Daily Archives

ବରଗଡ଼ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ‘ସୁନେତ୍ର’ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ, ବରଗଡ଼ ସମ୍ମିଳନୀ କକ୍ଷରେ ବରଗଡ଼ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର 'ସୁନେତ୍ର' ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଗଣିତ ଦିବସ ପାଳିତ ହୋଇଯାଇଛି । ଏଥିରେ ଶିଶୁ ମନ୍ଦିରର ପୂର୍ବତନ ଛାତ୍ର ସ୍ୱାଗତ କୁମାର ପ୍ରଧାନ ଦୀପ ପ୍ରଜ୍ୱଳନ କରିଥିଲେ । ଶିଶୁ ଭାଇ ଭଉଣୀଙ୍କୁ ଗଣିତ ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ
Read More...

କବିତା : ସମୁଦ୍ର ପହଁରା

ତ୍ରିନାଥ ସିଂହ ବେଳାଭୂମି ସାରା ଝଲଝଲ ଭାଙ୍ଗି ପଡ଼ିଥିବାଜହ୍ନର ଟୁକୁରା ଆଖିରେ କଳାପଟିଟିଏ ଭିଡ଼ିଦେଇତମେ ଗୋଟାଉଥାଅ ସ୍ୱପ୍ନଓ ଝିଣ୍ଟି ପଡ଼ୁଥାଅ ବାରମ୍ବାର …. ଏଣେମୋ’ ଭିତରେ କିଏ ଜଣେ ଥରକୁ ଥରଚିହିଁକି ଉଠୁଥାଏ । ଝାଉଁଳି ପଡ଼ିଥିବା ସମୟର ଦେହରୁଗତାୟୁର ଧୂଳିମଳି ସବୁକୁ
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି କୃଷକ ମୋର୍ଚ୍ଚା

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏଥିରେ ଶତାଧିକ ଚାଷୀ ସାମିଲ୍‌ ହୋଇଥିବା ବେଳେ ଏହି କ୍ରମରେ ୯ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତେବେ
Read More...

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ୫୬୦୦ ଏସ୍‌ଏଚ୍‌ଜି ଗୃପକୁ ୨୨୦ କୋଟି ଟଙ୍କାର ସହାୟତା ପ୍ରଦାନ‘କ୍ଟଦ୍ଭର ପଞ୍ଚାୟତ, କ୍ଟଦ୍ଭର ପ୍ରଡକ୍ଟ’ର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନଶିଳ୍ପ ବିକାଶରେ ମା'ମାନେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା
Read More...

ଓଜନ ବଢ଼ିଲେ କରିବେ କ’ଣ ?

ଥରେ ଜଣେ ମହିଳା ଭକ୍ତ ତାଙ୍କ ପରମପୂଜ୍ୟ ସନ୍ନ୍ୟାସୀ ଧର୍ମଗୁରୁଙ୍କ ପାଖରେ ପହଂଚି ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ କରୁଥିବା ପ୍ରଶ୍ନ ପଚାରିଲେ । “ହେ ଗୁରୁଦେବ, ଓଜନ ବଢ଼ିଲେ କ’ଣ କରିବାକୁ ପଡ଼ିବ ।” ଗମ୍ଭୀତାର ସହ ଧର୍ମଗୁରୁ ଉତ୍ତର ଦେଲେ - ତନ(ଶରୀର) ବଢ଼ିଲେ ବ୍ୟାୟାମ, ମନ ବଢ଼ିଲେ ଧ୍ୟାନ
Read More...

ଡେଲାଙ୍ଗ ପଞ୍ଚାୟତ ସମିତିର ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଗୋଷ୍ଠୀ
Read More...

ଲୋଇସିଂହା ଥାନା ସମ୍ମୁଖରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ସମ୍ମୁଖରେ ଜନୈକ ମାନସିକ ବିକାରଗ୍ରସ୍ତ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନ ୨ଟାରେ ଯୁବକଟି ଥାନା ମୁଖ୍ୟ ଫାଟକକୁ ବନ୍ଦ କରି ଦେବା ସହିତ ଥାନା ସମ୍ମୁଖସ୍ଥ ୨୬ ନଂ ଜାତୀୟ ରାଜପଥ ଉପରେ ଲୁହା ତିଆରି
Read More...

ଡୁଡୁକା ପଞ୍ଚାୟତର ବୈଠକ

ଡୁଡୁକା, (କେପିଏନ୍‌ଏସ୍‌) : ଡୁଡୁକା ପଞ୍ଚାୟତ ସଭାଗୃହରେ ପଞ୍ଚାୟତର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅଶୋକ ପଟେଲ ଏଥିରେ ଅଧ୍ୟକ୍ଷତା କରି ଉନ୍ନତିମୂଳକ କାମ ସ୍ୱଚ୍ଛତା ପାନୀୟ ଜଳ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି
Read More...

ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଡିଭାଇନ କିଡ୍‌ସ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବନବାହାଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଫ୍ରଗ୍‌ଜମ୍ପ, ୫୦ ଓ ୧୦୦ ମିଟର ଦୌଡ, ବଲ୍‌ଫିଙ୍ଗା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉତ୍ସବରେ ସ୍କୁଲ
Read More...
error: Content is protected !!