ଇଣ୍ଡୋ-ଫ୍ରେଞ୍ଚ ଏୟାର ଏକ୍ସରସାଇଜ୍ ଗରୁଡ-VII ଏୟାର ଫୋର୍ସ ଷ୍ଟେସନ୍, ଯୋଧପୁରରେ ସମାପ୍ତ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ବାୟୁସେନା (ଆଇଏଏଫ୍) ଏବଂ ଫ୍ରେଞ୍ଚ ଏୟାର ଆଣ୍ଡ ସ୍ପେସ୍ ଫୋର୍ସ (ଏଫଏଏସଏଫ) ମଧ୍ୟରେ ଦ୍ୱିପାକ୍ଷିକ ଏୟାର ଏକ୍ସରସାଇଜର ସପ୍ତମ ସଂସ୍କରଣ ୧୨ ନଭେମ୍ବର ୨୦୨୨ ରେ ଯୋଧପୁରର ଏୟାର ଫୋର୍ସ ଷ୍ଟେସନରେ ସମାପ୍ତ ହୋଇଛି ।
ଏଫଏଏସଏଫରେ ରାଫେଲ୍ ଫାଇଟର!-->!-->!-->…
Read More...
Read More...