Monthly Archives

September 2022

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୁଧବାର ଛାତ୍ରମାନଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସରରେ ଥିବା ଘାସ, ଲଟା, ଅନାବନା ଗଛପତ୍ର ଆଦି ଉପାଡ଼ି ବିଭିନ୍ନ
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୂର ପଞ୍ଚାୟତ ଯୋରକଣି ଗ୍ରାମର ମିଟୁ ପ୍ରଧାନ ଓ ଟିକନ ପ୍ରଧାନଙ୍କ ଦୁଇ ବଖରା ଚାଳଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସକାଳ ୮.୩୦ରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ
Read More...

ଅବକାରୀ ବିଭାଗ ଦ୍ୱାରା ୩୦୦ କ୍ୱିଣ୍ଟାଲ ମହୁଲ ସହ ଟ୍ରକ ଜବତ : ୧ ଗିରଫ

ନୂଆପଡା, (ନିରାକାର ମେହେର) : ଅବକାରୀ ବିଭାଗ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଟାନୱାଟ ଛକ ଠାରେ ଏକ ମହୁଲ ବୋଝେଇ ଟ୍ରକ (ସିଜି ୦୪ ଏଚଜେଡି ୧୧୭୬)ଟିକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ନୂଆପଡା ଅବକାରୀ ବିଭାଗ, ସୂଚନା ଅନୁସାରେ କଣ୍ଟାବାଞ୍ଜିରୁ ୩୦୦ କ୍ୱିଣ୍ଟାଲ ମହୁଲ ଲୋଡ କରି ରାୟପୁର
Read More...

ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଇଣ୍ଡିଆ ସାକ୍ଷରତା ମିଶନରେ ନ୍ୟାସନାଲ ବିଲଡର ଆୱର୍ଡ ଦେବାର ବ୍ୟବସ୍ଥା ଅଛି । ଏଥିପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଶିକ୍ଷାବିତ୍‌ ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି । ରାଉରକେଲା କ୍ଲବ ଠାରେ
Read More...

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଥୁଆମୂଳ ରାମପୁରର ୬ ଅସହାୟ ଶିଶୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡ଼ୁମେରପଦର ଗାଁରେ ରୁହନ୍ତି ପୁସ୍ତାଙ୍କ ସହ ତାଙ୍କର ୬ ଶିଶୁ ଓ ବୃଦ୍ଧ ଶାଶୁ ଶଶୁର । ପୁସ୍ତାଙ୍କ ସ୍ୱାମୀ ଗୁପ୍ତେଶ୍ୱରଙ୍କ ଦେହାନ୍ତ ପରେ ପରିବାରର ସମସ୍ତ ବୋଝ ପୁସ୍ତାଙ୍କ ଉପରେ ନିର୍ଭର । ସେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି । ଗତ
Read More...

ଲକ୍ଷାଧିକ ଟଙ୍କା ସହିତ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ : ଅଭିଯୁକ୍ତ ଗିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ନିଶା କାରବାର ବଢି ଚାଲିଛି । ଚୋରାମଦ, କଫ ସିରଫ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲ୍ଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି । ଗତ ଦିନରେ ଅତାବିରା ପୋଲିସ ବ୍ରାଉନ ସୁଗର ବେପାରୀକୁ ଧରିଥିବା ବେଳେ ଆଜି ଜିଲ୍ଲା
Read More...

ସେପ୍ଟେମ୍ବର ୨୬ ତାରିଖରେ ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି ଗ୍ରାମରେ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ୨୬ ତାରିଖ ପୂର୍ବାହ୍ନ ୮ ଘଟିକାଠାରୁ ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ
Read More...

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ : ଯାତାୟତ ବାଧାପ୍ରାପ୍ତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ
Read More...

ନେସନାଲ ପିସ ଊନୀସନ ପକ୍ଷରୁ ଡା.ଆନନ୍ଦ ସାଗର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେସନାଲ ପିସ ଊନୀସନ ପକ୍ଷରୁ ଡା.ଆନନ୍ଦ ସାଗର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେ ଜଣେ ପଶୁ ପ୍ରେମୀ ଥିଲେ । ତାଙ୍କ ସାରା ଜୀବନ ଗୃହପାଳିତ ପଶୁମାନଙ୍କୁ ସେବା ଦେବାରେ ବିତାଇଥିଲେ । ଓଡିଶା ସରକାରଙ୍କ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା
Read More...

ପଦ୍ମପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପତ୍ନୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲଡି ସିଂ ବରିହାଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ସିଂ ବରିହାଙ୍କ ପରଲୋକ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣା,
Read More...