Monthly Archives

August 2022

ରମ୍ଭାରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ରମ୍ଭାଠାରେ ୭୫ ବର୍ଷ ସ୍ଵାଧୀନ ଭାରତର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ସାରା ଭାରତରେ ଅଗଷ୍ଟ ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭୫ବର୍ଷ ସ୍ଵାଧୀନ ଭାରତ ଅମୃତ ମହୋତ୍ସବ ପାଳନ କରାଯାଉଛି । ସ୍ଥାନୀୟ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ
Read More...

ୱାଇସିଡିଏ ଅନୁଷ୍ଠାନ ପକ୍ଷରୁ ଜାତୀୟ ତ୍ରିରଙ୍ଗା ପତାକା ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ହର ଘର ତ୍ରିରଙ୍ଗା ଆଜାଦୀ କା ଅମୃତ ମହୋତ୍ସବ ୭୫ତମ ସାରା ଦେଶ ପାଳନ କରୁଥିବା ବେଳେ ଖପ୍ରାଖୋଲ ୱାଇସିଡିଏ ଅନୁଷ୍ଠାନ ପକ୍ଷରୁ ୱାଇସିଡିଏ ଅନୁଷ୍ଠାନ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରାଙ୍କ ନେତୃତ୍ୱରେ ରବିବାର ଦିନ ବଡ଼ଗୁର୍ଜିଭଟା ଗାଁରେ ଜାତୀୟ
Read More...

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମହୁରୁଣ୍ଡିଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗ୍ରାମ ପରିସରରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁରୁଣ୍ଡି ଗାଁର ଡୋଳାମଣି ଷାଣ୍ଢ, ଅଭିଳାଷ ଭୋଇ, ଛାୟାକାନ୍ତ ଭୋଇ, ରୁପେନ୍ଦ୍ର ମୁଣ୍ଡା, ଜଳନ୍ଦ୍ରର ଲୁହା,
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ନଅଗାଁ ‘କ’ ଗ୍ରା.ପ.ରୁ ୧ ଜଣ, ଝରଣୀପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ସାହାଜବାହାଲ ଗ୍ରା.ପ.ରୁ ୧ ଜଣ,
Read More...

ଡାଙ୍ଗବାହାଲରେ ‌୯୦ତମ ଝୁଲଣ ଯାତ୍ରା ଉଦ୍‌ଯାପିତ

ଗାଇସିଲେଟ, (ପୁସ୍ତମ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗାଁରେ ୯୦ତମ ଝୁଲଣ ଯାତ୍ରା ତା:୧୦.୮.୨୦୨୨ରୁ ୧୨.୮.୨୦୨୨ ତିନିଦିନ ଧରି ମହାସମାରୋହରେ ପ୍ରଭୁ ରଧାକୃଷ୍ଣଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ଏହି ଯାତ୍ରାରେ ପ୍ରତାପ କୁମାର ସାହୁ ଓ ରିତା ସାହୁ ପୂଜା
Read More...

ଘୁନଘୁଟିପାଲିରେ ଝୁଲଣ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଘୁନଘୁଟିପାଲି ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନିକଟ ଦେଉଳଗାଁରୁ ରାଧାକୃଷ୍ଣଙ୍କ ଜୁଗଳ ମୁର୍ତ୍ତିକୁ ଝୁଲାଇ ଝୁଲାଇ କୀର୍ତ୍ତନ କରି ଘୁନଘୁଟିପାଲି
Read More...

ଏସ୍‌ୟୁସିଆଇ ପକ୍ଷରୁ କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବହରା ମହାନ ନେତା ଏ ଯୁଗର ମାର୍କବାଦୀ ଦାର୍ଶନିକ ଏସ୍‌ୟୁସିଆଇର ପ୍ରତିଷ୍ଠାତା କମ୍ରେଡ ଶିବଦାସ ଘୋଷଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଶତବର୍ଷ ଯାଦବ ଭବନ ବଲାଙ୍ଗିରଠାରେ ପାଳିତ ହୋଇଯାଇଛି । ପ୍ରଥମେ କମ୍ରେଡ ଘୋଷଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ
Read More...

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳର ଜରୁରୀ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ସଂଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଜିକାର ବୈଠକରେ ସଂପାଦକ ମଲିଆ ଗଡୁଆ ଆସନ୍ତା ରବିବାର ତା.୨୧.୦୮.୨୦୨୨ ରିଖରେ ହେବାକୁ ଥିବା ସମ୍ବର୍ଦ୍ଧନା ତଥା ସାଧାରଣ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ବାର୍ଷିକ ସାଧାରଣ ସଭା : କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଟିତ ହୋଇଯାଇଛି । ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ପ୍ୟାଲେସଲାଇନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ନିଆରା ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୨୦ର ପ୍ୟାଲେସଲାଇନ ଠାରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ଏକ ନିଆରା ପର୍ବ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୨୦ର ପୂର୍ବତନ କାଉନ୍‌ସିଲର ପିତାମ୍ବର ଖମ୍ବାରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ
Read More...