Yearly Archives

2022

ଖଇରାପଡାରେ ପୁରାତନ ଲକ୍ଷ୍ମୀ ପୁରାଣ ୧୬ ସୁଆଙ୍ଗ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ପାଖ ଖଇରାପଡା ଠାରେ ପୁରାତନ ଲକ୍ଷ୍ମୀ ପୁରାଣ ୧୬ ସୁଆଙ୍ଗ ଅନୁଷ୍ଠିତ ହୋଇଯାଇଥିବା ବେଳେ ପ୍ରତି ମାର୍ଗଶୀର ଗୁରୁବାର ଦିନ ଏହା ନାଟକରେ ୧୬ ସୁଆଙ୍ଗ ମଞ୍ଚାସୀନ ହେଉଛି । ଆଧୁନିକ ଯୁଗରେ ଆଜି ବି ଏହି କଳା ବଂଚିତ ରହିଥିବା ବେଳେ
Read More...

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା
Read More...

ବଲାଙ୍ଗିର କିସ୍ କ୍ୟାମ୍ପସ ଠାରେ ୧୨ ଦିନିଆ ଆପଦ ମିତ୍ର ଆବାସିକ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବଲାଙ୍ଗିର ଓ ଓଏସ୍‌ଡିଏମ୍‌ଏର ମିଳିତ ଆୟୋଜନରେ କିସ୍ କ୍ୟାମ୍ପସ, ବଲାଙ୍ଗିର ଠାରେ ୧୨ ଦିନିଆ ଆପଦ ମିତ୍ର ଆବାସିକ ତାଲିମ ଶିବିର ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଜରୁରୀ ଅଧିକାରିଣୀ ଶ୍ରୀମତୀ ରିନା କୁମାରୀ
Read More...

ନୂଆପଡ଼ା ପାଇଁ ଗୌରବ ଆଣିଲେ ଜ୍ୟୋତ୍ସ୍ନାମୟୀ

ନୂଆପଡା, (ପୁସ୍ତମ ଯୁଆଡି) : ବାଳକ ଉଚ୍ଚ ବିଦ୍ୟାଳୟ ୟୁନିଟ-୯, ଭୁବନେଶ୍ୱରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଗତ ତା୧୪-୧୦-୨୦୨୨ରିଖରୁ ତା୧୬-୧୦-୨୦୨୨ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାିଛି । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶୁକ୍ଲିମୁଣ୍ଡିର ଛାତ୍ରୀ
Read More...

୧୪ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନୱାଡି କର୍ମୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ଆବାହକ ପ୍ରଶାନ୍ତ ପାଢି ଓ ଜିଲ୍ଲା ସଭାପତି ମମତା ଶତପଥିଙ୍କ ଆହ୍ୱାନ କ୍ରମେ ଶହ ଶହ ଅଙ୍ଗନୱାଡି କର୍ମୀ ଓ ସହାୟିକା ଏକ ଶୋଭାଯାତ୍ରାରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାରୀ
Read More...

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଏବଂ ଲୋକକଳାକୁ ନୂଆଦିଲ୍ଲୀର ବାଳ ଭବନଠାରେ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେଲେ କୁନି…

ବରଗଡ଼, (ପୁସ୍ତମ ଯୁଆଡି) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ଶିଶୁ କଳାକାର ମାନେ ଗତ ତା ୧୧/୧୧/୨୦୨୨ ରିଖ ଶୁକ୍ରବାର ଦିନ ମହୁଲପାଲି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା 'ସୁରଭି' କାର୍ଯ୍ୟକ୍ରମରେ ତାଙ୍କର ଡାଲଖାଇ ନୃତ୍ୟ ପରିବେଷଣ କରି ସର୍ବ ଭାରତୀୟ ସ୍ତରରେ
Read More...

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବେଲପଡା ସେକ୍ସନ ଅଫିସର ଯୁଗଳ କିଶୋର ରାଉତ

ପାଟଣାଗଡ, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ପାଟଣାଗଡ ଉପଖଣ୍ଡ ବେଲପଡା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ତଥା ସେକ୍ସନ ଅଫିସର ଯୁଗଳ କିଶୋର ରାଉତ । ଜମିଜମା ସଂକ୍ରାନ୍ତୀୟ ମ୍ୟୁଟେସନ କେସ୍‌ ପାଇଁ ଯୁବା ପଂଚାୟତ ସାତଚୁଆଁ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିବା
Read More...

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ପୁସ୍ତକ ‘ଆକାଶର ସ୍ୱରଲିପି’…

ବଲାଙ୍ଗିର, (କେପିଏନ୍‌ଏସ୍) : ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ରଚିତ ପୁସ୍ତକ 'ଆକାଶର ସ୍ୱରଲିପି' ସ୍ଥାନୀୟ ସାମ୍ବାଦିକ ଭବନରେ ଉନ୍ମୋଚିତ ହୋଇଯାଇଛି । ସ୍ୱର୍ଗତ ବେହେରାଙ୍କ ବାଲ୍ୟବନ୍ଧୁ ବଲାଙ୍ଗିର ବିଧାୟକ
Read More...

୧୦୮ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୧୦୮ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ । ସିନ୍ଦ୍ରି ଗ୍ରାମ ପଞ୍ଚାୟତ ମଶାଣିପାଙ୍ଗା ଏବଂ ସଲଗପଦର ଅଞ୍ଚଳରୁ ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । କନ୍ଧମାଳ
Read More...

ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ନାଚିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଳିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଶିଶୁ ଦିବସ ଦିନ ସ୍କୁଲ ପୋଷାକ ପରିଧାନ କରି ଛାତ୍ରଛାତ୍ରୀଙ୍କ ସହିତ ନାଚୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସେହି ଶିକ୍ଷୟିତ୍ରୀ
Read More...