Yearly Archives

2022

ସ୍ତ୍ରୀ ପାଇଁ ସ୍ୱାମୀକୁ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ପତ୍ନୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯ୍ୟାତନା ସହିନପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ ।
Read More...

ମିଶନ ଶକ୍ତି ବିଭାଗ ଦ୍ୱାରା ଜିଲ୍ଲାର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଓ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା କନକ୍ଲେଭ୍‌ ୨୦୨୨ ତା.୩୦ ନଭେମ୍ବରରୁ ତା.୦୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଭିନବ ରୋଜଗାରଭିତ୍ତିକ ନିଦର୍ଶନ ସ୍ୱରୂପ ମିଶନ ଶକ୍ତି ବିଭାଗ ଓଡିଶା
Read More...

ସର୍ବ ଭାରତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ଅବନୀ ପୁରସ୍କୃତ

କର୍ଣ୍ଣାଟକର : କର୍ଣ୍ଣାଟକର କୁଣ୍ଡାପୁର ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟଙ୍ଗଚିତ୍ର ମହୋତ୍ସବ ‘କାର୍ଟୁନୁ ହବ୍ୱା’ ନଭେମ୍ବର ୨୩ ଓ ୨୭ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସର୍ବଭାରତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ସମ୍ମାନଜନକ
Read More...

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାସ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ ସେ ତେନ୍ତୁଳିଖୁଣ୍ଟି, ଦିଗି, ପୂଜାରୀଗୁଡା, ଅଞ୍ଚଳ ଗୁମା, ପାତ୍ରପୁଟ, କାମତା, କଂଗରା, କୁକୁଡ଼ାବାଇ ପଞ୍ଚାୟତକୁ ଗସ୍ତ କରିଛନ୍ତି
Read More...

ମୁରିବାହାଲରେ ଯୋଗାଣ ବିଭାଗର ଚଢ଼ାଉ, ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତର ନୂଆପଡା ଗାଁରେ ବଲାଙ୍ଗିର ଯୋଗାଣ ବିଭାଗ ତରଫରୁ ଚଢାଉ କରାଯାଇଥିବା ଜଣାପଡିଛି । ଦିଲ୍ଲୀପ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ପ୍ରାୟ ୨୦୦୦ ବସ୍ତାରୁ ଅଧିକ ବସ୍ତା ଧାନ ବେଆଇନ ଭାବରେ ଗଚ୍ଛିତ ଥିବା ଦେଖାଯାଇଛି
Read More...

ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ଘଟକୂଦି ପଞ୍ଚାୟତରେ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପ, ଘଟକୂଦି ସେତୁ ଛକରୁ ଚାଇଗେଣିଆ ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରତ୍ନଚିରା ଡାହାଣ
Read More...

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦ୍‌ଘାଟିତ

ମାଲକାନଗିରି : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମାଲକାନଗିରି ଜିଲ୍ଲାରେ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ରୁଙ୍କୁଣିଗୁଡାଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲ୍ଲା ଦିବ୍ୟାଙ୍ଗ
Read More...

୨୫କେଜି ଗଞ୍ଜେଇ ଜବତ, ୧ ଗିରଫ

ମନମୁଣ୍ଡା : ମନମୁଣ୍ଡା ପୁଲିସ ପକ୍ଷରୁ ପ୍ରାୟ ୨୫.୪୦୦କେଜି ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମନମୁଣ୍ଡା ଥାନା କସୁରବନ୍ଧ ପଞ୍ଚାୟତ ସାନଡୁଙ୍ଗୁରିପାଲି ଗ୍ରାମର ଭୂଷଣ ଗରିଆ(୩୩) ବୋଲି ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ଶଗଡା ଫାଣ୍ଡି ଅଧିକାରୀ
Read More...

ମେକ୍‌ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ କାଲିମେଳାର ମହିଳା ପୁରସ୍କୃତ

ମାଲକାନଗିରି : ମେକ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବେନେଶ୍ୱର ଜନତା ମୈଦାନ ଠାରେ ମେକ ଇନ
Read More...

ଆଇରନ୍ ବୋଝେଇ ଟ୍ରକ୍ ଲୁଟ୍ ଘଟଣା : ୨ ଲୁଟେରା ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇରନ୍ ବୋଝେଇ ଟ୍ରକ୍‌ର ଚାଳକଙ୍କୁ ମାଡ଼ପିଟ୍ କରିବା ସହ ତାଙ୍କ ପାଖରୁ ନଗଦ ଟଙ୍କା ଓ ଚାଲାନ୍ କାଗଜପତ୍ର ଏବଂ ଟ୍ରକ୍ ଲୁଟି ନେବା ଘଟଣାରେ ଲାଠିକଟା ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସାରନଗରୀ ଅଞ୍ଚଳର । ସେମାନଙ୍କ ପାଖରୁ
Read More...