Monthly Archives

July 2022

ବାପୁଜୀ ସ୍ୱେଚ୍ଛାସେଵୀ ସଂଗଠନ କଲେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆବାହାନ କାଲରୁ ଶୁଣାହୋଇ ଆସୁଛି 'ଜଳ ହିିଁ ଜୀବନ' ଏଵେ ତା ସାଙ୍ଗକୁ ଶୁଣା ଗଲାଣି 'ବୃକ୍ଷ ହିଁ ଜୀବନ' । କଥାଟା ମିଛ ନୁହେଁ କାରଣ ବୃକ୍ଷ ନ ରହିଲେ ପ୍ରାଣୀ ମୂହୁର୍ତ୍ତେ ମଧ୍ୟ ବଞ୍ଚିପାରିବ ନାହିଁ । ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ
Read More...

ରାଉରକେଲା କଲେଜରେ ବନ ମହୋତ୍ସବ ସପ୍ତାହ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ କରାଯାଇଛି ।
Read More...

ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ : ମହେଶ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ ବୋଲି ନିଜ ମତରେ କହିଛନ୍ତି ରାଜ ବୋଡାସମ୍ବରର କୋଶଲ ସଂଗ୍ରାମୀ ମହେଶ ପଣ୍ଡା । ସେ ନିଜ ମତରେ କହିଛନ୍ତି ଯେ, କୋଶଳ ରାଜ୍ୟ ନାଇଁ ହେଇପାରେ ଭାବ୍-ବାରଟା ଗୁଟେ ବୃଥା ସନ୍ଧେହ ଆଏ । ଓଡ଼ିଶା ରାଜ୍ୟରେ ୧୩ଟା ଜିଲ୍ଲା ନୁ ୩୦ଟା
Read More...

ବଲାଙ୍ଗିର ବନ ବିଭାଗରେ ଦୁଇ ଜଣ ଡିଏଫଓ : ପଦୋନ୍ନତି ଓ ବଦଳି ସତ୍ତ୍ୱେ ଜଣେ ଯାଇ ନାହାନ୍ତି କାହିଁକି, ସାଧାରଣରେ ଆଲୋଚନା

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ବନ ବିଭାଗରେ ପଦୋନ୍ନତି ଓ ବଦଳି ସତ୍ତ୍ୱେ ଜନୈକ ବରିଷ୍ଠ ଅଧିକାରୀ ବଲାଙ୍ଗିର ଛାଡୁ ନଥିବା ବେଳେ ବର୍ତ୍ତମାନ ଜିଲାରେ ଦୁଇ ଜଣ ଡିଏଫ୍‌ଓ ରହିଥିବା ଜଣାପଡିଛି । ଏହା ଫଳରେ ବିଭାଗରେ ଅସନ୍ତୋଷ ଘନାଉଥିବା ଜଣାଯାଇଛି । ସୂଚନା ମତେ, ଓଡିଶା ସରକାରଙ୍କ ଜଙ୍ଗଲ
Read More...

ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟ (ଗୋବିନ୍ଦବିହାର)ଠାରେ କଲେଜର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ରଥଙ୍କ ଅଧ୍ୟକ୍ଷତା ଏବଂ କଲେଜର ଏନ୍ ଏସ୍‌ଏସ୍ ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ କାଉନସିଲର୍ ଅଧ୍ୟାପିକା ରୋଜି
Read More...

ଝାରମୁଣ୍ଡାରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍‌ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶାଗୁଆନ, ଦେବଦାରୁ ସମେତ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା । ଏଥିରେ ଲୋଇସିଂହା
Read More...

ସୁଜିଆରେ ୱାଟର ଫିଲଟର ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା ଏଡିପି ପକ୍ଷରୁ ନିକଟସ୍ଥ ସୁଜିଆ ଗ୍ରାମରେ ୱାଟର ଫିଲଟର ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଲୋଇସିଂହା ବ୍ଲକ ୩୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଲୋଇସିଂହା
Read More...

ମହୁଲପାଟି ଗାଁ ନିକଟସ୍ଥ ରାଜୁ ଜଙ୍ଗଲରେ ବନ ମହୋତ୍ସବ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜୁ ଜଙ୍ଗଲ ନିକଟରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୋନ୍‌ ନଂ ୧୧ର କୌଷିକ ମେହେର ଉପସ୍ଥିତ ଥିଲେ । ଏହା ସହିତ ମହୁଲପାଟି ଗ୍ରାମ ପଞ୍ଚୟତ
Read More...

ଦମକିପାଲିଠାରେ ୭୩ତମ ବନମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିଠାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ୱରେ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆମ ଜଙ୍ଗଲ ଯୋଜନା ଫିଲ୍ ଅଫିସର୍ ସିଦ୍ଧେଶ୍ୱର ପଧାନ ପାଟଣାଗଡ ରେଞ୍ଜ
Read More...

ଶ୍ରୀପଲା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି : ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ଶ୍ରୀପାଲା ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ରୁ ଅଧିକ ଲୋକ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ସମସ୍ତ ଲୋକ ଶ୍ରୀପଲା
Read More...