Daily Archives

ଛତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜପୁର ଗ୍ରାମର ପ୍ରାଚୀନ ଶୈବପୀଠ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଞ୍ଜାମ ବ୍ଲକ ଅଧୀନସ୍ଥ ରାଜପୁର ଗ୍ରାମରେ ଥିବା ୧୫୦ ବର୍ଷରୁ ଉର୍ଦ୍ଧ୍ବ କାଳର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ରାଜେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ କରିଛନ୍ତି । ଉକ୍ତ ମନ୍ଦିରର ପ୍ରାଚୀନ କୀର୍ତ୍ତି କଳା,
Read More...

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଗୁରୁଡଙ୍ଗର ପାହାଡରେ ଆଜି ଏକ ଝୁଲନ୍ତା ଶବ ରହିଥିବା ଖବର ପାଇ ବୋଡେନ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଶବ ରହିଥିଲା । ଦୁଇ
Read More...

ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥପାଠ

ପାଟଣାଗଡ, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ପାଟଣାଗଡ ଜବାହରଲାଲ କଲେଜରେ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ । ଏଥିରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଉପଜିଲ୍ଲାପାଳ
Read More...

ବ୍ୟଙ୍ଗ ଦୃଷ୍ଟି : ସିସି କ୍ୟାମେରାର ମୁହଁ କେଉଁ ଦିଗକୁ…

ଦେବାଶିଷ ମିଶ୍ର ସକାଳୁ ଆଖି ଖୋଲୁ ଖୋଲୁ ଦାନ୍ତ ଘଷି ଦେଇ ଖଟିକୁ ଯାଇ ଚା’ କପେ ନପିଇଲା ପର୍ୟ୍ୟନ୍ତ ମନକୁ ଟିକେ ଶାନ୍ତି ମିଳେ ନାହିଁ । ରାଜୁର ଚା’ କପ୍‌ ସହ ଖଟିରେ ଚାଲିଥିବା ଦେଶ ବିଦେଶର ଏଣୁତେଣୁ ଚର୍ଚ୍ଚାରେ ସହମତ ଓ ଅସମହତ ତଥା ସମର୍ଥକ ଓ ବିରୋଧୀଙ୍କ ବାକ୍‌ ଯୁଦ୍ଧ ଘଣ୍ଟାଘଣ୍ଟା
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ବିଶ୍ୱବିଦ୍ୟାଳୟର ରେଜିଷ୍ଟର୍‌ ସିନେଟ ହଲ୍‌ରେ ଦିନ ୧୧ରେ ଏକ ଅଖଣ୍ଡତା ପ୍ରତିଶୃତି ପରିଚାଳନା କରିଥିଲେ । ପାଞ୍ଚ ପଏଣ୍ଟ
Read More...

ମହାରାଷ୍ଟ୍ର ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

“ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ମହାରାଷ୍ଟ୍ର ସରକାର ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି”“ଚାକିରିର ପ୍ରକାର ଦ୍ରୁତ ଗତିରେ ବଦଳୁଛି ଏବଂ ସରକାର ମଧ୍ୟ ବିଭିନ୍ନ ପ୍ରକାରର ଚାକିରି ପାଇଁ ନିରନ୍ତର ସୁଯୋଗ ସୃଷ୍ଟି କରୁଛନ୍ତି”“ରୋଜଗାର ଏବଂ ଆତ୍ମନିଯୁକ୍ତିର ସୁଯୋଗ ଦଳିତ-ପଛୁଆ,
Read More...

ଦେଶର୪୦ଟି ରେଳଷ୍ଟେସନ ପୁନଃ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ

• ଭୁବନେଶ୍ବର ଓ ପୁରୀ ରେଳଷ୍ଟେସନର ହେବ ପୁନଃବିକାଶ : କଟକ ରେଳଷ୍ଟେସନର ପୁନଃ ବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି• ୧୪ଟି ରେଳଷ୍ଟେସନର ପୁନଃ ବିକାଶ କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି• ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇଦେବା ଲାଗି ଭାରତୀୟ ରେଳବାଇ ଷ୍ଟେସନ ପୁନଃ ବିକାଶ
Read More...

ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଦ୍ୱିତୀୟ ସ୍ଥାନ ଅଧିକାର କଲା ବଲାଙ୍ଗିରର ଦୁଲ୍‌ଦୁଲି କଳାପରିଷଦ : ଶୁଭେଚ୍ଛା…

ବଲାଙ୍ଗିର, (କେପଏନ୍‌ଏସ୍‌) : ପଡୋଶୀ ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁର ଠାରେ ଛତିଶଗଡ କଲ୍‌ଚର ଆଣ୍ଡ ଆର୍‌କୋଲୋଜି ଡାଇରେକ୍ଟୋରେଟ୍‌ ପକ୍ଷରୁ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଏହି ମହୋତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ସମୁଦାୟ ୫୩ଟି ନୃତ୍ୟ ଦଳ ଅଂଶଗ୍ରହଣ
Read More...

ନୂଆଦିଲ୍ଲୀ ଠାରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ସିଭିସିର ନୂତନ ଅଭିଯୋଗ ପରିଚାଳନା ପୋର୍ଟାଲର ଶୁଭାରମ୍ଭ“ଉନ୍ନତ ଭାରତ ନିମନ୍ତେ ଆସ୍ଥା ଓ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ”“ପୂର୍ବ ସରକାରଗଣ ଜନସାଧାରଣଙ୍କ ବିଶ୍ୱାସ ହରାଇବା ସହ ସେମାନଙ୍କ ଆସ୍ଥାଭାଜନ ମଧ୍ୟ ହୋଇପାରିଲେ ନାହିଁ”ସରକାର ଯୋଗାଣ ଓ ଚାହିଦା ମଧ୍ୟରେ ଥିବା ବ୍ୟବଧାନ ହ୍ରାସ କରିବାକୁ
Read More...

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ୍ତ ଦୂର ସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌), ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଦିନ ଏକ ସଚେତନତା ପଦଯାତ୍ରା ବା ୱାକାଥନ୍ ଆୟୋଜନ କରାଯାଇଥିଲା ।
Read More...