Monthly Archives

September 2022

ଟିଟିଲାଗଡରେ ସତସଙ୍ଗ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡସ୍ଥିତ ସତ୍‌ସଙ୍ଗ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ହାଇସ୍କୁଲପଡାର ଶ୍ରୀକାନ୍ତ ପରିଡାଙ୍କ ଘରେ ସତସଙ୍ଗ କରାଯାଇଛି । କେନ୍ଦ୍ର ସଭାପତି ପ୍ରଦୀପ ଯୋଶୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପବିତ୍ର ମେର୍କପ, ନିରଞ୍ଜନ ରାଉତ ଓ ଶିବ ଚରଣ ସ୍ୱାଇଁ
Read More...

ଖପ୍ରାଖୋଲ ୟୁଜିବିରୁ ଚୋରି ଉଦ୍ୟମ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ ଅଫିସ ପରିସରରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି) ଶାଖାରୁ ଚୋରି ଉଦ୍ୟମ ହୋଇଛି । ଚୋରମାନେ ଗେଟ୍‌ ତାଲାକୁ ଗ୍ୟାସ କଟରରେ କାଟି ଶନିବାର ରାତିରେ ଚୋରି ଉଦ୍ୟମ କରିଥିଲେ । ରବିବାର ଛୁଟି ଥିଲେ ମଧ୍ୟ ଗ୍ରିଲ ଅଳ୍ପ ଖୋଲା ଥିବା ସ୍ଥାନୀୟ
Read More...

ଟିଟିଲାଗଡ ଡାକ୍ତରଖାନାରେ ଫାର୍ମାସିଷ୍ଟ ଦିବସ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଡାକ୍ତରଖାନାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଛି । ଡା. ପ୍ରଦୀପ ନାଏକ ମୁଖ୍ୟ ଅତିଥି, ଡା. କୃଷ୍ଣଚନ୍ଦ୍ର ପାଲ, ଡା. ଗୋପବନ୍ଧୁ ସାହୁ ଓ ଡା. ଓଁକାର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫାର୍ମାସିଷ୍ଟ କଲ୍ୟାଣ ବୋଷ, ମଞ୍ଜୁ ସିଂ,
Read More...

ଦୁଇ ପଞ୍ଚାୟତ ବୁଲିଲେ ବିଧାୟକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କନ୍ଦେଇ ଓ ମହଖଣ୍ଡ ପଞ୍ଚୟତ ବୁଲି ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, କାର୍ତ୍ତିକ ପୁଟେଲ, ନରେନ୍ଦ୍ର ମେହେର, ସାଗର
Read More...

କୁଜଙ୍ଗ ବ୍ଲକ୍‌ରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୁଜଙ୍ଗ ବ୍ଲକ୍‌ରେ ଅହିଂସା ରଥକୁ ସ୍ୱାଗତ କରି ଅଞ୍ଚଳବାସୀ ବିପୁଳ ଉତ୍ସାହ ପ୍ରଦର୍ଶନ କରିଛନ୍ତି । ବିଧାୟକ ରଘୁନନ୍ଦନ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

ଭଞ୍ଜନଗର ସହରରେ ଅହିଂସା ରଥ ପରିକ୍ରମା ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବାଘନାଚ ପରିବେଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭଞ୍ଜନଗର ସହରରେ ଅହିଂସା ରଥ ପରିକ୍ରମା ଅବସରରେ ସ୍ଥାନୀୟ କଳାକାରମାନେ ପରିବେଷଣ କରିଥିଲେ ବାଘନାଚ । ପାରମ୍ପରିକ ବେଶଭୂଷାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଗତକାଲି ଗଞ୍ଜାମର ସୋରଡା, ବେଲଗୁଣ୍ଠା, ଭଞ୍ଜନଗର, କୁକୁଡାଖଣ୍ଡି ବ୍ଲକରେ ଅହିଂସା ରଥ
Read More...

ଅହିଂସା ରଥ ପରିକ୍ରମା ବେଳେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମା ବେଳେ ଜଗତସିଂହପୁର ରାହାମା ବଜାରରେ ମହାନ୍ ଜନନାୟକ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ରେ ହେବା ନେଇ କେନ୍ଦ୍ରୀୟ କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ 'ହୋ' ଯୁବ ସମ୍ମିଳନୀ (ଦିସୁମ୍ ହୋ ଯୁଏନ୍ ଯୁମୁର-ଏନଏଚୱାଇଏନ) ଆସନ୍ତା ନଭେମ୍ବର ମାସ ୫ ଓ ୬ ତାରିଖରେ ରାଉରକେଲା ହୋ ଯୁବ ଗୋଷ୍ଠୀ ପକ୍ଷରୁ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଛି । ରାଉରକେଲାର ସେକ୍ଟର-୨ ଠାରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ
Read More...

ଜଗତସିଂହପୁର ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ । ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଗୁଡ଼ିକୁ ସାଂସ୍କୃତିକ ପରିବେଶରେ ସ୍ୱାଗତ କରାଯାଇଛି । ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ
Read More...

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ଉପକୂଳରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବ- ଧର୍ମେନ୍ଦ୍ର ପ୍ରଧାନ• ଟିବି ମୁକ୍ତ ଭାରତ ପାଇଁ ଦେଶବାସୀଙ୍କ ଜନ-ଭାଗିଦାରୀ ପ୍ରଶଂସନୀୟ• ଦେଶବାସୀଙ୍କ ଭାବନାକୁ ଯୋଡ଼ିବାରେ ମନ୍ କି ବାତ୍
Read More...