Monthly Archives

September 2022

ସୁବଲୟାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ସୁବଲୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜା ବ୍ଲକ ଅନ୍ତର୍ଗତ ସୁବଲୟା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡକ୍ରସ୍‌ ୟୁନିଟ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବେହେରା ସଭାପତିତ୍ୱ କରି
Read More...

ଉପଖଣ୍ଡ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ ବାଲି ଭର୍ତ୍ତି ଗାଡି ଜବତ

୨ ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଉପଜିଲ୍ଲାପାଳ ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ ଖାରୀ ରାଜସ୍ୱ ନିରୀକ୍ଷକ ମଣ୍ଡଳ
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ବୁଷ୍ଟର ଭେକ୍‌ସିିନ ଡୋଜ୍‌ ପ୍ରୋଗ୍ରାମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରଯୋଜନା ଓ ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ବୁଷ୍ଟର ଭେକ୍‌ସିିନ ଡୋଜ୍‌ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା
Read More...

ଆପ୍‌ର ବରଗଡ଼ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଟାଉନ୍‌ ହଲ୍‌ରେ ଆମ୍‌ ଆଦ୍‌ମୀ ପାର୍ଟିର ବରଗଡ଼ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଏବଂ ପଞ୍ଜାବ ପରେ ଓଡ଼ିଶାରେ ଅଙ୍କ କଶୁଛି ଆମ୍‌ ଆଦ୍‌ମୀ ପାର୍ଟି । ମେକ୍‌ ଇଣ୍ଡିଆ ନଂ ୧ ନାରା ସହିତ ପ୍ରତ୍ୟେକ ଜିଲ୍ଲାରେ
Read More...

ଗାୟତ୍ରୀ ପରିବାର ବଲାଙ୍ଗିର ପକ୍ଷରୁ ଯୁବ ଚେତନା ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାୟତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ଠିକାଦାରପଡା ସ୍ଥିତ ପ୍ରୋଗ୍ରେସିଭ କ୍ଲବ ଠାରେ ଏକ ଯୁବ ଚେତନା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଚାରପତି କୁମୁଦିନୀ ମୁଦୁଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର
Read More...

ବିଜେଡିରେ ଯୋଗ ଦେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଖପ୍ରାଖୋଲ ବ୍ଲକର ବିଜେପି ଓ କଂଗ୍ରେସ ଦଳର ୫୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପଶ୍ଚିମ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅଷ୍ଟମ ଦିବସ

ନକଟାସର, ସିହିନି, ଗେର୍ଡି, ଗଇଁନ୍ତଲା, ତେନ୍ତୁଳିମୁଣ୍ଡା, ମହିପୁର ଓ କଣ୍ଟାବାଞ୍ଜି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଗେର୍ଡି ଟ୍ରାଇବ୍ରେକର ୫-୪ ଗୋଲରେ ଆଗଲପୁର ଇଲେଭେନଷ୍ଟାରକୁ ହରାଇ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ପ୍ରତିବାଦ ସଭା : ଦୁର୍ବାର ଆନ୍ଦୋଳନ ପାଇଁ ମିଳିତ ପ୍ରସ୍ତାବ ଗୃହୀତ

ଯୋଗ ଦେଲେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ତରଭା ଅଂଚଳର ପ୍ରତିନିଧି ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲା ଏବଂ ତରଭା ସମିତି ପ୍ରତିନିଧିଙ୍କ ଉପସ୍ଥିତିରେ
Read More...

ଜିଲ୍ଲା ଛାତ୍ର କଂଗ୍ରେସର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଂଗ୍ରେସ ନେତା ବୁଲୁ ଦାନୀ, ଜିଲ୍ଲା
Read More...

ଆଜି ବଲାଙ୍ଗିର ସହରରେ ସର୍ବାଧିକ ବର୍ଷା ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରୁ ବଲାଙ୍ଗିର ଜିଲ୍ଲାରେ ତଥା ସହରରେ ବର୍ଷା ଲାଗିରହିଥିବା ବେଳେ ଏପର୍ଯ୍ୟନ୍ତ ବଲାଙ୍ଗିର ସହରରେ ୪୫.୪ ମିଲିମିଟର, ପୁଇଁନ୍ତଲା ବ୍ଲକରେ ୨୬ ମିଲିମିଟର, ଗୁଡଭେଲା ବ୍ଲକରେ ୩୪.୨ ମିଲିମିଟର, ଡୁଡୁକା ବ୍ଲକରେ ୨ ମିଲିମିଟର, ଦେଓଗାଁ ବ୍ଲକରେ
Read More...