ରିଡା ଗ୍ରାମରେ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତି ବଲାଙ୍ଗିର ମେଡିକାଲରେ ଭର୍ତ୍ତି
ବଲାଙ୍ଗିର, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା ରିଡା ଗ୍ରାମର ଛକଠାରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ଉକ୍ତ ଗ୍ରାମର ବିପିନ ରଣା ବୋଲି ଜଣାପଡିଛି ।
Read More...
Read More...