Monthly Archives

August 2022

ଜଳର ମାନ ପରୀକ୍ଷଣ ଓ ପରିମଳ ସର୍ବେକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ମଣ୍ଡଳସ୍ତରୀୟ ଜଳ ବିଶୋଧନ କର୍ମଶାଳା, ଜଳ ଓ ପରିମଳ ବିଭାଗର ଏସଡିଓ ଆଲୋକ ରଞ୍ଜନ ପଣ୍ଡା ଓ ଯନ୍ତ୍ରୀ ସ୍ଵାଗତିକା ପ୍ରଧାନଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ଯୁଦ୍ଧ ଆଶଙ୍କା : ୨୭ଟି ଚୀନ୍ ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ପ୍ରବେଶ କଲା

ନୂଆଦିଲ୍ଲୀ : ଏଏଫପି ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ୨୭ଟି ଚୀନ୍ ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ପ୍ରବେଶ କରିଛି । ତାଇୱାନ କହିଛି ଯେ, ଆମେରିକାର ହାଉସ ବାଚସ୍ପତି ନାନସୀ ପେଲୋସିଙ୍କ ଗସ୍ତ ପରେ ଚୀନ୍ ରାଗିଛି ଏବଂ ବର୍ତ୍ତମାନ ଯୁଦ୍ଧ ବିମାନ ପଠାଉଛି ।
Read More...

ପାଇକମାଲ ଆଦର୍ଶ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେଛୋଦାଦର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଯୋଗଦେଇ ବୃକ୍ଷ ହିଁ ଜୀବନ,
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୯ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

ମାନବ ସେବା ସଦନର କୃତଜ୍ଞତା ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ 'ସର୍ଭିସ୍ ଟୁ ହ୍ୟୁମାନ୍ ଫାଉଣ୍ଡେସନ' ମାନବ ସେବା ସଦନର ଜଣେ ୬ ବର୍ଷୀୟ ମୁକ ବଧିର ଅନ୍ତେବାସୀ ରାକେଶ କିଷାନର ଦେହ ଅସୁସ୍ଥ ହେବାରୁ ପ୍ରଥମେ ଆରଜିଏଚ, ପରେ ସିଡବ୍ଲ୍ୟୁଏସ ଓ ଶେଷରେ ଆଇଜିଏଚରେ ଚିକିତ୍ସା କରାଯାଇଥିଲା । ପରେ ସେଠାରୁ ସେ
Read More...

ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ଦିବସ ପାଳିତ

ବାଙ୍କୀ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ପରିଚାଳିତ ହେଉଥିବା ଆଦର୍ଶ ବିଦ୍ୟାଳୟରେ ଆଜି ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡମପଡ଼ା ବ୍ଲକ ଅଧିନ ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଆଶୁତୋଷ ସାମଲଙ୍କ
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ
Read More...

ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ନିର୍ବାଚନୀ ବୈଠକ

ନୂତନ ଭୋଟର ନିମନ୍ତେ ବର୍ଷକୁ ମିଳିବ ୦୪ ଥର ସୁଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ସମ୍ପର୍କରେ ଏକ ନିର୍ବାଚନୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା
Read More...

୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

ଭାରତ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଏବେ ସୁଦ୍ଧା ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତାଏହି ସଂଖ୍ୟା ନବସୃଜନ ଏବଂ ବିକାଶ ଗତିଶୀଳତାର ପରିକଳ୍ପିତ ଶକ୍ତିର ପ୍ରମାଣ ଦେଇଥାଏ : ଶ୍ରୀ ପୀୟୁଷ ଗୋୟଲପ୍ରାରମ୍ଭିକ ପର୍ଯ୍ୟାୟରେ ୮୦୮ ଦିନରେ ୧୦ହଜାର ଷ୍ଟାର୍ଟଅପ୍‌ସକୁ ମାନ୍ୟତା
Read More...

ଲୋଇସିଂହା ଷ୍ଟାଡିୟମରେ ଏପିଜେ ଅବଦୁଲ କଲାମ ଫୁଟବଲ କ୍ଲବର ଖେଳ ଅଭ୍ୟାସ ଆରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ଏପିଜେ ଅବଦୁଲ କଲାମ ଫୁଟବଲ କ୍ଲବର ଆଜି ଖେଳ ଅଭ୍ୟାସ ସ୍ଥାନୀୟ ଷ୍ଟାଡିୟମରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ମଧ୍ୟାହ୍ନରେ ପଡିଆ ପରିସରରେ ପୂଜାର୍ଚ୍ଚନା ସହ ନଡ଼ିଆ ଭାଙ୍ଗି ଚଳିତ କ୍ରୀଡ଼ବର୍ଷର ଅଭ୍ୟାସ ଆରମ୍ଭ ହୋଇଛି । ଏହି କ୍ଲବ ଗତ
Read More...