Daily Archives

ଆଗାମୀ ଦିନରେ ଭାରତ ବିଶ୍ୱରେ ସୁପର୍‌ ପାୱାର୍ ହେବ : ବାଲିଆ ବଳିଦାନ ଦିବସରେ କହିଲେ ସିଏମ୍ ଯୋଗୀ

ଲଖ୍‌ନଉ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପାଞ୍ଚଟି ସଂକଳ୍ପ ସହିତ କତ୍‌ର୍ତ୍ତବ୍ୟ ରାସ୍ତାରେ ଆଗକୁ ବଢ଼ିବାକୁ ଆହ୍‌ହ୍ୱାନ ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ବିଶ୍ୱର ଏକ ମହାଶକ୍ତି ହେବ ।
Read More...

ବନ୍ୟା ପ୍ରଭାବିତ ଅଞ୍ଚଳରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ହିତାଧିକାରୀଙ୍କୁ ମାଗଣା ପଲିଥିନ୍ ସିଟ୍ ଏବଂ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବା ସହ ସମସ୍ତ ସହାୟତା ପ୍ରଦାନ କରାଯାଉଛି । ଏନେଇ
Read More...

ସ୍ୱାଧୀନତା ସଂଗ୍ରାମୀ ପରିବାରମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗନ୍ନାଥସେନା ଓ ଅଙ୍କୁର ପରିବାର ତରଫରୁ ଆମକୋ ସିମକୋ ଘଟଣାରେ ସହିଦ ହୋଇଥିବା ପରିବାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି କବି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱ ଓ ସଂପାଦକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ୟ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଆଶ୍ରୟସ୍ଥଳରେ ଥିବା ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତ ଗିରଫ

ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର
Read More...

ପଦ୍ମପୁର ଶ୍ରୀ ଗୋପାଳଜୀ ମନ୍ଦିରରେ କୃଷ୍ଣ ଜନ୍ମୋତ୍ସୋବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂସାରକୁ ପାପମୁକ୍ତ ତଥା ଜଗତର ଉଦ୍ଧାର ପାଇଁ ଯିଏ ଦ୍ଵାପରରେ ଜନ୍ମ ନେଇ ସାରା ବିଶ୍ୱରେ ପ୍ରେମ ଓ ସଦ୍ଭାବନାର ସଂଚାର କରିଥିଲେ, କୁରୁକ୍ଷେତ୍ରର ବିକଟ ରଣାଙ୍ଗନରେ ଯିଏ ଧର୍ମ ରକ୍ଷା ପାଇଁ ଶସ୍ତ୍ର ଧାରଣ କରିବାକୁ ଅର୍ଜୁନଙ୍କୁ ଗୀତାର ମହାଜ୍ଞାନ ଦେଇଥିଲେ,
Read More...

ପ୍ରତିଶୃତି ପୁରଣ ନ ହେବାରୁ ରେଙ୍ଗାଲି ସ୍କୁଲର ପୁଣି ତାଲା ପକାଇଲେ ଛାତ୍ରଛାତ୍ରୀ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖା ଦେଇଥିବାରୁ ଛାତ୍ରଛାତ୍ରୀ ମାନେ ଗତ ୧୭ ତାରିଖରେ ସ୍କୁଲଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର
Read More...

ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ, ଜଗତସିଂହପୁର ଜିଲ୍ଲାପାଳ ଏବଂ ପାରାଦୀପ ବିଧାୟକ ପ୍ରମୁଖ କୁଜଙ୍ଗ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ରାଜ୍ୟ
Read More...

ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କଲେ ଅନୁଗୋଳ ଜିଲ୍ଲାପାଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଏନେଇ ରାଜ୍ୟ ସୂଚନା ଓ
Read More...

ଗାନ୍ଧିଜୀଙ୍କ ଦର୍ଶନ ପାଇଁ ଥିଲା ଅହେତୁକ ଉତ୍କଣ୍ଠା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ତାଙ୍କର ଝଲକ ଟିକେ ପାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖା ଦେଇଥିଲା ଅହେତୁକ ଉତ୍କଣ୍ଠା । ସୁଦୂର ଗାଁ ଗଣ୍ଡାରୁ ଲୋକମାନେ ନିଜ ପରିବାରକୁ ଧରି ଛୁଟିଥିଲେ କଟକକୁ । ଭୋକ ଉପାସରେ ଅପେକ୍ଷା କରି ରହିଥିଲେ କେବଳ
Read More...