ଗାଁ ବସ୍ତିରେ ଥିବା ମଦଭାଟିକୁ ଗ୍ରାମବାସୀଙ୍କ ବିରୋଧ : ଅନ୍ୟତ୍ର ସ୍ଥାନାନ୍ତର ଦାବୀ ନେଇ ଜିଲାପାଳଙ୍କୁ ଦାବୀପତ୍ର…
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମ ବସ୍ତିରେ ଥିବା ମଦଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହି ମଦଭାଟି!-->…
Read More...
Read More...