ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର, ଘଟଣାସ୍ଥଳରୁ ଫେରାର ଡ୍ରାଇଭର
ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାତୀନଦୀ ପୋଲ ନିକଟରେ ଅଜଣା ଚାରି ଚକିଆ ଗାଡି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଜୁନାଗଡ଼ ଥାନା ମାଟିଗାଁର ଟିଣ୍ଟୁ ନାଏକ ଓ ଅନ୍ୟଜଣେ ହେଲେ ବଳଦିଆମାଲ ଗ୍ରାମର ଦୁର୍ଯ୍ୟଟି ମେହେର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ!-->…
Read More...
Read More...