Monthly Archives

June 2022

ସରକାରୀ ବିଦ୍ୟାଳୟରେ ପଢ଼ାଇବା ବାହାନା କରି ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରୁଥିଲେ : ଯିବାକୁ ପଡ଼ିଲା…

ବାଲୋଦ : ଛତିଶଗଡର ବାଲୋଦ ଜିଲ୍ଲାର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ସେଠାରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟ ପରିଚାଳନା କମିଟି ଏବଂ ପୋଲିସ ନିକଟରେ ଏକ
Read More...

ପାଇକମାଲରେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ତରଫରୁ ପାଇକମାଲଠାରେ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ
Read More...

ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟି ଦେବେ କି ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶ ଦିନରୁ ଅଧିକ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଟ୍ରାଫିକ ସିଗ୍‌ନାଲ ଖୁଣ୍ଟ ଭାଙ୍ଗିଯାଇଛି । ଯାହା କେତେବେଳେ କାହା ଉପରେ ପଡି ପାରେ । ତେବେ ଖୋଦ ଜିଲ୍ଲାପାଳ ଏହି ରାସ୍ତାରେ ଯିବା ଆସିବା କରୁଥିଲେ ସୁଦ୍ଧା ଏହି ବିପଦ ଜନକ ଟ୍ରାଫିକ
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଆନପାଲିର ଗଙ୍ଗାଧର ବୁଡେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଦୁଆନ ପାଲିର ଗଙ୍ଗାଧର ବୁଡେକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଶ୍ରୀ ବୁଡେକ କହିଛନ୍ତି ଯେ, ଦୁଆନପାଲି ତାଙ୍କ ନିଜ ଗାଁ ନୁହେଁ । ତାଙ୍କ ଶଶୁର ଘର, ହେଲେ ସେ ଦୀର୍ଘ ୫୦ ବର୍ଷରୁ ଅଧିକ ହେବ
Read More...

ବିଜେଡି ପରେ ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ

ନୂଆଦିଲ୍ଲୀ : ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି ।
Read More...

କବିତା : ମୌସୁମୀ

ପୁସ୍ତମ୍ ଯୁଆଡି ମାଏଟ୍ ତତୁଛେଛାତି ଡବ୍‌କୁଛେ ଖଲ୍‌ଖଲ୍‌ ଡ଼ବ୍‌ଡ଼ବ୍‌ପାଏନ୍ ନୁରି ନୁରି କଲ୍‌ବଲ୍‌ ଜୀବନ୍ବହଁଡି ଯାଉଛେ । ପହେଲା ଛିଆଁକେ ଜନ୍ ତରସୁଛେତନ୍ ତରସୁଛେଉତାବୁଲା ମନ୍ ଡହକବିକଲ୍ସତେ ଯେନ୍ତା ନିଜର୍ ଲୋକକେ ବାଟ ଦେଖୁଛେ ! ତମେ ଆଏବ ଜୀବନର୍ ପୁଞ୍ଜି ଧରିକାଁକର୍ ହେବା
Read More...

ନିଜସ୍ୱ ମତ : ପେନସନ ବ୍ୟବସ୍ଥା

ମୀନକେତନ ବାରଲେବଡ଼ିଆ କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ଭଲ । କାରଣ ଜଣେ ବ୍ୟକ୍ତି ଚାକିରିରୁ ଅବସର ନେଲା ପରେ ବାର୍ଦ୍ଧକ୍ୟ ବେଳେ ନିଜ ଜୀବନ ସୁରୁଖୁରୁରେ ଅତିବାହିତ କରିବ। ତା' ଅନ୍ତେ ତା'ର ବୃଦ୍ଧା ସ୍ତ୍ରୀର ସମୟ ମଧ୍ୟ ଭଲରେ କଟିବ । ଏହାକୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସ୍‌ନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ୍‌ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ଅବସରରେ ପଦ୍ମପୁର କଂର୍ଗଲାବାହାଲ ଠାରେ ଏକ ର‍୍ୟାଲି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପବନ
Read More...

ବାସନ୍ତୀ ପରିଷଦ ପଡିଆକୁ ସଂକୁଚିତ କରିବା ପାଇଁ ଉଦ୍ୟମକୁ ନେଇ ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ରେ ଥିବା ବାସନ୍ତୀ ପୂଜା ପଡିଆକୁ ସୁଚିନ୍ତିତ ଭାବେ ଧିରେ ଧିରେ ସଂକୁଚିତ କରାଯାଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଏନେଇ ସହର ପ୍ରଶାସନ ପାଖରେ ଅଭିଯୋଗ କରାଯାଉଥିଲେ ହେଁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ
Read More...

ଘନଘନ ବିଜୁଳି କାଟ ବନ୍ଦ, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି ଦାବୀ କଲା ଜିଲ୍ଲା କଂଗ୍ରେସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପାୱାର କଟ୍‌ ବନ୍ଦ କରିବା, ଲୋ-ଭୋଲଟେଜ୍‌ ସମସ୍ୟାର ତୁରନ୍ତ ସମାଧାନ, ଓଡ଼ିଆରେ ବିଜୁଳି ବିଲ୍‌ ପ୍ରଦାନ କରିବା, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି, ବିଜୁଳି ସରବରାହ ଜନିତ କ୍ଷତି କମାଇବା ଓ ବିଜୁଳି ଭିତ୍ତି ବିକାଶରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି
Read More...