Monthly Archives

June 2022

କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିର ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦେବଗଡ଼ : ଆଜି ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ବର୍ବରତା ପ୍ରତିବାଦରେ ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଅନେକ
Read More...

ଆସନ୍ତାକାଲି ଠାରୁ ମିଳିବ ମିଳିତ ପୁଲିସ୍‌ ସେବା ପରୀକ୍ଷା-୨୦୧୮ର ଆଡ୍‌ମିଟ୍‌ କାର୍ଡ

କଟକ : ଆସନ୍ତାକାଲି ଠାରୁ ମିଳିବ ମିଳିତ ପୁଲିସ୍‌ ସେବା ପରୀକ୍ଷା-୨୦୧୮ର ଆଡ୍‌ମିଟ୍‌ କାର୍ଡ । ନିଯୁକ୍ତି ବିଜ୍ଞାପନ ପ୍ରକାଶର ଦୀର୍ଘ ୫ ବର୍ଷ ପରେ ମିଳିତ ପୁଲିସ ସେବା ପରୀକ୍ଷା ବା ସିପିଏସ୍‌ଇ-୨୦୧୮ ଅନୁଷ୍ଠିତ ହେବ । ସବ୍‌-ଇନ୍‌ସପେକ୍ଟର (ଏସ୍‌ଆଇ) ର‍୍ୟାଙ୍କର ଏହି ପରୀକ୍ଷା
Read More...

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର : ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ରତନ ସୋରେନ । ସୂଚନାନୁଯାୟୀ, ରତନ ସୋରେନ ଗତକାଲି ରାତି ପ୍ରାୟ ୧୦ଟାରେ ପରିସ୍ରା କରିବାକୁ ବାଡିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର
Read More...

ଚାଷୀଙ୍କ ଝିଅ ହରିୟାଣା ବୋର୍ଡ ଟପ୍ପର

ଚଣ୍ଡିଗଡ : ହରିୟାଣା ରୋହତକ ଜିଲ୍ଲା ଅନ୍ତର୍ଗତ ନିନ୍ଦାନା ଗ୍ରାମର ଜଣେ କୃଷକଙ୍କ ଝିଅ କାଜଲ ହରିୟାଣା ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କେସିଏମ୍‌ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ନିନ୍ଦାନା, ରୋହତକରେ ପଢୁଥିବା କାଜଲ ମୋଟ ୫୦୦ ମାର୍କରୁ ୪୯୮ ମାର୍କ ରଖିଛନ୍ତି ।
Read More...

ଡିଭାଇଡରରେ ପିଟି ହୋଇ କାର୍‌ ଚୁରମାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଦୃତ ଗତିରେ ଆସୁଥିବା କାର୍‌(ଓଡି୧୭ଏନ୍‌୩୪୮୨) ଗାଡି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା । ଫଳରେ କାରର ସାମ୍‌ନା
Read More...

କୁକୁର ଆକ୍ରମଣରେ ୫ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବୁଲା କୁକୁରଙ୍କ ଦୋରାତ୍ମ୍ୟ ବଢିବାରେ ଲାଗିଛି । ବ୍ରହ୍ମଣପଡାଠରେ କୁକୁର କାମୁଡାରେ ୫ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସମସ୍ତ ଗୁରୁତରଙ୍କୁ ଭୀମଭୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ୫ ଜଣ ବ୍ୟକ୍ତି
Read More...

୧୦୦ତମ ଜନ୍ମ ଦିବସରେ ନିଜ ମା’ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଜୁନ୍‌ ୧୮ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବାଙ୍କ ୧୦୦ତମ ଜନ୍ମ ଦିବସ । ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗରଠାରେ ତାଙ୍କ ମା’ଙ୍କୁ ଭେଟିବାକୁ ଯିବାର ସମ୍ଭାବନା ରହିଛି । ଯେଉଁଠସି ବୁଧବାର ତାଙ୍କ ନାମରେ ଏକ ରାସ୍ତାର
Read More...

ଖାଇବା ତେଲ ଦାମ୍‌ ୧୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ବ୍ରାଣ୍ଡେଡ ଖାଇବା ତେଲର ଲିଟର ପିଛା ଦାମ୍‌ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଆନ୍ତର୍ଜାତିକ ବଜାରରେ ଦାମ୍‌ କମିବାରୁ ଭାରତରେ ପାମ୍‌ ଅଏଲ୍‌, ସନ୍‌ ଫ୍ଲାୱାର ଓ ସୋୟାବିନ୍‌ ଅଏଲ୍‌ର ଦାମ ହ୍ରାସ ପାଇଛି । ପାମ୍‌ ଅଏଲ୍‌ ଦାମ୍‌ରେ ଲିଟର ପିଛା ୭-୮ ଟଙ୍କା, ସନ୍‌ ଫ୍ଲାୱାର
Read More...

ମାଷ୍ଟର କାର୍ଡ ଉପରୁ ହଟିଲା କଟକଣା

ମୁମ୍ବାଇ : ମାଷ୍ଟର କାର୍ଡ ଉପରେ ଲଗାଯାଇଥିବା କଟକଣାକୁ ପାଖାପାଖି ବର୍ଷକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିଛି । ଡାଟା ସଂରକ୍ଷଣ ନିୟମକୁ ପାଳନ କରିବାରେ ବିଫଳ ହେବାରୁ ୨୦୨୧ ଜୁଲାଇ ୨୨ରେ ଏହି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲା । ନୂଆ ଗ୍ରାହକ ଯୋଡିବାକୁ
Read More...

ଶିଶୁ ଭବନରେ ବଢିଲା ଆଇସିୟୁ ବେଡ୍‌ ସଂଖ୍ୟା

କଟକ : ଶିଶୁ ଭବନରେ ଆଇସିୟୁ ବେଡ ପାଇବା ପାଇଁ ଏକ ସପ୍ତାହ କାଳ ଅପେକ୍ଷା କରୁଥିବା ଶିଶୁ ରୋଗୀଙ୍କ ପରିବାରର ଦୁଃଖ ଗଲା । ଶିଶୁ ଭବନରେ ଅଧିକ ୧୪ ଟି ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି ଘଟିଛି । ଫଳରେ ଶିଶୁ ଭବନରେ ଆଇସିୟୁ ବେଡ ସଂଖ୍ୟା ୩୫ ଛୁଇଁଛି । ସମାନ୍ତରାଳ ଭାବେ ଶିଶୁ ଭବନ ଉପରେ ନିର୍ଭର
Read More...