିଏନ୍ଏସ୍) : କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ ଜିଲ୍ଲା ବିଜେପୁରର ଅମିତ ମେହେର ସାରା ଭାରତରୁ ୮୦ ଜଣଙ୍କୁ ପଛରେ ପକାଇ ରନର୍ ଅପ୍ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସେ ଆଗରୁ ମିଷ୍ଟର ଓଡିଶା ମଧ୍ୟ ହୋଇସାରିଛନ୍ତି ।
Read More...
Read More...
ବିଜାଖମନଠାରେ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ଥାନାରେ ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଜାଖମନଠାରେ ଅନିରୁଦ୍ଧ ମାଝୀ ନାମକ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅନିରୁଦ୍ଧଙ୍କ ଅଭିଯୋଗ ଅନୁସାରେ, ସେ ଆଜି ସକାଳେ ଶୌଚ ହେବା ପାଇଁ ଯାଉଥିବା ବେଳେ ତାଙ୍କର!-->…
Read More...
Read More...
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପତିତପାବନ ଏକାଡେମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତରଫରୁ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ, ବଲାଙ୍ଗିର ପ୍ରୟୋଜନାରେ ଜାତୀୟ ଖାଉଟି ଦିବସ ୨୦୨୨ ପଞ୍ଚାୟତର ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ!-->…
Read More...
Read More...
ରାସ୍ତାକଡରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର
ତୁଷୁରା, (କେପିଏନ୍ଏସ୍) : ତୁଷୁରା ଥାନା ଡାହିମାଲ ଦେଉଲଗୁଡି ରାସ୍ତା ପାଖରୁ ମ.ରାମପୁର ଥାନା ପାଜିକେରି ଗାଁର ଉଆଁସୁ କୁମୁରା ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବହୁ ସମୟ ଧରି ସେ ରାସ୍ତାକଡରେ ପଡି ରହିଥିଲେ । ଲୋକେ ମୃତଦେହ ପଡିଥିବା ସନ୍ଦେହରେ ପାଖକୁ!-->…
Read More...
Read More...
କମଳା ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର : ଲେଖିକା କମଳା ଶତପଥୀ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ । ତେଲୁଗୁ ଉପନ୍ୟାସ 'ଭେନ୍ଦି ମେଘମ' ପୁସ୍ତକର ଓଡ଼ିଆ ଅନୁବାଦ 'ସୁନେଲି ବାଦଲ' ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ମୂଳ ତେଲୁଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ ।!-->…
Read More...
Read More...