Daily Archives

ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ତରଫରୁ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ତରଫରୁ ଶିବତଲା, ଲୁଚକିବନ୍ଧ, ରଘୁମଣିପାଲି ସ୍ଥିତ ହରଗୌରୀ ମନ୍ଦିର ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥି ଓ ନିମନ୍ତ୍ରିତ ଅତିଥିମାନଙ୍କୁ ନେଇ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ ସମାପନ ହୋଇଥିଲା
Read More...

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ

ପାଟଣାଗଡ, (ଗୋରେଖନାଥ ବରିହା) : ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ କରାଯାଇଥିବା ଜଣାପଡିଛି । 'ବିଦ୍ୟୁତ ବିଭାଗ ହାଏ ହାଏ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର' ଇତ୍ୟାଦି ନାରାରେ ଗୁଞ୍ଜି ଉଠିଥିଲା ଗାଁର କୋଣ ଅନୁକୋଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର
Read More...

ନଟରାଜ କଳା ପରିଷଦର ନୂତନ କର୍ମକର୍ତ୍ତା ମନୋନୀତ : ହରିନାରାୟଣ ହେଲେ ସଭାପତି, ପ୍ରହଲ୍ଲାଦ ଦର୍ଜୀ ହେଲେ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦର ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଯାଦବ ଭବନଠାରେ ପ୍ରଶାନ୍ତ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷର ବାର୍ଷିକ ଆୟ ବ୍ୟୟ, କଳାକାରମାନଙ୍କର ସମସ୍ୟା ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା ।
Read More...

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଖୁବ୍‌ ଶୀଘ୍ର ସାନି ନିର୍ଦ୍ଦେଶନାମା ପ୍ରକାଶ ପାଇବ : ସମୀର ଦାଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ପ୍ରବେଶ କଟକଣା ନେଇ ଜାରି ନର୍ଦ୍ଦେଶନାମା ପ୍ରତ୍ୟାହୃତ ଦାବୀରେ ଆଜି ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ
Read More...

ପାଟଣାଗଡ଼ରେ କଂଗ୍ରେସର ଜନ ସମ୍ପର୍କ ଯାତ୍ରା : ସହର ପରିକ୍ରମାରେ ୩ ଶହରୁ ଅଧିକ ବାଇକ ସାମିଲ, କର୍ମୀଙ୍କ ମହଲରେ ପ୍ରବଳ…

ଭ୍ରଷ୍ଟାଚାର ବିଜେଡି ସରକାରକୁ ମୂଳୋତ୍ପାନ କରିବାର ସମୟ ଆସିଛି : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି ସ୍ଥାନୀୟ ବର୍ଥଳା ଗ୍ରାମଠାରୁ ଏକ ଭବ୍ୟ ସ୍ଵାଗତ
Read More...

ସିରିଜ୍ ଦୁର୍ଘଟଣାରେ : ୧ ମୃତ, ୧୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଛକ ନିକଟ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ବୋଲେରୋ ସହିତ ଇଟିଗା କାର ଓ ଅଟୋ ମଧ୍ୟରେ ରାମେଶ୍ୱର ଛକ ନିକଟରେ ମୁହାଁମୁହିଁ ଧକ୍କା
Read More...

ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ : ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ

ସିନାପାଲି, (ନିରାକାର ମେହେର) : ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପରେ ଗତକାଲି ପୂର୍ବାହ୍ନରେ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତଙ୍କ ଦ୍ୱାରା ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ
Read More...

ସଂକ୍ରି ସେବାଶ୍ରମରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରି ସେବାଶ୍ରମରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଶିକ୍ଷା କମିଟି ସଭାପତି ପ୍ରତାପ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯତୀନ୍ଦ୍ର ହାତୀ, ସମ୍ମାନିତ ଅତିଥି ଭାବେ ଡୋଲାମନି ସାହୁ,
Read More...

ପିଏସିଏସ୍‌ରେ ବିଜୟୀ ପ୍ରାର୍ଥୀ ଶୁକୃ ଛତ୍ରିଆଙ୍କ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପିଏସିଏସ୍‌ରେ ବିଜୟୀ ପ୍ରାର୍ଥୀ ଶୁକୃ ଛତ୍ରିଆ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୭ ତାରିଖ ହେଇଥିବା ନିର୍ବାଚନରେ ଲଟେରୀ ମାଧ୍ୟମରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ମନୋଜ
Read More...

ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ କ୍ଷମାକାନ୍ତିଙ୍କୁ ମିଳିଲା ହୁଇଲ ଚେୟାର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗାଁର ଭଗବାନ ସରାଫଙ୍କ ଝିଅ କ୍ଷମାକାନ୍ତି ସରାଫ ମାଟ୍ରିକ ଶ୍ରେଣୀ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ପଢାପଢି କରିବା ସହ ଭଲ ଥିଲେ । ହେଲେ ପରୀକ୍ଷା ସରିବା ପରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା
Read More...