ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଜିଏସଟି କ୍ଷତିପୂରଣ ଆକାରରେ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଲେ କେନ୍ଦ୍ର ସରକାର
• ଓଡ଼ିଶାକୁ ମିଳିଲା ୫୨୪ କୋଟି ଟଙ୍କା
ନୂଆଦିଲ୍ଲୀ, (ପିଆଇବି) : ଏପ୍ରିଲରୁ ଜୁନ୍, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ!-->!-->!-->…
Read More...
Read More...