ମହାରାଷ୍ଟ୍ରର ନାସିକ୍ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ
ନାସିକ୍ : ମହରାଷ୍ଟ୍ରର ନାସିକ୍ ଜିଲ୍ଲାରେ ବୁଧବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୩.୬ ରହିଥିବା ବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ନାସିକ୍ ଠାରୁ ପଶ୍ଚିମ ଦିଗକୁ ପାଖାପାଖି ୮୯ କିଲୋମିଟର ପର୍ଯ୍ୟନ୍ତ ରହିଥିବା କୁହାଯାଉଛି । ଏହାର!-->…
Read More...
Read More...