Yearly Archives

2022

ହିଙ୍ଗୁଳା ମଣ୍ଡଳ ଯୁବମୋର୍ଚ୍ଚା ଟିମ୍‌ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କଣିହାଁ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଗ୍ରାମକୁ ଯିବା ସହିତ ବିଭିନ୍ନ ବର୍ଗର
Read More...

ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନୃସିଂହ ଭଗବାନଙ୍କ ଠାରେ ଆଶୀର୍ବାଦ ଭିକ୍ଷା କଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ବିଜେପି ତରଫରୁ ପ୍ରଦୀପ ପୁରୋହିତଙ୍କ ନାମ ଶନିବାର ଘୋଷଣା ହୋଇଥିବା ବେଳେ ରବିବାର ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି, ବରଗଡ ସାଂସଦ ସୁରେଶ ପୁଝାରୀ, ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଗୋଲକ ମହାପାତ୍ର, ରାଜ୍ୟ
Read More...

ବଲାଙ୍ଗିର ନାଗରିକ କମିଟି ଦ୍ୱାରା ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ଆୟୋଜିତ ଏକ ସାଧାରଣ ପରିଷଦ ବୈଠକରେ ନୂତନ ରୂପେ ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ଗଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ଜିଲ୍ଲାରେ ଥିବା ୫ଟି ବିଧାନସଭା ମଣ୍ଡଳୀରୁ ସମ୍ପୃକ୍ତ ନାଗରିକ କମିଟିର
Read More...

ନରେଶ୍ୱର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକବଙ୍ଗଳାର ନରେଶ ହୋଟେଲର ମାଲିକ ନରେଶ୍ୱର ସାହୁ(୬୮)ଙ୍କ ରବିବାର ଦିନ ସକାଳ ପ୍ରାୟ ୭ଟା ସମୟରେ ଦେଓଗାଁ ଡାକବଙ୍ଗଳା ସ୍ଥିତ ତାଙ୍କ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ଶେଷ ସମୟରେ ଧର୍ମପତ୍ନୀଙ୍କ ସହ ୩ ପୁଅ ଅଶ୍ଵିନୀ, ପ୍ରଭାତ, ଆଲୋକ
Read More...

ଜାତୀୟ କରାଟେ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ଗତ ମେ ମାସରେ ଗୋଆର ସାଗ କମ୍ପାଲ ଇଣ୍ଡୋର ଷ୍ଟାଡିୟମ ଓ ଗତ ଅକ୍ଟୋବର ମାସରେ ଚେନ୍ନାଇର ଆଇସିଏଫ୍‌ ପାଲାନିସାମି ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଜାତୀୟ କରାଟେ ପ୍ରତିଯୋଗିତାରେ
Read More...

ତାଲପାଲି ସିଏଚ୍‌ସିରେ ଚୋରି ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ପଷ୍ଟ ଦିବାଲୋକରେ ଷ୍ଟେବଲାଇଜର, ଅଦରକାରୀ ପଙ୍ଖା, ଟେବୁଲ, ଚୌକି, କୁଲର୍ ଅନ୍ୟାନ୍ୟ ଅନେକ ସାମଗ୍ରୀ ଚୋରି ଘଟଣାକୁ ନେଇ ମେଡିକାଲ କର୍ମଚାରୀ ଗାଇସିଲେଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସିକ୍ୟୁରିଟି
Read More...

ଅବସପ୍ରାପ୍ତ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମାଲପଡା ନିବାସୀ ଅବସପ୍ରାପ୍ତ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ(୭୨)ଙ୍କ ପରଲୋକ ହୋଇଯାଇଛି । ସେ ଥିଲେ ବିଶିଷ୍ଟ ଶିକ୍ଷାବିତ ସ୍ଵଗର୍ତ ତ୍ରିନାଥ କରଙ୍କ ସହଧର୍ମଣୀ । ସେ ଥିଲେ ଜଣେ କର୍ତ୍ତବ୍ୟନିଷ୍ଟା,
Read More...

ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିଫ୍‌ ୨୦୨୨ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ସ୍ଥାନୀୟ ଯାଦବ ଭବନ ଠାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌର ପାଳିକା ଅଧ୍ୟକ୍ଷା ଲିକା ସାହୁ ଯୋଗ
Read More...

ଭୁଲିଆ ସମାଜ ପାଟଣେଶ୍ୱରୀ ଆଞ୍ଚଳିକ ବୋର୍ଡର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିିଶ୍ର) : ବଲାଙ୍ଗିର ବିଜାଖମନ ସ୍ଥିତ ନର୍ସରୀ ଭୁଲିଆ ସମାଜ ଆଞ୍ଚଳିକ ବୋର୍ଡର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ତୁଳସୀନଗରର ପଡାବାସୀ ସହଯୋଗରେ ଭୁଲିଆ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଥିବା ବେଳେ ଉପଦେଷ୍ଟା ଭାବେ ସରୋଜ ମେହେର, ନୀଳ ମେହେର ଓ ଶ୍ୟାମ
Read More...

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସାଂସ୍କୃତିକ ଅଙ୍ଗ ଦ୍ୱାରା ପରିଚାଳିତ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୪ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
Read More...