Yearly Archives

2022

ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଦ୍ୱିତୀୟ ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ ଓ ସେମଫୋର୍ଡ ଇଣ୍ଟରନେସନାଲ ସ୍କୁଲ ଦ୍ୱାରା ପ୍ରଯୋଜିତ ଏହି ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଡ. ପୁଷ୍ପାଞ୍ଜଳି
Read More...

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ

ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଗତକାଲି ଠାରୁ ତିନିଦିନ ଧରି କଳିଙ୍ଗ
Read More...

ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍‌ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଉପଲକ୍ଷେ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଗତକାଲି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସହର ମହକୁମାର
Read More...

ଆହୁରି ତୀବ୍ର ହେବାରେ ଲାଗିଛି ରାଜବୋଡାସମ୍ବର କୃଷକ ସଙ୍ଗଠନର ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନର ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି । ଆଜି ଯାଏଁ କିଛି ବି ସମସ୍ୟାର ସମାଧାନ ହୋଇ ନାହିଁ, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ ବୋଲି ମତ ପ୍ରକାଶ ପାଇଛି । ଚାଷୀମାନଙ୍କର ୧୩ ଦଫା ଦାବୀରେ କୃଷକ ସଙ୍ଗଠନର ଗଣଧାରଣା
Read More...

ବଲାଙ୍ଗିରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ୪ର୍ଥ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ
Read More...

ଭଇଁସାଦାନି ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପଠାରେ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନି ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଠାରେ ସିଆରପିଏଫ ଯବାନଙ୍କ ସିବିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମରେ ସିଆରପିଏଫ ୧୯ ବାଟାଲିୟନର କମାଣ୍ଡେଣ୍ଟ ମନୋଜ
Read More...

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନୂଆପଡ଼ା ଗରିବ ସେନା ସଂଗଠନ ତରଫରୁ ଗଣଧାରଣା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗରିବ ସେନା ସଂଗଠନ ତରଫରୁ ଗଣଧାରଣା ସହିତ ଜିଲ୍ଲାପାଳକୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗରିବ ସେନା ଜିଲ୍ଲା ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ୱରେ ଗରିବ ସେନାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ
Read More...

ହରିଶଙ୍କରଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ ବ୍ଲକ ସଭାପତି ମୃତ୍ୟୁଞ୍ଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମ ରୋଜଗାର ସେବକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ସରକାର
Read More...

ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ନିକଟସ୍ଥ ଅର୍ଜୁନପୁର ନିବାସୀ ମୃଗରାଜ୍ ସାହୁଙ୍କ ଦ୍ୱିତୀୟ ପୁତ୍ର ଉଗ୍ରେସନ ସାହୁ (ସୂର୍ଯ୍ୟ)ଙ୍କ ତା.୦୯.୧୧.୨୦୨୨ରିଖ ବୁଧବାର ଦିନ ହଠାତ୍ ହୃଦଘାତ୍ ହେବାରୁ ତାଙ୍କର ଅକାଳ ବିୟୋଗ ହୋଇଯାଇଛି । ଏ ଖବର ପ୍ରସାରିତ ହେବାପରେ ଅର୍ଜୁନପୁର ତଥା ଆଖପାଖ ଗାଁରେ
Read More...

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା : ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୂ ଏକ ବଡ ସଫଳତା ମିଳିଛି । ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର କରିଥିବା ନେଇ ଖଡ଼ିଆଳ ଏସ୍ଡିପିଓ କାାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡିପିଓ ସନ୍ତକ
Read More...