Yearly Archives

2022

ଆସ୍କା ବ୍ଲକ କୃଷିର ଉନ୍ନତି କଳ୍ପେ ବୈଷୟିକ ବୈଠକ

ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ ଖୁବ୍‌ ଧୁରନ୍ଧର ଓ ବଡ଼କୁଶଳୀ ଅଟନ୍ତି - ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୃଷିର ଉନ୍ନତି କଳ୍ପେ ଚାଷ କାର୍ଯ୍ୟର ଆବଶ୍ୟକତା ପୂରଣ ହୋଇ ପାରିଲେ ଚାଷୀକୁଳ ଅଧିକ ସ୍ୱାବଲମ୍ବୀ ହୋଇ ପାରିବେ । ବିଶେଷ କରି ଚାଷୀ ଯାହା
Read More...

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଚାରୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆଜି ସକାଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼
Read More...

ପଦ୍ମପୁର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୦୫୯୮, ବିଜେପିକୁ ୬୯୭୯ ଓ କଂଗ୍ରେସକୁ ୩୬୬ ଖଣ୍ଡ ଭୋଟ ମିଳିଛି ।
Read More...

ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ଦେବେ ରାଜ୍ୟ ସରକାର, ପ୍ରଥମ ବର୍ଷ ପାଇଁ ‌ଟଙ୍କା ମଂଜୁର କଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ତାଙ୍କର ବାପା ଅତି ଗରିବ ହୋଇଥିବା ବେଳେ ସେ ହଷ୍ଟେଲ୍‍ ଏବଂ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିଲେ । ଇଫୁ ଧାନ
Read More...

ଖଲ୍ଲିକୋଟ ସହରରେ ରାଗିଂ ନେଇ ଉତ୍ତେଜନା

ରାଗିଂ ଅଭିଯୋଗରେ ୭ଜଣ ଛାତ୍ରଙ୍କୁ ସସ୍‌ପେଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ନଗର ଉଚ୍ଚ ବିଦ୍ୟାଳୟରେ ଛାତ୍ର ରାଗିଂନେଇ ଉତ୍ତେଜନା ଦେଖାଦେଇଛି । ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ସ୍କୁଲରୁ ସସ୍‌ପେଣ୍ଡ କରିଛନ୍ତି, ବିଦ୍ୟାଳୟର
Read More...

ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପାଇଁ ପୁଣି ଜେଡିୟୁର ଦାବୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ତେଜିଲା ବିଜୁବାବୁଙ୍କୁ ଭାରତ ରତ୍ନ ଦାବୀ । ଓଡ଼ିଶାର ମହାନଜନନାୟକ, ଶତାବ୍ଦୀର କିମ୍ବଦନ୍ତୀ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ଇଣ୍ଡୋନେସିଆର ଭୂମିପୁତ୍ର, କଳିଙ୍ଗର ବରପୁତ୍ର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କୁ ମରଣୋତ୍ତର
Read More...

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା

ପୁରୀ : ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟବହାର ହୋଇପାରିବ ନାହିଁ । ଛତିଶା ନିୟୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କେବଳ କି ପ୍ୟାଡ ଫୋନ୍‌ ବ୍ୟବହାର କରିପାରିବେ ସେବାୟତ ଓ ପ୍ରାଧିକୃତ ଅଧିକାରୀ । ନୀତି ସମ୍ପର୍କିତ ସୂଚନା ପାଇଁ କେବଳ କମାଣ୍ଡର ସ୍ମାର୍ଟଫୋନ ବ୍ୟବହାର
Read More...

୩୦୯ ଗ୍ରାମ ସୁନା ବିସ୍କୁଟ ଓ ୫୦ ଗ୍ରାମ ସୁନା ଅଳଙ୍କାର ଠାବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜେଇ ଯାଞ୍ଚ ବେଳେ ଏକ ସରକାରୀ ବସ ଭିତରେ ବସି ଯାଉଥିବା କଟକର ଜଣେ ଯାତ୍ରୀଙ୍କ ବ୍ୟାଗରୁ ୩୦୯ ଗ୍ରାମ ସୁନା ବିସ୍କୁଟ ଓ ୫୦ ଗ୍ରାମ ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଏହି ସୁନାରେ ଜିଏସ୍‌ଟି ପଇଠ ହୋଇନଥିବା
Read More...

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଓଏଏସ୍‌ ଅଫିସର ସରିତା ଧନୱରଙ୍କୁ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର, ବରିଷ୍ଠ ଓଏଏସ୍‌ ଅଫିସର ସୁଧାକର ଶବରଙ୍କୁ ଓ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନର ଜେନେରାଲ ମ୍ୟାନେଜର ଭାବେ
Read More...

ଭିଜିଲାନ୍ସ ଜାଲରେ କୋମନା ବନାଞ୍ଚଳ ଫରେଷ୍ଟର ଘନଶ୍ୟାମ ଶବର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବନାଞ୍ଚଳ ଅଧିନ ଫରେଷ୍ଟର ଘନଶ୍ୟାମ ଶବର ଭିଜିଲାନ୍ସ ଜାଲରେ ପଡିଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କୋମନା ସେକ୍ସନ ଫରେଷ୍ଟର ଶ୍ରୀ ଶବର ନିଜ ବାଇକ(ଓଡି ୨୬ ଏଫ ୪୦୭୫)ରେ ଖଡ଼ିଆଳ ସ୍ଥିତ ନିଜ ବାସ ଭବନକୁ ଯାଉଥିଲେ
Read More...