Monthly Archives

July 2022

ଆର୍‌ଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ବନ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ ପାଳନ ଅବସରରେ ପିଲାମାନେ ବୃକ୍ଷ ରୋପଣ କରିବା, ପରିବେଶ ସୁରକ୍ଷା ଉପରେ ବକ୍ତୃତା ଦେବା, ଚିତ୍ରାଙ୍କନ ପ୍ରତିଯୋଗିତା
Read More...

ତରଙ୍ଗା ହିଲ-ଅମ୍ବାଜୀ-ଅବୁ ରୋଡ୍ ନୂଆ ରେଳ ଲାଇନକୁ କ୍ୟାବିନେଟ ମଞ୍ଜୁରି

• ରେଳ ସଂଯୋଗ ବଢ଼ିବା ସହିତ ଗମନାଗମନରେ ଆସିବ ସୁଧାର• ଅମ୍ବାଜି ପର୍ଯ୍ୟନ୍ତ ରେଳ ଯାତ୍ରାର ସୁବିଧା ଦେବା ଲାଗି ବହୁଦିନରୁ ଦାବୀ କରି ଆସୁଥିଲେ ସ୍ଥାନୀୟ ଅଞ୍ଚଳବାସୀ• ପ୍ରସ୍ତାବିତ ପ୍ରକଳ୍ପ ଅମ୍ବାଜୀ ପର୍ୟ୍ୟନ୍ତ ରେଳ ଯୋଗାଯୋଗ ପ୍ରଦାନ କରିବା ସହିତ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁଧାର
Read More...

ବିଏସଏନଏଲ ଓଡ଼ିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ରୁଦ୍ରନାରାୟଣ ପଲାଇ

ଭୁବନେଶ୍ୱର, (ପିଆଇବି) ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ (ସି.ଜି.ଏମ୍) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ରୁଦ୍ରନାରାୟଣ ପଲାଇ, ଆଇ.ଟି.ଏସ୍ । ଏହି ଅବସରରେ ସେ ଓଡିଶା ଦୂରସଂଚାର ପରିମଣ୍ଡଳରେ କାର୍ଯ୍ୟରତ ସମସ୍ତ ଉଦ୍ୟୋଗ ବ୍ୟବସାୟିକ କ୍ଷେତ୍ର ମୁଖ୍ୟ, ଅଧିକାରୀ, କର୍ମଚାରୀ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନମହୋତ୍ସବ ଓ ଗୁରୁ ପୂର୍ଣ୍ଣିମା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ବନମହୋତ୍ସବ ଓ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟିର ସମ୍ପାଦକ ଜନକଲାଲ ମେହେର, ସଭାପତି ପୃଥ୍ୱୀରାଜ ସାହୁ, ସଙ୍କୁଳ ପ୍ରମୁଖ ଦ୍ଵାଦଶ କୁମାର ପଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ
Read More...

ଅମୃତ ସମାରୋହରେ ସଙ୍ଘତି ମଣ୍ଡଳର ଅତିମାନସ ଜାଗରଣ ଯାତ୍ରା ରଥକୁ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସଂଘତି ମଣ୍ଡଳ ଅନ୍ତର୍ଗତ ବରଗଡ଼ ଜିଲ୍ଲା ପରିକ୍ରମା କ୍ରମେ ଆଜି ଝାରବନ୍ଧ ବ୍ଲକରେ ଅତିମାନସ ଜାଗରଣ ଯାତ୍ରାର ଚେତନା ରଥକୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରଥଟି
Read More...

ଦୂଆନପଲ୍ଲୀ ଗ୍ରାମର ଶ୍ରୀଶ୍ରୀ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଭିକାରୀପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ଦୂଆନପଲ୍ଲୀ ଗ୍ରାମ ଠାରେ ମାସବ୍ୟାପି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଶ୍ରୀଶ୍ରୀ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ଗତମାସ ୧୨ ତାରିଖରେ ଆରମ୍ଭ ହୋଇଥିବା
Read More...

ଭିଜିଲାନ୍ସ ଜାଲରେ ପଡ଼ିଗଲେ ଜେ.ଇ ସଂଘମିତ୍ରା ସାହୁ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଫିସରେ କାର୍ୟ୍ୟରତ ଜୁନିଅର ଇଞ୍ଜିନିୟର ଇଂ.ସଂଘମିତ୍ରା ସାହୁ ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଗଲେ । ଏଠାରେ ସୂଚନାଯୋଗ୍ୟ ଯେ, ବିଲ କରାଇଦେବା ପାଇଁ ସେ ପୂର୍ବରୁ ଲାଞ୍ଚ ମାଗିଥିଲେ । ମ୍ୟାଡ଼ମ୍ ପାଞ୍ଚ ହଜାର
Read More...

ମାନବବାଦୀ ସନାତନ ଧର୍ମୀ ସୟଦ ଅସଫାକ ଅଲ୍ଲୀଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ହିଲପାଟଣା ସ୍ଥିତ ଶ୍ରୀକ୍ଷେତ୍ର ଭବନ ଠାରେ ସ୍ବେଛାସେବୀ ଅନୁଷ୍ଠାନ ସଂସ୍କାର ତରଫରୁ ବରିଷ୍ଠ ମାନବବାଦୀ ସନାତନ ଧର୍ମୀ ସୟଦ ଅସଫାକ ଅଲ୍ଲୀଙ୍କ ବିୟୋଗ ଘଟିଛ । ଏହି ଅବସରରେ ଗତ ସୋମବାର ସନ୍ଧ୍ୟାରେ ଏକ ଶୋକସଭାର ଅନୁଷ୍ଠିତ ହୋଇଯାଇଛି ।
Read More...

ବରଗଡ଼ ଜିଲ୍ଲାରେ ୩୯.୩୦ ମିମି ବର୍ଷା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଦୁଇ ଦିନ ଧରି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଂଗକୁ ୩୯.୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳୁ ୧୧.୦ ମିମି, ସଂଧ୍ୟା ରେ ୪.୨୦ ମିମି, ଆଜି
Read More...

ବର୍ଷା…ଏକ ସ୍କେଚ କବିତା

ରତ୍ନମୟ ତ୍ରିପାଠୀ ତା' ଓଦା ପଣତରୁଝରୁଥିଲା ବାସଲ୍ୟର ଝରରୋଗୀଣା ଛୁଆର ମୁହଁରେଆହାର ଦେବାପାଇଁଶୁଖି ସାରିଥିଲା ଅମୃତର ଧାର । କାଳ ବୈଶାଖୀରେଉଡି ଯାଇଥିବା ଫାଳେ ଛପରସଜା ହୋଇ ପାରିନିପ୍ରଶାସନର ସହାୟତା ପ୍ରତିଶୃତିଏଯାଏ ମିଳିନି । ଅଧିକ ରୋଜଗାର ପାଇଁଦଲାଲ ସାଥେ ଯାଇଥିବା ମଣିଷଆଉ
Read More...