Monthly Archives

September 2022

କୁତମୁଣ୍ଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ସୁବର୍ଣ୍ଣରେଖା ନଦୀ କୂଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପାନୀୟଜଳ ଯୋଗାଣ କରୁଥିବା କୂଅ ପାଖରେ ଲୋକେ ଫିଙ୍ଗିଥିବା ଅଳିଆ ଆବର୍ଜନା ଜମା ହେଉଥିବାରୁ ବର୍ଷା ପାଣି
Read More...

ଚନ୍ଦ୍ରପୁରଠାରେ ନୂଆଁଖାଇ ଭେଟ୍‌ଘାଟ୍‌ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକର ଚନ୍ଦ୍ରପୁର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ
Read More...

ନୂଆଁଖାଇ ତୃତୀୟ ଦିନ ଛୁଟି ପାଇଁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କଲେ କୋସଲ ସଂଗ୍ରାମୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆବାହକ ଡିଂଗର କୁମ୍ଭାର, ସୁଶିଲ କୁମାର ଗୁରୁ, କୋଶଲ ସଂଗ୍ରାମୀ ଶାନ୍ତନୁ କୁମାର ବୁଧିଆ, ଜନସନ୍ ନାଗଙ୍କ ନେତୃତ୍ୱରେ ଏବଂ କୋଶଲ ଯୁବ ଶକ୍ତିର ସହଯୋଗରେ ପାଟଣାଗଡ ସହରରେ ଥିବା ସମସ୍ତ ସ୍କୁଲ କଲେଜ କୋର୍ଟ କଚେରି ତଥା
Read More...

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦ୍‌ଯାପିତ

ବିଚାର ପ୍ରକ୍ରିୟା ସରଳୀକରଣ ତଥା ଆଞ୍ଚଳିକ ଭାଷାରେ ହେବା ଦରକାର : ଡଃ ନନ୍ଦ ରାଉରକେଲା, (ସସ୍ମିତା ପ୍ରଧାନ) : ବିଚାର ପ୍ରକ୍ରିୟା ସରଳୀକରଣ ଓ ଆଞ୍ଚଳିକ ଭାଷାରେ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଆସନ୍ତା କାଲି

ଲୋଇସିଂହ, ଚୁଡାପାଲି ଓ ଖପ୍ରାଖୋଲଠାରେ ଉଦ୍‌ଘାଟନୀ ମେଚ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ରବିବାର ୪ ତାରିଖ ଦିନ ଲୋଇସିଂହା ମିନି ଷ୍ଟାଡିୟଠାରେ ଏ.ଏସ୍‌.ସି. ସଲତରପାଲି ବନାମ ଏସ.ଆର.ଏଫ୍‌.ଏ. ତେନ୍ତୁଳିଖୁଣ୍ଟି, ଚୁଡାପାଲି ପଡିଆରେ
Read More...

ଆଜିଠୁ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । କରୋନା କଟକଣାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟରେ ୨୮ ସହରରେ ୩୮ଟି କେନ୍ଦ୍ର କରାଯାଇଥିବା ବେଳେ ୩, ୪ ଏବଂ ୭ ତାରିଖରେ
Read More...

୨୬ତମ ନିଲେଇପାଲି ବୀଣାପାଣି କପ : ଦିୱାନା ସ୍ପୋଟିଂ ବିଜୟୀ

ରେଙ୍ଗାଲି କ୍ୟାମ୍ପ : ଅତାବିରା ବ୍ଲକ ନିଲେଇପାଲି ବୀଣାପାଣି ଯୁବକ ସଂଘ ଆନୁକୂଲ୍ୟରେ ୨୬ତମ ନିଲେଇପାଲି ବୀଣାପାଣି କପ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଦଳ ବରଗଡ଼ ଉନାଇଟେଡ଼, ଝାରସୁଗୁଡା, ସୁନ୍ଦରଗଡ, ରେଙ୍ଗାଲି ଏଫ ସି, ସମ୍ବଲପୁର ୧୧,
Read More...

କଲେଜ ଛାତ୍ର ରାଜୀବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ସମାଜସେବୀ ଚିତ୍ରସେନ ନିଶଂକଙ୍କ କନିଷ୍ଠ ପୁତ୍ର ରାଜୀବ କୁମାର ନିଶଂକ ଓରଫ ଲକିଙ୍କ(୧୭) ଏକାଦଶାହ ଅବସରରେ ବନ୍ଧୁ ପରିଜନଙ୍କ ପକ୍ଷରୁ ସ୍ଵର୍ଗତ ରାଜୀବଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ତଥା
Read More...

ଶିବତଲା ରାମଜୀ ଛକର ୧୫ତମ ନୂଆଁଖାଇ ଭେଟ୍‌ଘାଟ୍

ଶିବତଲା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ଶିବତଲା ରାମଜୀ ଛକ ନୂଆଁଖାଇ ଭେଟ୍‌ଘାଟ୍ କମିଟି ଦ୍ୱାରା ୧୫ତମ ନୂଆଁଖାଇ ଭେଟ୍‌ଘାଟ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଶିବତଲା ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ ଶୂଭଶାନ୍ତି ମାଝୀ ମୁଖ୍ୟ ଅତିଥି,
Read More...

ଗଣେଶ ବିସର୍ଜନ ବେଳେ ଗଣ୍ଡଗୋଳ

ବାଲିଅନ୍ତା : କମିସନରେଟ ପୁଲିସ ପାହାଳ ଥାନା ଅନ୍ତର୍ଗତ ୪ ନମ୍ବର ୱାର୍ଡ ନହରକଣ୍ଟା ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ଭସାଣ ଶୋଭାଯାତ୍ରାକୁ ନେଇ ଗଣ୍ଡଗୋଳ ଘଟିଛି । ଢେଲା ପଥର ମାଡ଼ ହୋଇଥିବା ବେଳେ ୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଉତ୍ତେଜନା ଲାଗି ରହିଥିବା ବେଳେ
Read More...