Monthly Archives

September 2022

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ,…

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଗୁରୁକୂଳ କଳ୍ପତରୁ ସେବାଶ୍ରମ ଠାରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ, ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ପୌରାହିତ୍ୟରେ
Read More...

ସତୀଶ ମିଶ୍ର ବରଗଡ ଆସୁଛନ୍ତି

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଜଣେ ସୁନାମଧନ୍ୟ ସାମ୍ବାଦିକ, ସ୍ତମ୍ଭକାର ଭାବରେ ସତୀଶ ମିଶ୍ରଙ୍କ ପରିଚୟ ରହିଛି । ଆଗାମୀ ସେପ୍ଟେମ୍ବର ୧୨ ତାରିଖ ସତୀଶ ମିଶ୍ର ବରଗଡ଼ ଆସୁଛନ୍ତି । ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଶାନ୍ତନୁ ବିଶ୍ଵାଳଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବରଗଡ଼
Read More...

ବିଦେଶକୁ ରପ୍ତାନୀ କରାଯିବ ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ଚାଲିଥିବା ପୁରୀ ଜିଲ୍ଲା ଗୋପବ୍ଲକ ଅର୍ନ୍ତଗତ ମହଲପଡାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ 'ସମ୍ପର୍କ' କାର୍ଯ୍ୟାଳୟର ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର ବିଦେଶକୁ ରପ୍ତାନୀ
Read More...

ରେଡକ୍ରସ୍‌ ପକ୍ଷରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରବର୍ତ୍ତୀ ସଂକ୍ରମଣ ଜନିତ ଓ କୋଭିଡର ଭୟାବହତାରୁ ରକ୍ଷା ପାଇବା ପାଇଁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟଶାଖା ଦ୍ୱାରା ପ୍ରଦାନ କରାଯାଇଥିବା ଲାଇଫବୟ ସାବୁନ ଗତକାଲି ଗାଦିବ୍ରହ୍ମ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଦ୍ୱାରା ଡେଲାଙ୍ଗ
Read More...

ଶାନ୍ତିପଡ଼ାରେ ଟ୍ରକ ଧକ୍କାରେ ବୁଲା ଗାଈ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ସ୍ଥିତ ସିଆର୍‌ପିଏଫ୍‌ ରୋଡରେ ଏକ ଟ୍ରକ ଧକ୍କାରେ ଗୋଟିଏ ବୁଲା ଗାଈ ଗୁରତର ହୋଇଥିବା ଖବର ମିଳିଛି । ଗୁରତର ଗାଈକୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି କର୍ତ୍ତବ୍ୟ ଫାଉଣ୍ଡେନର ସଦସ୍ୟମାନଙ୍କୁ ଖବର ଦେଇଥିବା ବେଳେ ବର୍ତ୍ତମାନ ଗାଈର
Read More...

ଲସ୍ ଏଞ୍ଜେଲସରେ ଭାରତ-ପ୍ରଶାନ୍ତ ଅର୍ଥନୈତିକ ଫୋରମର ମନ୍ତ୍ରୀ ସ୍ତରୀୟ ବ୍ୟକ୍ତିଗତ ବୈଠକରେ ଅଂଶଗ୍ରହଣ କରିଛନ୍ତି ପୀୟୁଷ…

ଆମର ଜାତୀୟ ସ୍ୱାର୍ଥକୁ ଆଧାର କରି ଆଇପିଇଏଫ୍ ଢାଞ୍ଚାର ବିଭିନ୍ନ ଦିଗ ଉପରେ ଭାରତ ନିଷ୍ପତ୍ତି ନେବ : ପୀୟୁଷ ଗୋୟଲଭାରତ ମୁକ୍ତ, ଖୋଲା ଏବଂ ସମନ୍ବିତ ଭାରତ-ପ୍ରଶାନ୍ତ ମହାସଗାରୀୟ କ୍ଷେତ୍ର ପାଇଁ ନିଜର ପ୍ରୟାସ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି : ଶ୍ରୀ ଗୋୟଲଗୋୟଲ୍ ଲସ ଏଞ୍ଜେଲ୍ସ ରେ
Read More...

ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ…

ଦିଲ୍ଲୀ, (ପିଆଇବି) : ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି
Read More...

୨ଠ୨୫ ସୁଦ୍ଧା ଟିବି ଦୂରୀକରଣ ଲକ୍ଷ୍ୟରେ “ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ” ଶୁଭାରମ୍ଭ କଲେ ରାଷ୍ଟ୍ରପତି…

ଯୁଦ୍ଧକାଳୀନ ଭିତ୍ତିରେ ଦେଶକୁ ଟିବି ମୁକ୍ତ କରିବା ପାଇଁ ମିଳିତ ପ୍ରୟାସ କରିବାକୁ ନାଗରିକମାନଙ୍କୁ ଅନୁରୋଧ“ଜନସ୍ୱାର୍ଥ ଉଦ୍ଦେଶ୍ୟରେ କୌଣସି କଲ୍ୟାଣକାରୀ ଯୋଜନା ଆରମ୍ଭ ହେଲେ ଏହାର ସଫଳତାର ସମ୍ଭାବନା ବହୁଗୁଣିତ ହୋଇଥାଏ”ବୈଶ୍ୱିକ ଲକ୍ଷ୍ୟର ପାଞ୍ଚ ବର୍ଷ ଆଗରୁ ୨ଠ୨୫ ସୁଦ୍ଧା ଟିବି ଦୂରୀକରଣ
Read More...

ଓସିଏସ୍‌ ପରୀକ୍ଷା ଫଳ ପ୍ରକାଶ

କଟକ : ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)- ୨୦୨୦ର ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ରହିଛନ୍ତି । ତେବେ ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷା ଫଳ ଓପିଏସ୍‌ସି ୱେବ୍‌ସାଇଟ୍‌ରେ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୨୧ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...