Daily Archives

କେନ୍ଦୁପତ୍ର ଚୋରା ଚାଳାଣ ଅଭିଯୋଗରେ ୨ ଗିରଫ : ମିନି ଟ୍ରକ ଜବତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେବ କେନ୍ଦୁପତ୍ର ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ମାଫିଆମାନେ ଛୋଟ ଛୋଟ ଗାଡି ମାଧ୍ୟମରେ କେନ୍ଦୁପତ୍ର ଆଣି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବା ପରେ ବଡ ଗାଡିରେ ରାଜ୍ୟ ବାହାରକୁ ଚାଲାଣ
Read More...

ସେପ୍ଟେମ୍ବର ୩ରେ ସ୍ୱତନ୍ତ୍ର ଓଜେଇଇ : ୨୮ ହଜାର ୬୨୦ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସ୍ୱତନ୍ତ୍ର ଓଜେଇଇ ଆୟୋଜିତ ହେବ । ଏହି ପର୍ଯ୍ୟାୟରେ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜିକରଣ କରିଛନ୍ତି । ରାଜ୍ୟର ୨୮ ସହରର ୩୮ କେନ୍ଦ୍ରରେ
Read More...

ମୁଣ୍ଡୁଳୀ ବ୍ରିଜରେ ସ୍କୁଟି ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା : ଯୁବକଙ୍କ ମୃତଦେହ ଉଦ୍ଧାର

ଆଠଗଡ଼ : ମୁଣ୍ଡୁଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ଆଜି ନିଖୋଜ ଯୁବକଙ୍କର ମୃତଦେହ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଲିଙ୍ଗାପଦା ନିକଟ ମହାନଦୀ କୂଳରେ ଲାଗିଥିବା ସ୍ଥାନୀୟ ଲୋକ ଦେଖି ଗୁରୁଡ଼ିଝାଟିଆ ଥାନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ
Read More...

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

ବାରିପଦା : ବାରିପଦାରୁ ବାଲେଶ୍ଵର ରାସ୍ତାରେ ୧୮ ନମ୍ଵର ଜାତୀୟ ରାଜପଥ ମଞ୍ଚାବନ୍ଧାଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ବାରିପଦାରୁ ବାଲେଶ୍ଵର ରାସ୍ତାରେ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ମୃତ

ଝାରସୁଗୁଡ଼ା/ରାଇରଙ୍ଗପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ ଝାରସୁଗୁଡ଼ାରେ ୨ଜଣ ଓ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଝାରସୁଗୁଡ଼ା ବନହରପାଲି ବାସୁପାଲି
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ

ଆଠଗଡ଼ : ଆଠଗଡ଼ ବ୍ଲକର ୨୨ଟି ପଞ୍ଚାୟତ ଅଧିନରେ ଥିବା ସିଆରପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ମିଶନଶକ୍ତି ଜରିଆରେ ସମାନ ପୋଷାକ, ମୋବାଇଲ ଫୋନ ଓ ଗସ୍ତଖର୍ଚ୍ଚ ବାବଦ ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମରେ ରବିବାର ମଧ୍ୟାହ୍ନରେ ମିଶନଶକ୍ତି
Read More...

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଚେତନା ଜାଗରଣ ଶିବିର ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଲାଦେରପାଲି ୱାର୍ଡ ନଂ ୯ ସ୍ଥିତ ହନୁମାନ ମନ୍ଦିର ନିକଟରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଚେତନା ଜାଗରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୯ଟାରୁ ଗୁରୁ ବନ୍ଦନା ପୂର୍ବକ ଆରମ୍ଭ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୯୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡର ଯୁବ ସାମ୍ବାଦିକ ସୁବୋଧ କୁମାର ମେହେରଙ୍କ ମା’ ସୁମିତ୍ରା ମେହେରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ପୀଡିତ ଥିଲେ । ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବରେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ ।
Read More...

କଣ୍ଟି ଓ ମାଧିପୁର କାଜ ଡେଲାଙ୍ଗର ଦୁଃଖ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୟାନଦୀ ବାମପାର୍ଶ୍ଵ କଣ୍ଟି ଓ ମାଧିପୁର କାଜ ଦେଇ ନିଷ୍କାସନ ହେଉଥିବା ବନ୍ୟାଜଳ ଯୋଗୁଁ ପ୍ରତିବର୍ଷ ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହେଉଛି । ଚଳିତ ବନ୍ୟାରେ ଡେଲାଙ୍ଗ ବ୍ଲକର ହଜାର ହାଜର ହେକ୍ଟର ଚାଷ ଜମି ଫସଲ ନଷ୍ଟ ହେବା ସହ
Read More...