କିରାଣୀ ସଞ୍ଜୟ ଦେଓଙ୍କ ବଦଳି ପରେ ବାଣ ଫୁଟାଇ ଖୁସି ମନାଇଲେ ଶିକ୍ଷକ ଶିକ୍ଷୟିତ୍ରୀ
ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବିଇଓ ଅଫିସର କନିଷ୍ଠ କିରାଣୀ ସଞ୍ଜୟ ଦେଓଙ୍କ ବାବୁନୂଆଗାଁ ଉଚ୍ଚ ବିଦ୍ୟାଳୟକୁ ବଦଳି ହେବା ପରେ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗତକାଲି ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ମନାଇଛନ୍ତି । ଶିକ୍ଷକ!-->…
Read More...
Read More...