ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ୨ ଘଣ୍ଟା ଧରି ଲିଫ୍ଟରେ ଫସିରହିଲେ ରୋଗୀଙ୍କ ସଂପର୍କୀୟ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ୨ ଘଣ୍ଟା ଧରି ଲିଫ୍ଟ ଭିତରେ ଫସିରହିଲେ ରୋଗୀଙ୍କ ସଂପର୍କୀୟ । ୭ ମହଲା ବିଶିଷ୍ଟ ଏମ୍ସିଏଚ୍ କୋଠାରେ ଦୁଇଟି ଲିଫ୍ଟ ଲାଗିଛି । ଲିଫ୍ଟ ନମ୍ୱର ୱାନରେ ଗତକାଲି ୪ ଜଣ ରୋଗୀ ସଂପର୍କୀୟ ଗ୍ରାଉଣ୍ଡ ଫ୍ଲୋରରୁ ୫!-->…
Read More...
Read More...