Yearly Archives

2022

ନବମ ବର୍ଷ ପୂର୍ତ୍ତି ଅବସରେ ୧୦୮ ଚିକିତ୍ସା ହେଲେଥ୍‌ କେଆର୍‌ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ରକ୍ତଭଣ୍ଡାର ଠାରେ ନବମ ବର୍ଷ ପୂର୍ତ୍ତି ଅବସରେ ୧୦୮ ଚିକିତ୍ସା ହେଲେଥ୍‌ କେଆର୍‌ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କୁମାର୍ ଗୌରବ ରଥ ଓ
Read More...

କୋର୍ଟ ପକ୍ଷରୁ ପଳାତକ ଘୋଷିତ ହୋଇଥିବା ଡେବିଡ ସରନ ନାଗ ଆଜି କୋର୍ଟରେ ହାଜର ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାରମ୍ବାର କୋର୍ଟର ସମନ ଆସି ୱାରେଣ୍ଟ ଜାରି ହେବା ପରେ ମଧ୍ୟ ଡୁଙ୍ଗୁରିପଡାର ଡେବିଡ ସରନ ନାଗ କୋର୍ଟରେ ହାଜିର ହେଉ ନଥିବା ବେଳେ ଗତ କିଛି ଦିନ ତଳେ ଟାଉନ ପୋଲିସ ପକ୍ଷରୁ ଏସ୍‌ଡିପିଓ ତୋଫାନ ବାଗ ଓ ଆଇଆଇସି କେ. ପ୍ରିୟଙ୍କା ରାଉତ ରାୟଙ୍କ ଉପସ୍ଥିତିରେ ଡେବିଡ
Read More...

ଗଜବାହାଲରେ ଧାନମଣ୍ଡି ଖୋଲିବା ଦାବୀରେ ରାସ୍ତାରୋକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବୀରେ ରିଷିଡା ମ.ରାମପୁର-ବଲାଙ୍ଗିର ରାସ୍ତାର ଗଜବାହାଲ ଛକ ଠାରେ ଚାଷୀମାନେ ରାସ୍ତାରୋକ କରିଥିବା ଜଣାପଡିଛି । ଫଳରେ ଭବାନୀପାଟଣା-ବଲାଙ୍ଗିରକୁ କୌଣସି ଯାନବାହାନ
Read More...

ମାଣ୍ଡିଆରେ ତିନିଠାକୁରଙ୍କ ଚିତ୍ର ପ୍ରସ୍ତୁତ

ଭୁବନେଶ୍ୱର : ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ପ୍ରୟାସ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ମିନିଏଚର୍‌ ଆର୍ଟ ମାଧ୍ୟମରେ ସେ
Read More...

ଗାନ୍ଧୀ ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସୈନିକ ରାଧେଶ୍ୟାମ ବଗର୍ତ୍ତୀ ତଥା ଗାନ୍ଧୀ ପାଠାଗାରର ସ୍ଥାୟୀ ସଦସ୍ୟଙ୍କ ବିୟୋଗ ପରେ ଗୁରୁବାର ସନ୍ଧ୍ୟାରେ ଅମର ଆତ୍ମାର ସଦଗତି ପାଇଁ ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ସୈନିକ ସଂଘର ମିଳିତ
Read More...

କୁସମେଲ ଗାଁଠାରେ ୨ ବାଇକ ମୁହାଁମୁହିଁ ଧକ୍କା : ୨ ଗୁୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୁସମେଲ ଗାଁଠାରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କୁସମେଲ ଗାଁରେ । ସୂଚନା ଅନୁସାରେ, ଆଜି ସକାଳୁ ରତାଖଣ୍ଡି ଗାଁର ରବୀନ୍ଦ୍ର ମାଝୀ ଓ ତାଙ୍କ ୮ ବର୍ଷର ପୁଅ
Read More...

ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ : ୧ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଶୋପିଆଁରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅକ୍ଟୋବର ମାସରେ ଶୋପିଆଁର କାପରେନ ଚୌଧୁରୀଗୁଣ୍ଡ ଠାରୁ କିଛି କି.ମି ଦୂରରେ କାଶ୍ମୀର ପଣ୍ଡିତ ପୂରନ କୃଷ୍ଣ ଭଟ୍ଟଙ୍କୁ
Read More...

ଜିଲ୍ଲାପାଳଙ୍କୁ ଭେଟିଲେ ବିସ୍ଥାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନ ପ୍ରକ୍ରିୟା ଚାଲୁ ରହିଛି । ଏହି କ୍ରମରେ ଚୁଡାପାଲି ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଛି । ବହୁ ଲୋକ କ୍ଷତିପୂରଣ ପାଇ ନଥିବାରୁ ସେମାନେ ଆସି ଜିଲ୍ଲାପାଳଙ୍କୁ ଆଉ କିଛି ଦିନର ସମୟ ମାଗିଛନ୍ତି
Read More...

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଉଦଯାପିତ : ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ୧୮ ଜଣ ଶିଶୁ ମନୋନୀତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଗୃହରେ ଥିବା ଶିଶୁ ମାନଙ୍କ ଅର୍ନ୍ତନିହିତ କଳା ଓ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ମାଲ୍ୟ ବନ୍ତ ଛାତ୍ରବାସ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର
Read More...

ଓଡିଶା ଫୁଟବଲ୍‌ର ଦୂତ ହେଲେ ଶ୍ରଦ୍ଧାଞ୍ଜଳି ଓ ରାଜେନ୍ଦ୍ର

କଟକ : ଓଡିଶାର ଦୁଇ ପୂର୍ବତନ ଆନ୍ତର୍ଜାତିକ ଫୁଟବଲ୍‌ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ରାଜେନ୍ଦ୍ର ପ୍ରସାଦ ସଂହଙ୍କୁ ଓଡିଶା ଫୁଟବଲ୍‌ ଦଳର ଦୂତ ଭାବେ ଚୟନ କରାଯାଇଛି । ଓଡିଶା ଫୁଟବଲ୍‌ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି । ଓଡିଶା ଫୁଟବଲ୍‌ ବିକାଶ
Read More...